ବେଆଇନ ବନ୍ଧୁକ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର୍ ବାଇଡେନ୍‌ଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବେଆଇନ ଭାବେ ବନ୍ଧୁକ ରଖିବା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ପ୍ରଥମ ଥର ଯେ ଆମେରିକାର କୌଣସି ବର୍ତ୍ତମାନର ରାଷ୍ଟ୍ରପତିଙ୍କ ପୁଅଙ୍କ ବିରୋଧରେ ଆପରାଧିକ…

ସ୍ୱିଗି କି ଜମାଟୋ ନୁହେଁ, ମା ହାତର ସ୍ୱାଦିଷ୍ଟ ଖାଦ୍ୟ ଖାଇବେ ପିଲା: କେରଳ ହାଇକୋର୍ଟ

କେରଳ ହାଇକୋର୍ଟ ଜଷ୍ଟିସ ପି.ବି କୁନ୍ହିକୃଷ୍ଣନ ପିଲାମାନଙ୍କ ପାଇଁ ରନ୍ଧା ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱିଗି କି ଜମାଟୋରୁ ଖାଦ୍ୟ ଅର୍ଡର ନ କରି ଅଭିଭାବକମାନଙ୍କୁ ହାତ ତିଆରି ଖାଦ୍ୟ କରି ପିଲାମାନଙ୍କୁ ଖୁଆଇବା ପାଇଁ କହିଛନ୍ତି ।…

କ୍ଷୀରର ବକେୟା ୪୦୦ ଟଙ୍କା ପାଇଁ ଗୁଳି କରି ୩ ଜଣଙ୍କୁ ହତ୍ୟା

ବିହାରର ରାଜଧାନୀ ପାଟନା ନିକଟ ଫତୁହାରେ ପଇସା ଲେଣଦେଣକୁ ନେଇ ୩ ଜଣଙ୍କୁ ହତ୍ୟା କରାଯାଇଛି। ଫତୁହା ଥାନା ଅଧୀନ ସୁରଙ୍ଗାପର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। କ୍ଷୀରର ବକେୟା ପଇସାକୁ ନେଇ ଏଠାରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏଥିରେ ୪…

ସରୁନି ଏନକାଉଣ୍ଟର, ଜଣେ ଯବାନ ନିଖୋଜ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆରମ୍ଭ ହୋଇଥିବା ଏନକାଉଣ୍ଟରକୁ ୫୦ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। ତଥାପି ସେଠାରେ ଗୁଳି ବିନିମୟ ଜାରି ରହିଛି। ଡ୍ରୋନ ଠାରୁ ଆରମ୍ଭ କରି ସେନା ପକ୍ଷରୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିଲେ ହେଁ ଲୁଚି…

ଲସ୍କର ଲିଙ୍କରେ ଥିବା ୨ ଆତଙ୍କୀ ଗରିଫ

ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ସହ ଲିଙ୍କ ରଖିଥିବା ୨ ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ଗୁରୁବାର ରାତିରେ ଏମାନଙ୍କୁ ଜମ୍ମୁ-କଶ୍ମୀରର ବାରମୁଲ୍ଲା ଠାରୁ ଧରା ଯାଇଛି। ସେମାନଙ୍କ ଠାରୁ ପିସ୍ତଲ, ଗ୍ରେନେଡ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ…

ଏଡିଟର୍ସ ଗିଲ୍ଡ ମାମଲା, କେମିତି ଗୋଟିଏ ରିପୋର୍ଟ ଦେବା ଅପରାଧ? : ସୁପ୍ରିମକୋର୍ଟ

ମଣିପୁର ହିଂସା ଉପରେ ଗୋଟିଏ ରିପୋର୍ଟ ଦେଇଥିବା ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କ ଅନ୍ତରୀଣ ଜାମିନକୁ ବଢ଼ାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏଡିଟର୍ସ ଗିଲ୍ଡର ୪ ଜଣ ସାମ୍ବାଦିକ ହିଂସା ଉପରେ ଗୋଟିଏ ରିପୋର୍ଟ ଦେଇଥିଲେ। ଏହାକୁ ବିରୋଧ କରି ମଣିପୁର ସରକାର ପୁଲିସ୍‌ରେ…

ଟ୍ରେନରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ବଗି

ଟ୍ରେନରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ବଗି। ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ବଗିରେ ଥିବା ଜିନିଷପତ୍ର। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ବଗିରେ ଥିବା ସମସ୍ତ ଯାତ୍ରୀ। ଆଜି ସକାଳେ ଗୁଜରାଟର ଗୋଧ୍ରା ଯାଉଥିବା ଗୋଟିଏ ମେମୁ ଟ୍ରେନରେ ଏପରି…

ସାଙ୍ଗ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ୧୦ମ ଶ୍ରେଣୀ ଛାତ୍ର

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ସାମାନ୍ୟ ବ୍ୟାଗ ପାଇଁ ଜଣେ ୧୦ମ ଶ୍ରେଣୀ ଛାତ୍ର ଘଟଣାଇଛି ଅଭାବନୀୟ କାଣ୍ଡ। ସେ ତା’ର ସହପାଠୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଉତ୍ତର ପ୍ରଦେଶର ଆଲିଗଡ଼ ସହରରେ ଥିବା…

କେରଳରେ ନିପା ଭାଇରସ୍ ଆତଙ୍କ

କେରଳରେ ନିପା ଭାଇରସ୍ ଆତଙ୍କ। କେରଳର କୋଝିକୋଡ଼ ଜିଲ୍ଲାରେ ପୁଣି ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ରେ ପହଞ୍ଚିଛି। ଏହି ୩୯ ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ବର୍ତ୍ତମାନ…

ନୁହ ଗୋଷ୍ଠୀ ସଂଘର୍ଷ ଘଟଣା; ବନ୍ଧା ହେଲେ କଂଗ୍ରେସ ବିଧାୟକ

ହରିୟାଣାର ନୁହରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ବନ୍ଧା ହେଲେ କଂଗ୍ରେସ ବିଧାୟକ । ସାମ୍ପ୍ରଦାୟିକ ଦଙ୍ଗାକୁ ଉସକାଇବା ଅଭିଯୋଗରେ ହରିୟାଣାର ଫିରୋଜପୁରର କଂଗ୍ରେସ ବିଧାୟକ ମମ୍ମନ ଖାନଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଗତକାଲି ତାଙ୍କୁ ବାନ୍ଧିଛି ପୁଲିସ୍‌ ।…