ଇମ୍ରାନଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ଦେବା ପାଇଁ ପାକିସ୍ତାନ ସଂସଦରେ ହେଉଛି ଦାବି

ଇସ୍ଲାମାବାଦ : ପାକିସ୍ତାନରେ ଉତ୍ତେଜନା ଥମିବାର ନାମ ନେଉନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜନୈତିକ ପାର୍ଟି ମଧ୍ୟରେ ଉତ୍ତେଜନା ‌ଦେଖା ଦେଇଛି। ଇମ୍ରାନଙ୍କ ଜାମିନ ବିରୋଧରେ ପାକିସ୍ତାନ…

ସତ୍ୟେନ୍ଦ୍ର ଜୈନଙ୍କ ଇମୋଶନାଲ ଚିଠି ଯୋଗୁ ଅଡ଼ୁଆରେ ତିହାର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇମୋଶନାଲ ଚିଠିରେ ତରଳି ଫସିଗଲେ ତିହାର ଜେଲ୍‌ ନଂ-୭ର ସୁପରିଣ୍ଟେଣ୍ଡେଣ୍ଟ । ଏବେ ତାଙ୍କୁ ଜାରି ହୋଇଛି କାରଣ ଦର୍ଶାଓ ନୋଟିସ । ଗତ ମେ’ ୧୧ ତାରିଖରେ ଆପ୍‌ ବିଧାୟକ…

୧୦୦ କୋଟିର ମାନହାନୀ କେସରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ କଲେ କୋର୍ଟ

ବେଙ୍ଗାଲୁରୁ : କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ୧୦୦ କୋଟିର ମାନହାନୀ କେସରେ ସମନ କରିଛନ୍ତି ପଞ୍ଜାବର ଗୋଟିଏ କୋର୍ଟ। ବ୍ୟାନ ହୋଇଥିବା ଇସଲାମିକ ସଂଗଠନ ପିଏଫଆଇ ସହ କଂଗ୍ରେସ ବଜରଙ୍ଗ ଦଳକୁ ତୁଳନା କରିଥିଲା। କର୍ଣ୍ଣାଟକା ବିଧାନସଭା ନିର୍ବାଚନ…

ବଢ଼ିଲା କଂଗ୍ରେସର ଅଡ଼ୁଆ: ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପାଇଲଟଙ୍କ ୧୫ ଦିନିଆ ମହଲତ

ଜୟପୁର : ରାଜସ୍ଥାନ କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ତୀବ୍ର ହୋଇଛି। କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଦଳ ଦ୍ୱନ୍ଦ୍ୱରେ ଥିବା ବେଳେ…

ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ଏଫଆଇଆର, ଶାହରୁଖଙ୍କ ପରିବାରକୁ ମଗାଯାଇଥିଲା ୨୫ କୋଟି

ମୁମ୍ବାଇ : ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପରିବାର ଲୋକଙ୍କୁ ୨୫ କୋଟି ଟଙ୍କା ମଗାଯାଇଥିଲା। ଯଦି ୨୫ କୋଟି ଟଙ୍କା ନ ମିଳିବ, ତା’ହେଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ କେସ୍‌ରେ ଫସାଇ ଦିଆଯିବ। ତେଣୁ ତୁରନ୍ତ ଟଙ୍କା…

କଂଗ୍ରେସକୁ ସମର୍ଥନ କରିବାର ସଙ୍କେତ ଦେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପାଇଁ ଆସିଛି ବଡ଼ ଖବର। ସବୁବେଳେ ଅଣ କଂଗ୍ରେସ ଓ ଅଣ ବିଜେପି ମେଣ୍ଟ କଥା କହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ରାଜିଥିବା ସଙ୍କେତ…

ବାତ୍ୟା ‘ମୋକା’ର ଭୟଙ୍କର ରୂପ: ବିମାନ ବାତିଲ, ଅନେକ ଲୋକ ସ୍ଥାନାନ୍ତର

ଢାକା : ଓଡ଼ିଶା ଠାରୁ ଦୂରେଇ ଯାଇଥିବା ବାତ୍ୟା ମୋକାର ଭୟଙ୍କର ରୂପ ଧାରଣ କରିଛି। ଅତି ଭୀଷର ବାତ୍ୟାର ରୂପ ନେଇ ମୋକା ମିଆଁମାର ଓ ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହାର ପ୍ରଭାବରେ ବାଂଲାଦେଶର…

ଗୁଳିମାଡ଼ରେ ଖସିଲା ରୁଷ ସେନାର ୪ ଏୟାରକ୍ରାଫ୍ଟ

କିଭ୍ : ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ପୁଣି ଝଟକା ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷର ଦୁଇଟି ଯୁଦ୍ଧ ବିମାନ ଓ ଦୁଇଟି ହେଲିକପ୍ଟରକୁ ଗୁଳି ମାଡ଼ରେ ଧ୍ୱଂସ ହୋଇଯାଇଛି। ଗୋଟିଏ ସମୟରେ ୪ଟି ଏୟାରକ୍ରାଫ୍ଟ ଧ୍ୱଂସ ହେବାର କିଛି…

ବିଷାକ୍ତ ମଦ ପିଇ ଚାଲିଗଲା ୩ ଜୀବନ, ୧୬ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ : ବିଷାକ୍ତ(ଅପ୍ରାକୃତ) ମଦ ପିଇ ଚାଲିଗଲା ୩ ଜୀବନ, ୧୬ ଡାକ୍ତରଖାନାରେ ଭର୍ତ୍ତି। ତାମିଲନାଡ଼ୁର ମର୍କକାନମ୍‌ରେ ଏହି ଅଘଟଣ ଘଟିଛି। ଗୁରୁତରମାନେ ପୁଡ଼ୁଚେରୀ ଜିଆଇପିଏମ୍‌ଇଆର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ମୃତକମାନେ…

ସୁନା ଗଚ୍ଛିତ କରି ରଖିବାରେ ଭାରତର ସ୍ଥାନ ୯ମ

ନୂଆଦିଲ୍ଲୀ : କେଉଁଦେଶ ପାଖରେ ରହିଛି ସବୁଠାରୁ ଅଧିକ ସୁନା। ସୂଚନା ମୁତାବକ, ଆମେରିକା ପାଖରେ ସବୁଠାରୁ ଅଧିକ ସୁନା ରହିଛି। ଆମେରିକା ପାଖରେ ୮ ହଜାର ୧୩୩ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରହିଛି। ଯେତେବେଳେ କି ଅମେରିକା ପରେ…