୬୧ କୋଟି ଟଙ୍କାରେ ବିକ୍ରି ହେଲା ଅମୃତା ଶେର୍-ଗିଲଙ୍କ ଚିତ୍ରକଳା
ଜଣାଶୁଣା ଶିଖ-ହଙ୍ଗେରୀ ଚିତ୍ରକାର ଅମୃତା ଶେର୍-ଗିଲଙ୍କ ଚିତ୍ରକଳା ଆଉ ଏକ ରେକର୍ଡ କରିଛି। ୧୯୩୭ର ତାଙ୍କ ଅଏଲ୍-ଅନ୍-କାନଭାସ 'ଦ ଷ୍ଟୋରୀ ଟେଲର୍' ଚିତ୍ରକୁ ୬୧ କୋଟି ୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। କୌଣସି ଭାରତୀୟ ଚିତ୍ରକାରଙ୍କ କୃତିକୁ ଏତେ ମୂଲ୍ୟରେ ବିକ୍ରି କରାଯିବାରେ ଏହା ରେକର୍ଡ…
