ସଂସଦରେ ବିଜେପି ସାଂସଦଙ୍କ ଆପତ୍ତିଜନକ ଶବ୍ଦ: ସତର୍କ କରାଇଲେ ବାଚସ୍ପତି, ଦୁଃଖପ୍ରକାଶ କଲେ ରାଜନାଥ

ଗଣତନ୍ତ୍ରର ମନ୍ଦିର ଲୋକସଭାରେ ସବୁ ସୀମା ଟପି ଯାଇଛନ୍ତି ବିଜେପିର ଜଣେ ସାଂସଦ। ସେ ଲୋକସଭା ଭିତରେ ସାଂପ୍ରଦାୟିକ ଓ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଏଥିସହ ସେ ବିଏସ୍‌ପିର ଜଣେ ମୁସଲିମ ସାଂସଦଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଇଛନ୍ତି। ଏହାକୁ…

ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍‌ ନୁହେଁ, ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା : ପ୍ରଧାନମନ୍ତ୍ରୀ

‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍‌ ନୁହେଁ। ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା ଅଟେ। ଏହା ଅମୃତ କାଳରେ ବିକଶିତ ଭାରତ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ ଅଟେ। ତେଣୁ ଏହି ଅବସରରେ ଭାରତର ସମସ୍ତ…

ପରିବାର ସାମନାରେ ୩ ମହିଳାଙ୍କୁ ଗଣବଳାତ୍କାର; ୪ ଅଭିଯୁକ୍ତ ଫେରାର

ହରିୟାଣାର ପାନିପଥରେ ଗତ ରାତିରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପରିବାର ସଦସ୍ୟଙ୍କ ଆଗରେ ଘରର ୩ ମହିଳାଙ୍କୁ ଗଣବଳାତ୍କାର କଲେ ୪ ଦୁର୍ବୃତ୍ତ। ଏହି ସମୟରେ ସେମାନେ ଘରର ପୁରୁଷ ଲୋକଙ୍କୁ ରଶିରେ ବାନ୍ଧି ଦେଇଥିଲେ। ପ୍ରାୟ ଅଢେଇ ଘଣ୍ଟା…

ଚଳନ୍ତା ଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ଘଟଣା; ଏନକାଉଣ୍ଟରରେ ଟଳି ପଡ଼ିଲେ ଅଭିଯୁକ୍ତ

ଗତ ୩୦ ତାରିଖରେ ମନକାପୁରରୁ ଅଯୋଧ୍ୟା ଅଭିମୁଖେ ଯାଉଥିବା ସରୟୁ ଏକ୍ସପ୍ରେସ୍‌ରେ ଜଣେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ସହ ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ମୁଖ୍ୟ ଅଭିଯୁକ୍ତ…

ଜହ୍ନରେ ଉଇଁଲା ସୂର୍ଯ୍ୟ: ପୁଣି ଆକ୍ଟିଭ ହେବ ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ : ଜହ୍ନରେ ଉଇଁଲା ସୂର୍ଯ୍ୟ । ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟକିରଣ ପଡିବା ଆରମ୍ଭ ହୋଇଛି । ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି। ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସୋଲାର…

ଶରଦ ପାୱାର୍‌ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କଲେ ଅଜିତ ପାୱାର୍‌ ଗୋଷ୍ଠୀ

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ଅଜିତ ପାୱାର୍‌ ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଶରଦ ପାୱାର୍‌ ଗୋଷ୍ଠୀର ବିଧାୟକମାନଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କରିଥିବା କଥା ବିଶେଷସୂତ୍ରରୁ ସୂଚନା ସଂଗ୍ରହ କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।…

ଫତେପୁର ସିକ୍ରିରେ ଫଟୋ ଉଠାଉଥିଲେ ଫ୍ରେଞ୍ଚ ନାଗରିକ; ୯ ଫୁଟ ଉପରୁ ଖସି ପଡ଼ିଲେ

ଭାରତ ବୁଲି ଆସି ଆଖି ବୁଜିଲେ ଫ୍ରେଞ୍ଚ ନାଗରିବ । ଫତେପୁର ସିକ୍ରିଠାରେ ଫଟୋ ଉଠାଉଥିବା ବେଳେ ୯ ଫୁଟ ଉଚ୍ଚରୁ ଖସି ପଡ଼ି ଚାଲିଗଲା ମହିଳା ପର୍ଯ୍ୟଟକଙ୍କ ଜୀବନ । ଏକ କାଠ ପାହାଚରେ ଛିଡ଼ା ହୋଇ ଫଟୋ ଉଠାଉଥିବା ବେଳେ…

କାନାଡାକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ

‘ମୋ’ ଜେଜେଙ୍କୁ ୧୯୯୫ ମସିହାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଖଲିସ୍ତାନୀ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଆଉ ଉକ୍ତ ହତ୍ୟାକାରୀଙ୍କ ଖାସ୍‌ ଲୋକ ଥିଲେ ହରଦୀପ ସିଂ ନିଜ୍ଜାର। ’ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସ ରବନୀତ…

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ; ସପକ୍ଷରେ ୨୧୫, ବିରୋଧରେ ୦ ଭୋଟ

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହୀତ ହୋଇଛି ମହିଳା ମାନଙ୍କୁ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀଶକ୍ତି ବନ୍ଦନା ବିଲ୍ ୨୦୨୩’ । ବିଲର ସମର୍ଥନରେ ୨୧୫ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା ବୋଲି ଭୋଟିଂ ପରେ ରାଜ୍ୟସଭା ସଭାପତି ଜଗଦୀପ ଧନକର…

ପଶ୍ଚିମବଙ୍ଗରୁ ଚିହ୍ନଟ ହେଲେ ନିପା ଭାଇରସ୍ ଆକ୍ରାନ୍ତ

କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ…