ରାହୁଲ ଗାନ୍ଧି ଓ ଖଡଗେଙ୍କୁ କେଜ୍ରିୱାଲଙ୍କ ଧନ୍ୟବାଦ ଚିଠି
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ପତ୍ର ପଠାଇଛନ୍ତି। ସେମାନେ କେନ୍ଦ୍ରର ଦିଲ୍ଲୀ ସର୍ଭିସ ବିଲ୍ ବିରୋଧରେ ଭୋଟ କରିଥିବାରୁ କେଜ୍ରିୱାଲ ସେମାନଙ୍କୁ ଚିଠି ଲେଖି…
