ରାମ ମନ୍ଦିରର ପ୍ରଥମ ଆଳତି ପାଇଁ ଯୋଧପୁରରୁ ଆସିବ ୬୦୦ କିଲୋ ଘିଅ

୨୦୨୪ ଜାନୁୟାରୀରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟନ ହେବ। ମନ୍ଦିର ଗର୍ଭଗୃହରେ ପ୍ରଭୁ ଶ୍ରୀରାମ ବିରାଜମାନ କରିବେ। ଏହି ଐତିହାସିକ ଉତ୍ସବରେ ଯୋଧପୁରର ମଧ୍ୟ ଖାସ୍‌ ଯୋଗଦାନ ରହିବ। ରାମ ମନ୍ଦିରରେ ହେବାକୁ ଥିବା ପ୍ରଥମ ଆଳତି ଏବଂ ମହାଯଜ୍ଞରେ…

୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ହେଲା ଗଣେଶ ମୂର୍ତ୍ତି

ମୁମ୍ବାଇ: ରାତି ପାହିଲେ ଗଣେଶ ଚତୁର୍ଥୀ । ଏନେଇ ସବୁଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକ ଆଲୋକମାଳାରେ…

ଆଫ୍ରିକୀୟ ଦେଶ କଙ୍ଗୋରେ ବର୍ଷା ପରେ ଭୂସ୍ଖଳନ, ୧୭ ଜଣଙ୍କ ମୃତ୍ୟୁ

ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରବିବାର ରାତିରେ ହୋଇଥିବା ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ, ଭୂସ୍ଖଳନ ପରେ ମାଟି ଗଦା ଭିତରେ ଅନେକ ଲୋକ ଦବି…

ମାଛ ଖାଇ ମହିଳା ହରାଇଲେ ଗୋଡ଼ ଓ ହାତ

ଯଦି ଆପଣ ମାଛ ଖାଇବାକୁ ଭଲ ପାଉଛନ୍ତି ତେବେ ସାବଧାନ । ମାଛ ଖାଇଲେ ହରାଇବେ ଶରୀରର ଅଙ୍ଗ । ଜଣେ ମହିଳା ମାଛ ଖାଇ ନିଜ ଗୋଡ଼ ଓ ହାତ ହରାଇଛନ୍ତି । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ…

ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା, ଏସଡିଆରଏଫ ଟିମ୍‌ ନିୟୋଜିତ

ଗୁଜୁରାଟରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ଆଣିଛି । ପ୍ରବଳ ବର୍ଷା ଯୋଗୁଁ କିଛି ଅଞ୍ଚଳରେ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ରବିବାର ପ୍ରବଳ ବର୍ଷା ଯୋଗୁଁ ନର୍ମଦା ଏବଂ ଅନ୍ୟ ନଦୀର ଜଳସ୍ତର ବଢି ଲୋକଙ୍କ ଦୁର୍ଦ୍ଦଶା ବଢାଇଛି…

କାଲିଠାରୁ ନୂଆ ବିଲଡିଂରେ ବସିବେ ସାଂସଦ

ଆସନ୍ତାକାଲି ଠାରୁ ଆଉ ସଂସଦର ପୁରୁଣା ବିଲଡିଂରେ କୌଣସି ଅଧିବେଶନ ବସିବ ନାହିଁ। ସ୍ୱାଧୀନତା ପରଠାରୁ ପୁରୁଣା ବିଲଡିଂରେ ହିଁ ସଂସଦର କାର୍ଯ୍ୟ ସବୁ କରାଯାଉଥିଲା। କିନ୍ତୁ ଆସନ୍ତାକାଲି ଠାରୁ ସଂସଦର ନୂଆ ବିଲଡିଂରେ ସାଂସଦମାନେ ବସିବେ। ଉଭୟ ଲୋକସଭା ଓ…

ବିଜେପି ସହ ସମ୍ପର୍କଚ୍ଛିନ୍ନ କଲା ଏଆଇଏଡିଏମକେ

ତାମିଲନାଡୁରେ ବିଜେପି ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରି ଦେଇଛି ଏଆଇଏମଡିଏମକେ। ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ବିବାଦୀୟ ବୟାନ ପାଇଁ ଏଆଇଏମଡିଏମକେ ଏପରି ନିଷ୍ପତ୍ତି ନେଇଛି। ଆନ୍ନାମଲାଇ ଏଆଇଏମଡିଏମକେର ପ୍ରତିଷ୍ଠାତା ଏମଜିଆରଙ୍କ ମେଣ୍ଟୋର ଦିବଗଂତ ସିଏନ ଆନ୍ନାଦୁରାଇଙ୍କ ବିରୋଧରେ ବିବାଦୀୟ…

ଇଣ୍ଡିଆ ଏକତାକୁ ‘ବାମ’ ଝଟକା!

ବିଜେପି ବିରୋଧରେ ଏକାଠି ହୋଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏକତାକୁ ଶକ୍ତ ଝଟକା। ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ-ଏମ ବଡ଼ ପଦକ୍ଷେପ ନେଇଛି। ବେଙ୍ଗଲ ଓ କେରଳରେ ସିପିଆଇ-ଏମ ମେଣ୍ଟ ବିରୋଧରେ ଯିବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇ ରାଜ୍ୟରେ ସିପିଆଇ-ଏମର…

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଆଶ୍ୱସ୍ତି, ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିନି ଆଶ୍ୱସ୍ତି। ଇଡି ତାଙ୍କୁ ଏହି ମାମଲାରେ ହାଜର ହେବାକୁ ସମନ କରିଥିଲା। ଏହା ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରି ଦେଇଛନ୍ତି।…

ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷୋଭ ଜଣାଇଲେ ଖଡଗେ

କଂଗ୍ରେସ ମୁଖିଆ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ଆଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବିରୋଧୀ ଦଳର ନେତାମାନଙ୍କୁ ସେମାନଙ୍କର ପକ୍ଷ ରଖିବାକୁ ଗୃହରେ ଉପଯୁକ୍ତ ସମୟ ମିଳୁ ନାହିଁ। ଏଥିସହ…