ଲୋକ ଜାଣନ୍ତି ଯେ ଆମେ କଣ କରିଛୁ: ଶରଦ ପାୱାର
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ବାରାମତି ଆସନରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇପାରନ୍ତି । ତେବେ ବରିଷ୍ଠ ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବର୍ତ୍ତମାନ ବାରାମତିର ସାଂସଦ ଅଛନ୍ତି…
