‘ହୁକ୍କା’ରେ, ଲାଗିଲା ବ୍ୟାନ୍‌, ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ ମଧ୍ୟ ରୋକ୍‌

ବେଙ୍ଗାଲୁର : ଆଉ ମିଳିବନି ହୁକ୍କା। ଯୁବପିଢ଼ି ଆଉ ଟାଣି ପାରିବେନି ହୁକ୍କା। ଲାଗିଲା ବ୍ୟାନ୍। ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। କେବଳ ସେତିକି ନୁହେଁ ହୁକ୍କାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ…

‘ହେମନ୍ତ ସୋରେନଙ୍କ ଘରୁ ଜବତ BMW କାର୍ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର’

ରାଞ୍ଚି : ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜବତ ସମ୍ପତ୍ତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଇଡି ତାଙ୍କ ଘରୁ ଜବତ କରିଥିବା BMW କାର୍ ତାଙ୍କର ନୁହେଁ। ଏହି କାର୍…

ସର୍ଭେ ରିପୋର୍ଟ: ବେଙ୍ଗଲରେ ଟିଏମସି, ପଞ୍ଜାବରେ ଜଲୱା ଦେଖାଇବେ ଆପ ଓ କଂଗ୍ରେସ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ଓ ଫଳାପଳ ପୂର୍ବରୁ କିଛି ଜାତୀୟ ଗଣମାଧ୍ୟମ ସେମାନଙ୍କ ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ଲାଗିଛନ୍ତି। ବିଶାଳ ଜନସଂଖ୍ୟା ମଧ୍ୟରୁ ମାତ୍ର କିଛି ହଜାର ଲୋକଙ୍କୁ ସର୍ଭେ ସାମିଲ କରି ଗଣମାଧ୍ୟମ ଗୁଡ଼ିକ ରିପୋର୍ଟ…

ବିକ୍ଷୋଭ ପାଇଁ ଦିଲ୍ଲୀ ଅଭିମୁଖେ ଚାଷୀ: ନୋଏଡା ସୀମା ସିଲ, ହରିଆଣାରେ ବ୍ୟାରିକେଡ୍‌

ନୂଆଦିଲ୍ଲୀ : ନିଜର ହକ ପାଇଁ ଦିଲ୍ଲୀରେ ବିକ୍ଷୋଭ କରିବାକୁ ଆସୁଥିବା ଶତାଧିକ ଚାଷୀଙ୍କ ବାଟ ଓଗାଳିବାକୁ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ବ୍ୟାପକ ଯୋଜନା କରିଛନ୍ତି। ନୋଏଡା ପ୍ରଶାସନ ନିଜର ସୀମା ସିଲ କରିଥିବା ବେଳେ ହରିୟାଣା ପକ୍ଷରୁ…

ଆନ୍ଧ୍ର ପ୍ରଦେଶରେ ଏନଡିଏ ଓ ଇଣ୍ଡିଆ ଗୋଟିଏ ହେଲେ ଆସନ ଜିତି ପାରିବେ ନାହିଁ

ଆନ୍ଧ୍ର ପ୍ରଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ବଡ଼ ବଡ଼ ବିରୋଧୀ ଦଳ ଏକାଠି ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ ଲାଗିବ ଝଟକା। କାରଣ ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ଗୋଟିଏ ହେଲେ ଆସନ ଜିତି ପାରିବେ ନାହିଁ।…

ଚାଲିଗଲା ଦୁଇ ପର୍ବତାରୋହୀଙ୍କ ଜୀବନ, ୪୮ ଘଣ୍ଟା ଯାଏ ଶବକୁ ଜଗି ରହିଲା କୁକୁର

ନୂଆଦିଲ୍ଲୀ : କୁକୁର ଅତ୍ୟନ୍ତ ବିଶ୍ୱସ୍ତ। ସେ ସବୁବେଳେ ନିଜ ମାଲିକଙ୍କ ପାଖରେ ରହିବାକୁ ଚାହେଁ। ତା’ ପାଇଁ ମାଲିକ ସବୁ କିଛି। ମୃତ୍ୟୁ ପରେ ମଧ୍ୟ ସେ ମାଲିକଙ୍କୁ ଏକା କରେ ନାହିଁ। କୁକୁର କେବେ ହେଲେ ଧୋକ୍କା ଦିଏ…

ବୋମାମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ହରଦ‌ାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ ବେକରେ ଏକ ବୋମାମାଳ ପକାଇ ବିଧାନସଭାରେ ପହଞ୍ଚିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ବିଧାୟକଙ୍କ ଏଭଳି ଅବତାର ଦେଖି ବିଧାନସଭାରେ ଉପସ୍ଥିତ ଥିବା ପ୍ରତିଟି ବ୍ୟକ୍ତି ଚକିତ ଓ ଭୟଭୀତ ହୋଇଯାଇଥିଲେ। ପରେ…

ପାକିସ୍ତାନ: ନିର୍ବାଚନ ବେଳେ ଆତଙ୍କବାଦୀ ଆକ୍ରମଣ,୫ ପୁଲିସ କର୍ମୀ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ସାଧାରଣ ନିର୍ବାଚନ ପାଇଁ ଭୋଟଗ୍ରହଣ ମଧ୍ୟରେ ଗୁରୁବାର ଅପରାହ୍ନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ମୋବାଇଲ ଭ୍ୟାନକୁ ଟାର୍ଗେଟ କରିଛନ୍ତି…

୫ମ ଶ୍ରେଣୀ ଯାଏଁ ପାଠପଢ଼ିଥିଲେ ବି ଏଭଳି ଭାବେ ମୁଁ ଇଂରାଜୀ କହିବା ଶିଖିଛି: ସୀମା

ନୂଆଦିଲ୍ଲୀ: ଅନଲାଇନରେ ପବଜି ଗେମ ଖେଳୁଥିବା ବେଳେ ପାକିସ୍ତାନର ବ‌ାସିନ୍ଦା ଭାରତରେ ରହୁଥିବା ସୀମା ହାଇଦରଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହାପରେ ସେ ପାକିସ୍ତାନ ସୀମା ଅତିକ୍ରମ କରି ଭାରତରେ ନିଜ ପ୍ରେମିକଙ୍କ ପାଖରେ ଆସି ପହଞ୍ଚିଯାଇଥିଲେ। ସମ୍ପ୍ରତି ସୀମା ହାଇଦର ଗ୍ରେଟର…

ପେଟିଏମ ଉପରେ କାହିଁକି କଟକଣା ଲଗାଇଲା ରିଜର୍ଭ ବ୍ୟାଙ୍କ ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୩୧ ଜାନୁଆରୀ ୨୦୨୪ରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ କଟକଣା ଲଗାଇଥିଲା। ସେବେଠାରୁ ଏବେ ପେଟିଏମ୍ ର କ’ଣ ହେବ ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ଫେବୃଆରୀ ୨୯ ପରେ ବନ୍ଦ ହେବ ପେଟିଏମ୍ ?…