ବାପାଙ୍କୁ ମୁଖାଗ୍ନି ଦେଇଥିବା ଝିଅଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ରାଜସ୍ଥାନର କୋଟାର ଇଟାୱାରେ ବାପାଙ୍କ ମୃତ୍ୟୁ ପରେ ଝିଅ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାରର ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି। ସୂଚନାଯୋଗ୍ୟ, ଇଟାୱାରେ ବସବାସ କରୁଥିବା ପତରାମ ଦାସଙ୍କ ମୃତ୍ୟୁ ଜାନୁଆରି ୧୭ ତାରିଖରେ ହୋଇଥିଲା। ପତରାମ ଦାସଙ୍କ ପୁଅ ନାହାନ୍ତି…
