ଟିଏମସି ପାଇଁ ପ୍ରଚାର କଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ଆପ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ପଶ୍ଚିମବଙ୍ଗର ବାଲିଗଞ୍ଜରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ବିଧାନସଭାରେ ନିର୍ବାଚନ ସମୟରେ ସୁରକ୍ଷା ବାହିନୀ ମୁତୟନ ଉପରେ ପ୍ରଶ୍ନ ଉଠାଇ ଏହାକୁ…

ପଞ୍ଜାବ ସରକାରଙ୍କ ସୁରକ୍ଷା ପ୍ରତ୍ୟାହାର ପରେ ହରଭଜନଙ୍କୁ ସିଆରପିଏଫ୍ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରଣାଳୟ ପୂର୍ବତନ କ୍ରିକେଟର ଓ ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାରଙ୍କ ଦ୍ବାରା ସୁରକ୍ଷା ପ୍ରତ୍ୟାହାର କରାଯିବାର କିଛି ଘଣ୍ଟା ପରେ କେନ୍ଦ୍ର ସରକାର ହରଭଜନ ସିଂହଙ୍କୁ ସିଆରପିଏଫ୍ ସୁରକ୍ଷା…

ବାଇକକୁ ୫ କିମି ଘୋଷାଡ଼ି ନେଲା ବସ୍, ୩ ସାଙ୍ଗ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ଗୋପାଳପୁରା ଷ୍ଟେଟ ହାଇଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଦ୍ରୁତଗାମୀ ବସ୍ ବାଇକରେ ଥିବା ୪ ସାଙ୍ଗକୁ ଚାପି ଦେଇଥିଲା । ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଥିଲା…

ବିଜେପିରେ ମିଶିଲା ପରେ ହରଭଜନ ସିଂଙ୍କ Z+ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର

ପଞ୍ଜାବ : ଆମ୍ ଆଦମୀ ପାର୍ଟି ଛାଡିବା ପରେ ରାଜ୍ୟସଭା ସାଂସଦ ହରଭଜନ ସିଂଙ୍କୁ ବଡ଼ ଝଟକା ଦେଇଛନ୍ତି ପଞ୍ଜାବ ସରକାର । ପଞ୍ଜାବ ସରକାର ହରଭଜନ ସିଂଙ୍କ Z+ ସୁରକ୍ଷାକୁ ହଟାଇ ଦେଇଛନ୍ତି । ହରଭଜନ ସିଂଙ୍କ ପିଏକୁ ତାଙ୍କ ସୁରକ୍ଷା…

ଉଡ଼ାଣ ଭରୁଥିବା ବେଳେ ବିମାନ ଇଂଜିନରେ ଲାଗିଲା ନିଆଁ, ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସ୍ବିଜରଲାଣ୍ଡ ଜୁରିଚ୍ ଯିବାକୁ ଥିବା ସ୍ବିସ୍ ଏୟାରଲାଇନ୍ସର ବିମାନ ଉଡ଼ାଣ ଭରୁଥିବା ସମୟରେ ଇଂଜିନରେ ନିଆଁ ଲାଗିଯାଇଥିଲା । ବିମାନ ଇଂଜିନରେ ନିଆଁ ଲାଗିବା ଜାଣିବା…

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତି…

ଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ବଗିରୁ ଡେଇଁଲେ ଯାତ୍ରୀ

ତେଲେଙ୍ଗାନା : ଆଜି ସକାଳେ ତେଲେଙ୍ଗାନାର ଆଲେର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ତେଲେଙ୍ଗାନାର ଭୁବନଗିରି ଜିଲ୍ଲାରେ ଥିବା ଅଲେର ରେଲୱେ ଷ୍ଟେସନ୍ ନିକଟରେ ଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଯାତ୍ରୀଙ୍କ ମଧ୍ୟରେ…

ବସରେ ଭୟଙ୍କର ବିସ୍ଫୋରଣ, ୧୩ ଯାତ୍ରୀ ମୃତ

କଲମ୍ବିଆ: କଲମ୍ବିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ହିଂସା ପୁଣି ଥରେ ଭୟଙ୍କର ରୂପ ନେଇଛି । ଶନିବାର ଦିନ ଏକ ବସରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୩୮ ଜଣ ଆହତ ହୋଇଥିବା…

ଡିନର ପାର୍ଟିରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଡିନର ପାର୍ଟିରେ ଆଟାକ । ଘେରିଗଲେ ସୁରକ୍ଷାକର୍ମୀ । ରାତିରେ ୱାଶିଂଟନ ହିଲଟନ୍ ଠାରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର ସମୟରେ ଗୁଳିମାଡ଼ ହୋଇଥିଲା । ଗୁଳି ଶବ୍ଦ ଶୁଣାଯିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା । ଗୁଳି…

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍

ବ୍ରହ୍ମପୁର: ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍। ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି ପୋଲିସ । କେମିତି ଅପହରଣ କରିଥିଲେ? କାହିଁକି ଅପହରଣ କଲେ ଏବଂ କେମିତି ହତ୍ୟା କଲେ? ସେନେଇ…