ଦୋଷ ପ୍ରମାଣିତ ହେଲେ ରାଜନୀତି ଛାଡିଦେବି – ହେମନ୍ତ ସୋରେନ୍‌

ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ବିଧାନସଭାରେ ବର୍ଷିଛନ୍ତି ହେମନ୍ତ। ପୂର୍ବ ଯୋଜନାବଦ୍ଧ ରୂପେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଏଥିସହ ଆଦିବାସୀ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍‌। ତାଙ୍କ…

ପାକିସ୍ତାନରେ ଆତଙ୍କୀ ହମଲା; ୧୦ ପୁଲିସ ମୃତ, ୬ ଆହତ

ନିର୍ବାଚନର ତିନି ଦିନ ପୂର୍ବରୁ ପାକିସ୍ତାନର ଏକ ପୁଲିସ ଷ୍ଟେସନରେ ଆତଙ୍କୀ ହମଲା। ଏଥିରେ ୧୦ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଡେରା ଇସମାଇଲ ଖାନ ସ୍ଥିତ ଚୋଡୱାନ ପୁଲିସ ଷ୍ଟେସନରେ ହମଲା…

ମହାପ୍ରଭୁ ରାତି ସାରା ଅନିଦ୍ରା

ପୁରୀ : ରାତି ସାରା ଅନିଦ୍ରା ମହାପ୍ରଭୁ । ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ହୋଇପାରିନି ଶ୍ରୀମନ୍ଦିରର ମହାପ୍ରଭୁଙ୍କ ପହୁଡ ନୀତି । ଗତକାଲି ପ୍ରଥମ ଭୋଗମଣ୍ଡପ ବାହାରିବା ପରେ ଭକ୍ତମାନେ ମହାପ୍ରସାଦ ପାଇଥିବା ବେଳେ…

ରଘୁବରଙ୍କ ମୁଁହରେ ସରକାରଙ୍କ ଗୁଣଗାନ, ବିରୋଧି ଅସନ୍ତୋଷ

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ହାଇ ଡ୍ରାମା ମଧ୍ୟରେ ଆରମ୍ଭ ହୋଇଥିଲା ଅଧିବେଶନ। ଗୋଟେ ପଟେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି…

୫୫ ନମ୍ବର ଜାତୀୟ ରାଜପଥରେ ଓଲଟିଲା ବସ୍: ୮ ଗୁରୁତର

ରେଢ଼ାଖୋଲ: ୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏହି…

କର୍ମୀଙ୍କୁ କୁକୁର କହିବା ନେଇ ଖଡ଼ଗେଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ

ନୂଆଦିଲ୍ଲୀ: କଂଗ୍ରେସର ‘ନ୍ୟାୟ ସଂକଳ୍ପ ରାଲି’ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କର୍ମୀଙ୍କୁ କୁକୁର ଭଳି ଭୁକିବା ବୟାନକୁ ନେଇ ବିଜେପି ପରେ ଏବେ କଂଗ୍ରେସ ନେତା ଘେରିଛନ୍ତି | କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ଚିଲିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ୧୧୨ ମୃତ

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଳ ନିଆଁ। ହୁତୁହୁତ ହୋଇ ଜଳି ଚାଲିଛି ଜଙ୍ଗଲଠୁ କୋଠାବାଡି। ଦୁଇ ଦିନ ତଳେ ଲାଗିଥିବା ନିଆଁ ଧିରେ ଧୀରେ ଜନବସତିକୁ ବ୍ୟାପିବାରେ ଲାଗିଛି। ଏଥିରେ ପାଖାପାଖି ୧୧୨ ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିସହ ଶହ ଶହ ଜଙ୍ଗଲ…

ଉଦଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ । ଜିଏମ୍ ସାୟନ୍ତନ ଦାସ  ସର୍ବାଧିକ ପଏଣ୍ଟ ରଖି ଚାମ୍ପିଅନ ହୋଇଥିବା ବେଳେ ଜିଏମ୍ ଦୀପ୍ତାୟନ ଘୋଷ ରନର୍ସ ଅପ୍ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍…

ବଜେଟ୍ ଅଧିବେଶନ, ଗୃହରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ ଅ‌ାରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କଲେ ରାଜ୍ୟପାଳ…

ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ପ୍ରସ୍ତୁତ ହେଲା ଖିରି, ଖିଛୁଡ଼ି ଓ କାନିକା

ପୁରୀ: ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଏହି ଖେଚୁଡ଼ିକୁ ଭକ୍ତମାନଙ୍କୁ ବଂଟାଯାଉଛି। ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି। ଆଜି ଅପରାହ୍‌ଣ ଠାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ…