କୋଟା ହଷ୍ଟେଲ୍‌ରୁ ମିଳିଲା NEET କୋଚିଂ ଛାତ୍ରୀଙ୍କ ମୃତଦେହ

ରାଜସ୍ଥାନର କୋଟାରେ କୋଚିଂ ଷ୍ଟୁଡେଣ୍ଟ୍‌ଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ଧରୁନାହିଁ। ପୁଣି ଏବେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ନିଟ୍‌ କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ ସେ ରହୁଥିବା ଛାତ୍ରୀ ନିବାସରୁ ମିଳିଛି। ଛାତ୍ରୀ ଜଣକ…

ଏଆର୍‌ ରେହମାନ୍‌ଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ବେଳେ ଟ୍ରାଫିକ୍‌ ଜାମ୍‌ରେ ଫସିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ଗାଡ଼ି ଟ୍ରାଫିକ୍‌ ଜାମ୍‌ରେ ଫସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ରହିଛି ଯେ ଏଠାରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ‘ମରକ୍କୁମା ନେନଜାମ୍‌’ ଚାଲିଥିଲା। ଏହି ସମୟରେ ଇଷ୍ଟ୍‍ କୋଷ୍ଟ୍‍…

କେରଳରେ 2 ମୁଣ୍ଡ ନେଲାଣି ନିପା ଭାଇରସ୍

ଡରାଉଛି ନିପା ଭାଇରସ୍। କେରଳକୁ ଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍। କୋଜିକୋଡରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ପଠାଇଛନ୍ତି। ଅଗଷ୍ଟ ୩୦ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ…

ମନ୍ଦିର ସିଢିରେ ଉଦୟନିଧି ଷ୍ଟାଲିନଙ୍କ ଫଟୋ, ପାଦରେ କୁଦି ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଏବଂ ହିନ୍ଦୁ ଧର୍ମ ଉପରେ ଟିପ୍ପଣୀ ଦେବା ପାଇଁ ସମଗ୍ର ଭାରତରେ ହଙ୍ଗାମା ହୋଇଛି । ଏଭଳି ମନ୍ତବ୍ୟଙ୍କୁ ସମଗ୍ର ଭାରତରେ ବିରୋଧ କରାଯାଉଛି । ଦେଶରେ ଏହାକୁ ନେଇ…

ଜି୨୦ ସମ୍ମିଳନୀ ସମୟରେ ହୋଟେଲ ତାଜ ପ୍ୟାଲେସରୁ ମିଳିଥିଲା ଚୀନ ପ୍ରତିନିଧିଙ୍କ ରହସ୍ୟମୟ ବ୍ୟାଗ

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି- ୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଏହି ସମ୍ମିଳନୀ ଶେଷ ହେବା ପରେ ଜି-୨୦ କମିଟି ପକ୍ଷରୁ ଏକ ବଡ ଘଟଣା ସାମ୍ନାକୁ ଆସିଛି । ୨ ଦିନ ଧରି ଚାଲିଥିବା ଶିଖର ସମ୍ମିଳନୀରେ…

ଭିଏତ୍‌ନାମ: ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ ମୃତ

ଭିଏତ୍‌ନାମ ରାଜଧାନୀ ହନୋଇରେ ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟାନୁସାରେ, ସେପ୍ଟେମ୍ବର ୧୩ ତାରିଖ ବିଳମ୍ବିତ ରାତିରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏଏନ୍‌ଆଇ ରିପୋର୍ଟ ମୁତାବକ,…

ଆଜମ ଖାନଙ୍କ ୬ଟି ସ୍ଥାନରେ ଚଢଉ କରିଛି ଆୟକର ବିଭାଗ

ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ପାଇଁ ପୁଣି ବଢିଲା ସମସ୍ୟା । ରାମପୁର ଠାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆୟକର ବିଭାଗ ଚଢଉ କରିଛି । ଲକ୍ଷ୍ନୌ, ରାମପୁର, ମେରଠ, ଗାଜିଆବାଦ,…

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର । ରାଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ । ସେହିପରି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ…

ଲାଲୁ ଯାଦବଙ୍କ ବିରୋଧରେ ମାମଲା ଚଳାଇବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଅନୁମତି

ଚାକିରି ପାଇଁ ଜମି ଦୁର୍ନୀତି (ଲ୍ୟାଣ୍ଡ୍‌ ଫର୍‌ ଜବ୍‌ ସ୍କାମ୍‌) ମାମଲାରେ ଲାଲୁ ଯାଦବଙ୍କ ବିରୋଧରେ କେସ୍‌ ଚଳାଇବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଅନୁମତି ମିଳିଛି। ସିବିଆଇ ରାଉସ୍ ଆଭେନ୍ୟୁ କୋର୍ଟଙ୍କୁ ଏହି ସୂଚନା ଦେଇଛି। ତେବେ ଏହି ମାମଲାରେ…

ମଣିପୁରରେ ଥମୁନି ହିଂସା! କୁକି ସମ୍ପ୍ରଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ୩ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ମୁତାବକ, ଆକ୍ରମଣକାରୀମାନେ ଏକ ଗାଡ଼ିରେ ଆସିଥିଲେ। ସେମାନେ ଇମ୍ଫାଲ ପଶ୍ଚିମ ଏବଂ ଜିଲ୍ଲାର…