ଟ୍ରକ ଧକ୍କାରେ ସ୍ତ୍ରୀ ମୃତ

ଭୁବନେଶ୍ୱର : ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ୱାମୀ ଜୀବିତ, ଥାନାରେ ଅଟକ ଟ୍ରକ l ଆଜି ସକାଳ ଆଠଟା ସମୟରେ ସ୍କୁଟି ଯୋଗେ କଟକ ଅଭିମୁଖେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କୁ ରସୁଲଗଡ ଦୁର୍ଗା ମଣ୍ଡପ ନିକଟରେ ଏକ ଟ୍ରକ ପଛରୁ ଧକ୍କା…

ସଞ୍ଜୟ ସିଂହଙ୍କୁ ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ଉପରେ ରୋକ୍‌

ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହଙ୍କୁ ପୁଣି ଝଟ୍‌କା। ସେ ଆଜି ରାଜ୍ୟସଭା ସାଂସଦ ଭାବେ ନେଇପାରିଲେନି ଶପଥ। ତାଙ୍କ ଶପଥ ଗ୍ରହଣ ଉପରେ ରୋକ ଲଗାଇଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ। ପ୍ରକୃତରେ ଆଜି ତଥା ଫେବ୍ରୁଆରୀ…

ଆସ୍ଥା ଭୋଟ୍ ଜିତିଲେ ଚମ୍ପାଇ ସୋରେନ

ଆସ୍ଥା ଭୋଟ୍ ଜିତିଲା ଚମ୍ପାଇ ସୋରେନଙ୍କ ସରକାର। ଆଜି ବିଧାନସଭାରେ ଚାଲିଥିବା ଫ୍ଲୋର୍ ଟେଷ୍ଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପାଇ। ଏହି ବିଜୟ ସହ ଝାଡଖଣ୍ଡରେ ଆରମ୍ଭ ହୋଇଛି…

ଡକ୍ଟର ବି ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ

ଭୁବନେଶ୍ବର: ଭାରତୀୟ ସମ୍ବିଧାନର ଜନକଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ। ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡାର ବସଷ୍ଟାଣ୍ଡ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର…

୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା: ଫାଇଭ୍ ଟି ଅଧ୍ୟକ୍ଷ

ଭୁବନେଶ୍ୱର : ୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା । ବିଶ୍ବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ରେ ଯୋଗଦେଇ ଏହା କହିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୨୦୩୬ରେ ଓଡ଼ିଶା- ନବଦିଗନ୍ତର ସମ୍ଭାବନା ଶୀର୍ଷକ…

ଆଉ ଖାଇପାରିବେନି କୋବି ମାଞ୍ଚୁରିଆନ୍‌

କୋବି ମାଞ୍ଚୁରିଆନ୍‌। ଏହାକୁ ଖାଇବା ପାଇଁ ଅନେକ ଲୋକେ ପସନ୍ଦ କରନ୍ତି। ଅନେକ ଭେଜିଟେରିଆନ୍‌ମାନଙ୍କ ଫେଭରେଟ୍‌ ହୋଇଥାଏ କୋବି ମାଞ୍ଚୁରିଆନ। ଏବେ କିନ୍ତୁ ଆଉ ଏହି ଖାଦ୍ୟ ମିଳିବ ନାହିଁ। ଫୁଡ୍‌ ପ୍ରେମୀ ଆଉ ଖାଇପାରିବେନି କୋବି ମାଞ୍ଚୁରିଆନ୍‌। ଏହି ଭାରତୀୟ…

‘ମେ’ ସୁଦ୍ଧା ମାଳଦ୍ୱୀପରୁ ଫେରିବ ଭାରତୀୟ ସେନା, ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ’

ମାଳଦ୍ୱୀପରୁ ସୈନ୍ୟ ପ୍ରତ୍ୟାହାର କରିବ ଭାରତ। ଲାକ୍ଷାଦ୍ୱୀପ ଓ ​ମାଳଦ୍ୱୀପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସଂସଦରେ ବିବୃତ୍ତି ରଖି ଏପରି କହିଛନ୍ତି ​ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ସେ କହିଛନ୍ତି, ​'ଦ୍ୱୀପ ରାଷ୍ଟ୍ର(​ମାଳଦ୍ୱୀପ) କୌଣସି ଦେଶକୁ ତା​'ର ସାର୍ବଭୋମତ୍ୱରେ ହସ୍ତକ୍ଷେପ…

ଏଣିକି ପ୍ରତି ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ଥାନୀୟ ଜନତା ମଇଦାନ୍‌ରେ ଶନିବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୮ ତାରିଖ ଯାଏଁ ଜାରି ରହିବ । ଏହି ସମ୍ମିଳନୀର ଆଜି ଉଦ୍‌ଯାପନୀ ହେବାକୁ ଥିବା ବେଳେ ଏହାକୁ ଆଉ ୩ ଦିନ…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ ଫେଲ୍

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ । ଗ୍ୟାସ୍ କଟର ସାହାଯ୍ୟରେ ଲକର କାଟି ବିଫଳ ହେଲେ ଦୁବୃର୍ତ୍ତ । CCTV, ହାର୍ଡ ଡିସ୍କ ଓ ସିକ୍ୟୁରିଟୀ ବନ୍ଧୁକ ଆଦି ନେଇ ପଳାଇଲେ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଓଡ଼ିଶା ଗ୍ରାମ୍ୟ…

ହେଟ୍‌ ସ୍ପିଚ୍‌ ମାମଲା: ମୌଲାନା ମୁଫ୍‌ତି ସଲମାନଙ୍କୁ ଉଠାଇ ନେଲା ପୁଲିସ

ହେଟ୍‌ ସ୍ପିଚ ମାମଲାରେ ଇସ୍‌ଲାମି ଉପେଦଶକ ମୁଫ୍‌ତି ସଲମାନ ଅଜହରୀଙ୍କୁ ଉଠାଇନେଲା ପୁଲିସ। ଗତକାଲି ଗୁଜରାଟ ପୁଲିସ ମୁମ୍ବାଇରୁ ଏହି ମୌଲାନାଙ୍କୁ ଗିରଫ କରିଛି। ଏହାକୁ ନେଇ ମହାରାଷ୍ଟ୍ରରୁ ଗୁଜରାଟ ଯାଏଁ ହଇଚଇ ସୃଷ୍ଟି ହୋଇଯାଇଛି। ଗୁଜରାଟ ଏଟିଏସ୍ ବିଳମ୍ବିତ ରାତିରେ…