୧୯୮୪ ଶିଖ ବିରୋଧୀ ଦଙ୍ଗା: କଂଗ୍ରେସର ସଜନ କୁମାର ଓ ଅନ୍ୟମାନେ ଦୋଷମୁକ୍ତ
ବହୁ ଚର୍ଚ୍ଚିତ ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ସହ ଜଡ଼ିତ ସୁଲତାନପୁର ମାମଲାରେ କଂଗ୍ରେସର ସଜନ କୁମାର ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ଆଜି ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ପ୍ରାଥମିକ ଭାବେ…
