ସ୍କୁଲ୍ ପିଲାଙ୍କୁ ସୋଶାଲ୍ ମିଡିଆ ବାରଣ ହେବା ଦେଶ ପାଇଁ ଭଲ: କର୍ଣ୍ଣାଟକ ହାଇକୋର୍ଟ

ସମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନେକ ସମୟରେ ତର୍କ-ବିତର୍କ ହୁଏ। ବିଶେଷ କରି ଛୋଟ ପିଲାଙ୍କର ବ୍ୟବହାରକୁ କିପରି ରୋକାଯାଇ ପାରିବ ସେନେଇ ଅଧିକ ଚିନ୍ତା ଉପୁଜେ। ଏହାରି ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।…

‘ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦୀ ଶବ୍ଦ ଗାଏବ’

ସମ୍ବିଧାନର ମୁଖବନ୍ଧରୁ ଗାଏବ ହୋଇଗଲା ଧର୍ମ ନିରପେକ୍ଷ ଓ ସମାଜବାଦୀ ଶବ୍ଦ। ଗତକାଲି ନୂତନ ସଂସଦ ଭବନରେ ମିଳିତ ଅଧିବେଶନ ହୋଇଥିବା ବେଳେ ସବୁ ସାଂସଦଙ୍କୁ ଦିଆଯାଇଥିଲା ସମ୍ବିଧାନ ବହି। ମାତ୍ର ଉକ୍ତ ବହିର ମୁଖବନ୍ଧରୁ ଅତି ସତର୍କତାର ସହ ଏହି…

ମଝି ଆକାଶରେ ହାଇଡ୍ରାମା; ଏମରଜେନ୍ସି ଡୋର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ

ମଝି ଆକାଶରେ ବିମାନରେ ଘଟିଲା ଅଭାବନୀୟ କାଣ୍ଡ । ବିମାନର ଜଣେ ଯାତ୍ରୀ ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିବାରୁ ସମସ୍ତଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ତତ୍‌କ୍ଷଣାତ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଦେଲେ ବିମାନ କର୍ମଚାରୀ। ଏପରି ଏକ ଆଶ୍ଚର୍ଯ୍ୟଜନକ…

ମାତ୍ର ୩ ହଜାର ଟଙ୍କା ନ ଶୁଝି ପାରିବାରୁ ଯୁବକଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ବୁଲାଇଲେ

ମାତ୍ର ୩ ହଜାର ଟଙ୍କା ନ ଶୁଝି ପାରିବାରୁ ଯୁବକଙ୍କୁ ମିଳିଲା ଅକଥନୀୟ ଦଣ୍ଡ । ଅଭିଯୁକ୍ତମାନେ ତାଙ୍କୁ ନିର୍ଧୂମ ପିଟିବା ସହ ଉଲଗ୍ନ କରି ବିଚ୍‌ ବଜାରରେ ବୁଲାଇଲେ। ଏପରି ଲଜ୍ଜାଜନକ ଘଟଣା କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଦେଶର…

ଆଜି ଭାରତ ପଞ୍ଚମ ଅର୍ଥବ୍ୟବସ୍ଥାରେ ପହଂଚିଛି, ବିଶ୍ଵମିତ୍ର ଭାବେ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ଗଣତନ୍ତ୍ର ପାଇଁ ପୁରୁଣା ସଂସଦ ଭବନ ଇତିହାସ ପାଲଟି ଯାଇଛି। ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନର ଅବିଶିଷ୍ଟ କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବ। ତେବେ ଆଜି ପୁରୁଣା ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ସମୟରେ…

ଚିକେନ ସୁରମା ଖାଇ ଚାଲିଗଲା ନାବାଳିକାଙ୍କ ଜୀବନ, ୧୩ ମେଡିକାଲ ଛାତ୍ର ଗୁରୁତର

ରେଷ୍ଟୁରାଣ୍ଟରୁ ଆସିଥିବା ଚିକେନ ସୁରମା ଖାଇ ଚାଲିଗଲା ୧୪ ବର୍ଷୀୟା ଛାତ୍ରୀଙ୍କ ଜୀବନ । ଏଥିସହ ଉକ୍ତ ରେଷ୍ଟୁରାଣ୍ଟର ଚିକେନ ଦ୍ୱାରା ପ୍ରସ୍ତୁତ ଅନ୍ୟାନ୍ୟ ଡିସ୍‌ ଖାଇ ଆଉ ୧୩ ମେଡିକାଲ ଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହାପରେ ଖାଦ୍ୟ ନିରାପତ୍ତା…

ନୂଆ ସଂସଦ ଭବନର ସେଂଟ୍ରାଲ ହଲ ସାମ୍ନାରେ ଫଟୋ ସେସନ୍

ନୂଆଦିଲ୍ଲୀ: ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ। ହେଲେ ଏହା ପୂର୍ବରୁ ସେଂଟ୍ରାଲ ହଲ ସାମ୍ନାରେ ଫଟୋ ସେସନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼,…

ଆମେରିକା ସହ ପାକିସ୍ତାନର ଗୋପନ ଚୁକ୍ତି ଖୁଲାସା

ଇସ୍‌ଲାମାବାଦ: ଆର୍ଥିକ ସଂକଟରେ ଜୁଝି ଦେଉଥିବା ପାକିସ୍ତାନର ଚାଲାକି ଧରାପଡ଼ିଲା । ଆଇଏମଏଫ ଠାରୁ ଋଣ ପାଇବା ପାଇଁ ଆମେରିକା ସହ ମିଶି ଚକ୍ରାନ୍ତ କରିଥିଲା ପାକ୍ । ଋଣ ପାଇଁ ଶସ୍ତାରେ ବିକ୍ରି କରିଥିଲା ଅସ୍ତ୍ରଶସ୍ତ୍ର । ୨୦୨୨ରେ ଅନ୍ତର୍ଜାତୀୟ…

୫ ଦିନ ମଧ୍ୟରେ ଦେଶ ଛାଡିବାକୁ କାନାଡ଼ା କୂଟନୀତିଜ୍ଞଙ୍କୁ କହିଲା ଭାରତ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରର ମୃତ୍ୟୁ ପରଠାରୁ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି | ଏହି ହତ୍ୟାକାଣ୍ଡରେ ଭାରତର ଭୂମିକା ଅଭିଯୋଗ କରି କାନାଡ଼ା ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ନେବାର…

ବିବାହ ପାଇଁ ମନା କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ଅଭିଯୁକ୍ତ

ଜୟପୁର: ବିବାହ ପାଇଁ ମନା କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରଥମେ ହତ୍ୟା କଲେ ଆଉ ତା ପରେ ମୃତଦେହକୁ ଗଛରେ ଟାଙ୍ଗିଦେଲେ | ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଅଭିଯୁକ୍ତ ଜଣକ…