ସାର ସବ୍ସିଡି ଦୁଇଗୁଣା କରିବାକୁ ଦାବି, ୧.୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ଉପରେ ୧୦୦% ବୃଦ୍ଧି ପ୍ରସ୍ତାବ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସାର କ୍ଷେତ୍ର ଉପରେ ମଧ୍ୟ ପଡ଼ିଛି । ଆଗାମୀ ଦିନରେ ଏହି କ୍ଷେତ୍ର ଉପରେ ଅଧିକ ଚାପ ପଡ଼ିବା ଆଶଂକା କରାଯାଉଛି । ସରକାରୀ ସୂତ୍ର ଅନୁସାରେ ବୈଶ୍ୱିକ ଯୋଗାଣ ସହ ଜଡ଼ିତ ଆହ୍ୱାନ ଓ…