ବିଧାନସଭାରେ ମରାଠା ଆରକ୍ଷଣ ବିଲ୍ ପାରିତ
ବହୁ ପ୍ରତିକ୍ଷୀତ ମରାଠା ସଂରକ୍ଷଣ ବିଲ୍ ବିଧାନସଭାରେ ପାରିତ। ଆଜି ମହାରାଷ୍ଟ୍ର ବିଧାନଭାରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ଏହା ମାଧ୍ୟମରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ଉଭୟ ଶିକ୍ଷା ଏବଂ ସରକାରୀ ଚାକିରିରେ ୧୦ ପ୍ରତିଶତ ଆରକ୍ଷଣ ରହିବ।…
ବହୁ ପ୍ରତିକ୍ଷୀତ ମରାଠା ସଂରକ୍ଷଣ ବିଲ୍ ବିଧାନସଭାରେ ପାରିତ। ଆଜି ମହାରାଷ୍ଟ୍ର ବିଧାନଭାରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ଏହା ମାଧ୍ୟମରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ଉଭୟ ଶିକ୍ଷା ଏବଂ ସରକାରୀ ଚାକିରିରେ ୧୦ ପ୍ରତିଶତ ଆରକ୍ଷଣ ରହିବ।…
କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ୱସ୍ତି। ମାନହାନୀ ମାମଲାରେ ଓ୍ୱାଇନାଡ ସାଂସଦଙ୍କୁ ମିଳିଲା ଜାମିନ। ସୁଲତାନପୁର ଏମ୍ପି/ଏମ୍ଏଲ୍ଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୫,୦୦୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ୨୦୧୮…
ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। ଆପ୍ର ୮ ଜଣ କାଉନସିଲରଙ୍କ ବାଲଟ ପେପରକୁ ନାକଚ କରାଯିବାରୁ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ଆଜି…
ଏମ୍ସିପି ଉପରେ ଗ୍ୟାରେଣ୍ଟି ଦାବି ନେଇ ଜାରି ରହିଛି କୃଷକଙ୍କ ଆନ୍ଦୋଳନ। ବିଭିନ୍ନ ଚାଷୀ ସଙ୍ଗଠନ ଏକାଠି ହୋଇ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ତେବେ ଏହି ଆନ୍ଦେଳନ ବେଳେ ପ୍ରାଣ ହରାଇଛନ୍ତି ଜଣେ କୃଷକ। ବିକ୍ଷୋଭ କରୁଥିବା ବେଳେ ହୃଦ୍ଘାତରେ…
ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଆସିଛି ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହି ମାମଲାରେ ସେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏଥିସହ ମାମଲାରେ ଏସ୍ଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନକୁ ସେ ଖାରଜ କରିଦେଇଛନ୍ତି। ସନ୍ଦେଶଖାଲି ମାମଲାରେ ସିବିଆଇ ବା…
ସାଇକେଲରୁ ଓହ୍ଲାଇ ନୂଆ ଦଳ ଗଠନ କଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଠାରୁ ପୂରାପୁରି ଅଲଗା ହୋଇଯାଇଛନ୍ତି। ସେ ନିଜର ଏକ ନୂଆ ଦଳ ଗଠନ କରିଛନ୍ତି। ତାଙ୍କ ଦଳର ନାଁ…
ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟ୍କା ମିଳୁଛି। ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ପରେ ଏବେ ଉଦ୍ଧବ ଠାକରେ ମଧ୍ୟ ଇଣ୍ଡି ଆଲାଏନ୍ସ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳ ଦଳ…
ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ସିଟ୍ ଭାଗବଣ୍ଟାକୁ ନେଇ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟରେ ଜାରି ରହିଛି ଟଣାଓଟରା। ଇଣ୍ଡି ଆଲାଏନ୍ସର ସହଯୋଗୀ ଦଳ ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବା ପରେ ପୁଣିଥରେ ଉତ୍ତରପ୍ରଦେଶରେ…
ଆଜି ଉତ୍ତର ପ୍ରଦେଶର ସମ୍ଭଲ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ କଲ୍କି ଧାମ ମନ୍ଦିରର ଭୂମି ପୂଜନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାନୁଆରୀ ୨୨ ପରଠାରୁ ନୂଆ ଯୁଗର ଆରମ୍ଭ ହୋଇଛି। ଭୂମି ପୂଜନ ପରେ ସମାରୋହରେ…
ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀମାନଙ୍କ ସହ କୃଷକମାନଙ୍କ ଆଲୋଚନା ସକାରତ୍ମକ ହୋଇଛି। ଏହି ଆଲୋଚନା ପରେ କୃଷକ ଆନ୍ଦୋଳନ ସାମାନ୍ୟ ଶାନ୍ତ ହୋଇଛି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀମାନେ…