ଅନନ୍ତନାଗ ଏନକାଉଣ୍ଟର; ଆଉ ଜଣେ ଯବାନ ସହିଦ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଡିଏସ୍‌ପି…

ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ନିଖୋଜ

ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ତେବେ ଏହି ଡଙ୍ଗାରେ ୩୪ ଜଣ…

ବିଲରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ: ୫ ମୃତ

ମଧ୍ୟପ୍ରଦେଶର ଦତିୟା ଜିଲ୍ଲାରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୫ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି । ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର…

ଶୁଭାରମ୍ଭ ହେଲା`ସ୍କିଲ୍ ଇଣ୍ଡିଆ ଡିଜିଟାଲ୍’

ନୂଆଦିଲ୍ଲୀ: ଶୁଭାରମ୍ଭ ହେଲା`ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌’ । ନୂଆଦିଲ୍ଲୀର କୌଶଳ ଭବନରେ `ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ଦକ୍ଷତା ବିକାଶ ମଡେଲକୁ ଆଜି ବିଶ୍ୱ ଅନୁକରଣ କରୁଛି ବୋଲି ନୂଆଦିଲ୍ଲୀ ସ୍ଥିତ କୌଶଳ…

ମିଡିଆ ଟ୍ରାଏଲକୁ ସୁପ୍ରିମକୋର୍ଟଙ୍କ ନା, କେନ୍ଦ୍ରକୁ ମାର୍ଗଦର୍ଶିକା ପ୍ରସ୍ତୁତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ‘ମିଡିଆ ଟ୍ରାଏଲ’କୁ ସୁପ୍ରିମକୋର୍ଟ ନା କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ମିଥ୍ୟା ଖବର ପ୍ରସାରଣ ଦ୍ବାରା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି। ଅପରାଧୀକୁ ନେଇ ସଂଶୟ ରହୁଛି।…

ଆଇସିସି ଖେଳାଳି ରାଙ୍କିଂ ପ୍ରକାଶିତ; ଟପ୍ ଟେନ୍‌ରେ ୩ ଭାରତୀୟ

ଦୁବାଇ: ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ରାଙ୍କିଂ । ଏହି ତାଲିକାରେ ଭାରତୀୟ  ଖେଳାଳିଙ୍କ ଉନ୍ନତି ହୋଇଛି । ଗତ  ସପ୍ତାହରେ ତୃତୀୟ ସ୍ଥାନରେ ରହିଥିବା  ଯୁବ ଓପନର ଶୁଭମନ ଗିଲ୍‌ ଦ୍ୱିତୀୟକୁ ଉଠିଛନ୍ତି । ସେହିପରି ଶ୍ରେଷ୍ଠ ୧୦  ଜଣଙ୍କ…

ଇନଷ୍ଟାଗ୍ରାମରେ ଲାଇଭ ଆସି ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ : ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗୁରୁଗ୍ରାମରୁ ୨୮ ବର୍ଷର ଯୁବକଙ୍କର ମୃତ୍ୟୁ ମାମଲା ଆସିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା…

ଡମ୍ଫର ସହିତ ପିଟି ହେଲା ପିକଅପ୍‌ ଭ୍ୟାନ୍‌, ଦମ୍ପତିଙ୍କ ସମେତ ୪ ମୃତ

ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟି ୪ ଜଣଙ୍କର ପ୍ରାଣ ଚାଲିଯାଇଛି । ପିକଅପ୍‌ ଭ୍ୟାନ ଏବଂ ଡମ୍ଫର ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ୪ ଜଣଙ୍କର ପ୍ରାଣ ଚାଲିଯାଇଛି ।…

ଦେଶ ପାଇଁ ସହିଦ ହେଲା ସେନାର କୁକୁର- ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଗୁଳିମାଡରେ ଟଳିପଡିଲା

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ରାଜୌରି ଜିଲା ନର୍ଲା ଅଞ୍ଚଳରେ ଆତଙ୍କବାଦୀଙ୍କ ସହିତ ସଂଘର୍ଷରେ ସେନାର ଏକ କୁକୁର ସହିଦ ହୋଇଛି। ସହିଦ କୁକୁରର ନାମ ହେଉଛି କେଣ୍ଟ। ଏହାର ବୟସ ୬ବର୍ଷ ଓ ଲାବ୍ରାଡର ପ୍ରଜାତିର। କେଣ୍ଟ ୨୧ ସେନା ୟୁନିଟ୍‌ରେ କାର୍ଯ୍ୟରତ…

ଆମେରିକାରେ ପୁଲିସ କାର୍ ଧକ୍କାରେ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଦାବି କଲା ଭାରତ

ଆମେରିକାରେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ଭାରତ। ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ନେଇ ଏବେ ଏକ ଭିଡିଓ ପ୍ରକାଶ ପାଇବା ପରେ ଏହି ଦାବି କରାଯାଇଛି। ଧକ୍କା ଦେଇଥିବା କାରରେ ଥିବା ପୁଲିସ କାହିଁକି ଦୁର୍ଘଟଣା ପରେ…