National & International

ସୁପ୍ରିମ ରାୟ : SIR ସଂପୂର୍ଣ୍ଣ ବୈଧ, ଭୋଟର ତାଲିକା ସଂଶୋଧନ କ୍ଷମତା ନିର୍ବାଚନ କମିଶନଙ୍କ ରହିଛି:

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଭୋଟର ତାଲିକା ସଂଶୋଧନ (SIR) ବୈଧ । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଭୋଟର ଯାଞ୍ଚକୁ କୋର୍ଟଙ୍କ ମଞ୍ଜୁରୀ । ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR)…

ମନି ଲଣ୍ଡରିଂ ମାମଲା: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡ଼ି ରେଡ୍

ଥିରୁଅନନ୍ତପୁରମ : କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡ଼ିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡ଼ି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ) ର ବରିଷ୍ଠ ନେତା ପିନାରାୟୀ ବିଜୟନଙ୍କ ବାସଭବନରେ ରେଡ୍ କରିଛି…

ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଶୀଘ୍ର ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ୍‌

ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ବିକାଶ କରାଯାଇଥିବା ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ୍‌ ଖୁବ୍‌ଶୀଘ୍ର ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ। ଏହି ଟ୍ରେନରେ ୧୦ଟି ଡବା ଓ ୧୨୦୦ କିଲୋୱାଟ୍‌ର ଇଞ୍ଜିନ ରହିଛି। ଏହା ଘଣ୍ଟା ପ୍ରତି ୭୫ କିମି ବେଗରେ ଗତି…

ପୁରୀରୁ ଗିରଫ ହେଲେ TMC ବିଧାୟକ ଦିଲ୍ଲୀପ ମଣ୍ଡଳ : କୋଲକାତା ନେଲା ଏସଟିଏଫ୍

ପୁରୀ : ଓଡ଼ିଶାରୁ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଗିରଫ। ପୁରୀରୁ ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ ମଣ୍ଡଳ ଗିରଫ । ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ ବ୍ଲୁ ଲିଲିରୁ ଗିରଫ କଲା ଏସଟିଏଫ୍ l ଗିରଫ ପରେ ଦିଲ୍ଲୀପଙ୍କୁ କୋଲକାତା ଅଭିମୁଖେ…

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା: ପଦ ଛାଡ଼ି ପାରନ୍ତି ସିଦ୍ଦରମୈୟା, ରାଜ୍ୟସଭା ଯିବେ!

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଜୋର୍‌ ଜରିଥିବାବେଳେ ଆଜି ଦିଲ୍ଲୀରେ ପାର୍ଟି ହାଇକମାଣ୍ଡଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୈଠକ ଥିଲା। ପାଖାପଖି ୬ ଘଣ୍ଟାର ମାରାଥନ ବୈଠକରେ ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ…

ତୁରନ୍ତ ପଳାଅ…ବାଂଲାଦେଶୀଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଚେତାବନୀ

କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆକ୍ସନରେ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାର ରାଜ୍ୟର ସମସ୍ତ ଜିଲ୍ଲାଅଧିକାରୀଙ୍କୁ ଲିଖିତ ନିର୍ଦ୍ଦେଶ ଏବଂ ଗାଇଡଲାଇନ ଜାରି କରିଛନ୍ତି । ସମସ୍ତ ଜିଲ୍ଲାଅଧିକାରୀ ନିଜ ନିଜ ଅଞ୍ଚଳରେ ହେଲ୍ଡିଂ ସେଣ୍ଟ ନିର୍ମାଣ କରି ଉଚିତ…

ପଶ୍ଚିମବଙ୍ଗରେ ଏବେ ୫ ଟଙ୍କାରେ ମିଳିବ ଭାତ-ମାଛ, ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକତା : ଓଡ଼ିଶା ଭଳି କୋଲକତାରେ ମିଳିବ ୫ ଟଙ୍କିଆ ମିଲ୍ । ହେଲେ ଭାତ ଡାଲମା ନୁହେଁ ବରଂ ଭାତ-ମାଛ ମିଳିବ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରାଜ୍ୟର ଥିବା ୪୦୦ଟି ସ୍ୱତନ୍ତ୍ର…

କୂଅ ଖୋଳା ବେଳେ ମାଟି ଅତଡ଼ା ଧସି ୫ ଶ୍ରମିକ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ପନ୍ନା ଜିଲ୍ଲା ଅଜୟଗଢ ଥାନା ଅଞ୍ଚଳରେ ବଡ଼ ଅଘଟଣ । ଅଜୟଗଢ ଥାନା ଅନ୍ତର୍ଗତ ଗ୍ରାମ ବିହାରପୁରୱାରେ ନିର୍ମାଣାଧୀନ କୂଅ ଧସିବା ଯୋଗୁଁ ୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ସମସ୍ତ ଶ୍ରମିକ ଖୋଳା ହୋଇଥିବା…

ବସ୍ ଓଲଟି ୬ ମୃତ ଓ ୧୦ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଉନ୍ନାବ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦିଲ୍ଲୀରୁ ବିହାର ଯାଉଥିବା ଏକ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା…

କ୍ୱାଡ୍ ବୈଠକରେ ସାମୁଦ୍ରିକ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଆଞ୍ଚଳିକ ସ୍ଥିରତା ଉପରେ ଗୁରୁତ୍ବାରୋପ

ନୂଆଦିଲ୍ଲୀ : ଜୟଶଙ୍କରଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଠକ । ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଯୋଗ ଦେଇଥିଲେ…