National & International

ଉତ୍ସାହର ସହ ଦେଶବାସୀ ପାଳିଲେ ଇଦ-ଉଲ-ଫିତର: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସାରା ଦେଶରେ ଈଦ-ଉଲ-ଫିତର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି । ଇସଲାମ ଧର୍ମରେ ଏହା ସବୁଠାରୁ ବଡ଼ ଏବଂ ମହତ୍ତ୍ବପୂର୍ଣ୍ଣ ପର୍ବ । ରମଜାନ ମାସ ଶେଷ ହେବା ପରେ ଏହାକୁ ପାଳନ କରାଯାଏ ।…

ଭାରତ ମହାସାଗରରେ ଥିବା ଆମେରିକାର ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ

ନୂଆଦିଲ୍ଲୀ : ଭାରତ ମହାସାଗରରେ ଯୁଦ୍ଧର ନିଆଁ । ଆମେରିକାର ସବୁଠାରୁ ବଡ଼ ଘାଟି ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ । ଭାରତ ମହାସାଗରରେ ଥିବା ଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ ।…

ଚୀନର ଆକାଶ ସୀମାରୁ ଫେରିଲା ଦିଲ୍ଲୀରୁ ଭାନକୁଭର ଯାଉଥିବା ଏୟାର ଇଣ୍ଡିଆର ବିମାନ, ଦିଲ୍ଲୀରେ କଲା ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ଦିଲ୍ଲୀରୁ ଭାନକୁଭର ଯାଉଥିବା ଏୟାର ଇଣ୍ଡିଆର ବିମାନ AI ୧୮୫ ଭୁଲ ବିମାନ ପଠାଇଦେଲା । ତେଣୁ ଏୟାର ଇଣ୍ଡିଆର ବିମାନ ଚୀନର ମଝି ଆକାଶରେ ୮ ଘଣ୍ଟା ଧରି ବୁଲିବା ପରେ ୟୁ ଟର୍ଣ୍ଣ କରି ଦିଲ୍ଲୀ…

ଦିଲ୍ଲୀରେ UNI ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍, କାର୍ଯ୍ୟାନୁଷ୍ଠାନକୁ ସାମ୍ବାଦିକ ସଂଘର ନିନ୍ଦା 

ନୂଆଦିଲ୍ଲୀ: ଦିଲ୍ଲୀରେ ୟୁଏନଆଇ ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍ । ପୋଲିସ ବିରୋଧରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦେଶର ଅନ୍ୟତମ ପୁରାତନ ନ୍ୟୁଜ୍ ଏଜେନ୍ସି ‘ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ‘ ର କାର୍ଯ୍ୟାଳୟକୁ ପୋଲିସ ସିଲ୍ କରିଛି…

ଗ୍ରୀସ ଆଡକୁ ଅଗ୍ରସର ହେଲା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ

ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ ‘ୟୁଏସଏସ ଜେରାଲ୍ଡ ଫୋର୍ଡ’ କ୍ଷତିଗ୍ରସ୍ତ ହେବା ପରେ ବର୍ତ୍ତମାନ ଏହା ପାରସ୍ୟ ଉପସାଗର ଛାଡି ଗ୍ରୀସର ଏକ ବନ୍ଦର ଆଡକୁ ଅଗ୍ରସର ହେଉଛି। ଏହି ଯୁଦ୍ଧଜାହାଜର ଲଣ୍ଡ୍ରି…

ବ୍ୟାଙ୍କ ଜାଲିଆତି ମାମଲାରେ ଅନିଲ ଅମ୍ବାନୀଙ୍କୁ ୮ ଘଣ୍ଟା ସିବିଆଇ ଜେରା

ନୂଆଦିଲ୍ଲୀ: ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ଗୁରୁବାର ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଛି। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ଯ୍ୟାଳୟରେ…

କେରଳ ବିଧାନସଭା ନିର୍ବାଚନ: ୯୫ ଆସନରେ ଲଢ଼ିବ କଂଗ୍ରେସ

ଥିରୁବନନ୍ତପୁରମ: କେରଳରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଅନେକ ବିଚାର ବିମର୍ଶ ପରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍) ମେଣ୍ଟ ଆସନ ବଣ୍ଟନ ନେଇ ନିଷ୍କର୍ଷ ପାଇଛି। ଏଥର ମେଣ୍ଟରେ ସନ୍ତୁଳନ ଓ ରଣନୀତିରେ ଖାସ ଧ୍ୟାନ…

ସମୁଦ୍ର ଶଯ୍ୟାରୁ ଇଣ୍ଟରନେଟ କେବୁଲ କାଟିବାକୁ ଇରାନ୍‌ର ଧମକ

ତେହେରାନ: ଇରାନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଅବରୋଧ କରିଥିବାବେଳେ ଏହି ଜଳପଥ ଦେଇ ତୈଳ କାରବାର ବାଧାପ୍ରାପ୍ତ ହେବାରେ ଲାଗିଛି। ଇରାନ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ…

ସ୍ୱର୍ଣ୍ଣରେଖାରୁ ମିଳିଲା ଶକ୍ତିଶାଳୀ ବୋମା, ସ୍ଥାନୀୟ ଅଞ୍ଚଳରେ ସତର୍କତା ଜାରି

ଝାଡଖଣ୍ଡ : ଝାଡ଼ଖଣ୍ଡର ଜାମସେଦପୁର ଜିଲ୍ଲାର ବାହାରାଗୋରା ଥାନା ଅଞ୍ଚଳ ସ୍ୱର୍ଣ୍ଣରେଖା ନଦୀରୁ ଏକ ସନ୍ଦିଗ୍ଧ ଲୁହା ବସ୍ତୁ ଉଦ୍ଧାର ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଥମେ ଏହି ଲୁହା ବସ୍ତୁଟିକୁ ସାଧାରଣ ବୋଲି…

୧୧ ଦେଶକୁ ବିମାନ ସେବା ମନା, ଆଡଭାଇଜରୀ ଜାରି କଲା DGCA

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ DGCA ଭାରତୀୟ ଏୟାରଲାଇନ୍ସ ପାଇଁ ସୁରକ୍ଷା ଆଡଭାଇଜରୀ ଜାରି କରିଛି । ଏହା ମଧ୍ୟପ୍ରାଚ୍ୟ ଏବଂ ଉପସାଗର ଉପରେ ଆକାଶମାର୍ଗକୁ ନେଇ ବଢୁଥିବା ବିପଦ ନେଇ କଡ଼ା ଚେତାବନୀ ଲାଗୁ କରାଯାଇଛି ।…