‘କର୍ଣ୍ଣାଟକରେ ବିଜେପି ହାର ପାଇଁ ମୁଁ ଦାୟୀ’
ବେଙ୍ଗାଲୁରୁ : ଚଳିତ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିଜେପି ଧୂଳି ଚାଟିଥିବା ବେଳେ ବିପୁଳ ଭୋଟରେ ଜିତିଛି କଂଗ୍ରେସ । ଅପ୍ରତ୍ୟାଶିତ ଭାବେ ଦଳ ହାର୍ର ସମ୍ମୁଖୀନ ହେବା ପରେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…
