ଛେଳି ପାଇଁ ଗଛରେ ଡାଳ କାଟିବା କାଳ ହେଲା; ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ମୃତ
ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଡକେଡ଼ି ଗ୍ରାମର ଷ୍ଟିଫେନ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ବୟସ(୬୨) ଅସାବଧନତା କାରଣରୁ ୧୧ କେଭି ବିଦ୍ୟୁତ୍ ତାର…
