State

ଚିକିତ୍ସା ପାଇଁ ଜୁନ ୨୨ ରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ

ଚିକିତ୍ସା ପାଇଁ ଜୁନ ୨୨ ତାରିଖରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ । ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ସେଠାରେ ଚିକିତ୍ସିତ ହେବେ । କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ । ଡାକ୍ତର ଉମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ତାଙ୍କର…

ଡାଇରିଆ ପରେ ଡରାଉଛି ଜଣ୍ଡିସ୍, ୫୦ ଛୁଇଁଲା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ସାରା ରାଜ୍ୟରେ ଡାଇରିଆ ସ୍ଥିତି ଥମିନଥିବାବେଳେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି…

ହିତାହିତ ଜ୍ଞାନ ହରାଇ ବସିଲା ସ୍ତ୍ରୀ, ନିର୍ଯାତନା ସହିନପାରି ନେଲା ସ୍ବାମୀର ଜୀବନ

ସୋରଡା: ପାରିବାରିକ କଳହର କରୁଣ ପରିଣତି । ମାତାଲ ସ୍ବାମୀର ନିର୍ଯାତନା ସହି ପାରିଲାନି ସ୍ତ୍ରୀ । ପ୍ରତିଦିନ ସ୍ବାମୀ ମଦ ପିଇ ଆସି ସ୍ତ୍ରୀକୁ ଗାଳି ଗୁଲଜ କରୁଥିଲା । ଆଉ ବେଳେବେଳେ ସ୍ତ୍ରୀକୁ ମାଡ଼ ବି ମାରୁଥିଲା ସ୍ବାମୀ…

ପାଣିରୁ ବ୍ୟାପିଛି ଡାଇରିଆ, ଫିଲ୍ଡ ଭିଜିଟ୍ ବେଳେ ତଥ୍ୟ ପାଇଥିବା ନେଇ ସ୍ପଷ୍ଟ କଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ପାଣିରୁ ବ୍ୟାପିଛି ଡାଇରିଆ। ଫିଲ୍ଡ ଭିଜିଟ୍ ବେଳେ କେନ୍ଦ୍ରୀୟ ଟିମ୍ ତଥ୍ୟ ପାଇଥିବା ସୂଚନା ମିଳିଛି। ଲୋକସେବା ଭବନରେ ଏ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ସହ ବୈଠକ କରୁଛି କେନ୍ଦ୍ରୀୟ ଟିମ୍। ଏଥିସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି କଣ…

ଗୋପାଳପୁର ଗଣଦୁଷ୍କର୍ମ ଘଟଣା: ବାଳ ଅପରାଧୀକୁ ସାବାଳକ ବିବେଚନା କରିବାକୁ ପୋଲିସର ଆବେଦନ

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଗୋପାଳପୁର ବିଚରେ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ନାବାଳକ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ବାଳ ଅପରାଧୀ ନୁହେଁ ସାବାଳକ ଅପରାଧୀ ଭାବେ ବିବେଚନା କରିବାକୁ ଆବେଦନ କରିଛି ପୋଲିସ । ବ୍ରହ୍ମପୁର ପୋଲିସ ଜୁଭେନାଇଲ…

ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀ ସିଲ୍

କଟକ: ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍। କଟକ ଶଙ୍କରପୁର ଦାସସାହି ସ୍ଥିତ ପାଣି କମ୍ପାନୀ ସିଲ୍ କଲା ସିଏମସି। ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ସିଲ୍ କରାଯାଇଛି। ବିଶୁଦ୍ଧ ନକରି ମାର୍କେଟ୍‌କୁ ଛଡ଼ାଯାଉଥିଲା ଲିଟର…

ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ତୀବ୍ର ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ସମୟ ରାତି ପ୍ରାୟ ୮.୩୦ ମିନିଟ୍ । କଲେଜ ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁ ସହ ସନ୍ଧ୍ୟା ସାଢ଼େ ୬ଟାରେ ଗୋପାଳପୁରରେ ପହଞ୍ଚି ବେଳାଭୂମି ବୁଲୁଥିଲେ । ପରେ ବେଳାଭୂମି ପାନ୍ଥ ନିବାସର ପଛ ଭାଗରେ ଥିବା ଏକ ନିଛାଟିଆ…

ରାଜଧାନୀରେ ଅପମିଶ୍ରିତ ମଦ! ୨ଜଣଙ୍କର ମୃତ୍ୟୁ ଅଭିଯୋଗ, ଦୋକାନ ସିଲ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ଲକ୍ଷ୍ମୀସାଗର ଅଞ୍ଚଳରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଚାରି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଅନ୍ୟ…

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କଲା ଏନସିଡବ୍ଲ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାରେ ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ, ଏଥିରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି । ଜାତୀୟ ମହିଳା କମିଶନ ମାମଲାରେ ଉଦବେଗ ପ୍ରକାଶ କରିବା…

ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ…