୫-୬ ଦିନ ମଧ୍ୟରେ ଶସ୍ତା ହେବ ଟମାଟୋ ଦର : କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ : କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହା ଫଳରେ ସାରା ଦେଶରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଓଡ଼ିଶାରେ ଏହା କିଲୋଗ୍ରାମ ପିଛା ୧୦୦…

ଦେଶର ଆର୍ଥିକ ସମସ୍ୟାର ସମାଧାନ ପାଇଁ ଚୀନକୁ ଗଧ ଚମଡ଼ା ବିକ୍ରି କରିବ ପାକିସ୍ତାନ

ଇସଲାମାବାଦ: ଗତ କିଛି ମାସ ହେଲାଣି ପାକିସ୍ତାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ଦେଶକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ପାକିସ୍ତାନ ସରକାର ଗଧର ଚମଡ଼ା ବିକ୍ରି…

ପ୍ଲାଟଫର୍ମରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା: ପ୍ରସବ କରାଇଲେ ଆରପିଏଫର ‘ମେରୀ ସହେଲୀ ଟିମ୍’

ଚନ୍ଦୌଲି: ଉତ୍ତର ପ୍ରଦେଶର ଚନ୍ଦୌଲିସ୍ଥିତ ଡିଡିୟୁ ଜଙ୍କସନରେ ଜଣେ ଗର୍ଭବତୀ ମହିଳା ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କର ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଫଳରେ ସେଇଠାରେ ହିଁ ଉପସ୍ଥିତ ଆରପିଏଫ ଓ ଡାକ୍ତରୀ ଟିମ୍ ସହାୟତାରେ…

ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼

ସାହାରନପୁର : ୟୁପିର ସାହାରନପୁରରେ ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ସେମାନଙ୍କୁ କେତେକ ଦୁର୍ବୃତ୍ତ ଗୁଳି କରିଛନ୍ତି । ଗଣମାଧ୍ୟମରେ ଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ଗୁଳି…

‘ସୁପରଟେକ୍‌’ ମାଲିକଙ୍କୁ ବାନ୍ଧିଲା ଇଡି, ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ଦେଶର ଆଗ ଧାଡ଼ିର ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ୍‌ (Supertech) ପାଇଁ ବଢ଼ିଲା ଅସୁବିଧା। ସୁପରଟେକ୍‌ ମାଲିକ ଆରକେ ଅରୋଡ଼ାଙ୍କୁ ବାନ୍ଧିଛି ଇଡି। ମନି ଲଣ୍ଡରିଂ ମାମଲାରେ ଇଡି ଆରକେ ଅରୋଡ଼ାଙ୍କୁ ଦୀର୍ଘ ସମୟ ଘାଣ୍ଟିବା ପରେ ଗିରଫ…

ସବୁ ସ୍ୱପ୍ନ ଚୂରମାର: ଡାକ୍ତର ହେବାକୁ ଆଶା ରଖିଥିବା ୨ ଛାତ୍ର ଝୁଲି ପଡ଼ିଲେ

ନୂଆଦିଲ୍ଲୀ : ବାପାମା’ଙ୍କ ଆଶା ଥିଲା ପୁଅ ମେଡିକାଲ ପଢ଼ି ଡାକ୍ତର ହେବ। ଏଥିପାଇଁ ସେମାନେ ପୁଅ ପାଠପଢ଼ାରେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନ ଥିଲେ। ମାତ୍ର ସ୍ୱପ୍ନ ବାସ୍ତବ ରୂପ ନେବା ପୂର୍ବରୁ ସବୁ ଚୂରମାର ହୋଇଗଲା। ପରିବାରଠୁ…

ହିଜାବର ବିକଳ୍ପ ଖୋଜିଲେ ମୁସଲିମ୍‌ ମେଡିକାଲ ଛାତ୍ରୀ

ନୂଆଦିଲ୍ଲୀ : ଅଜବ ଯୁକ୍ତି ବାଢ଼ିଲେ ସାତ ଜଣ ମୁସଲିମ୍‌ ମେଡିକାଲ ଛାତ୍ରୀ। କହିଲେ ଓଟି ଭିତରେ ଆମକୁ ହିଜାବର ବିକଳ୍ପ ଆବଶ୍ୟକ । ଏହାକୁ ନେଇ କଲେଜ ପ୍ରିନ୍ସିପାଲ କୌଣସି ନିଷ୍ପତ୍ତି ଶୁଣାଇ ନ ଥିବା ବେଳେ ସର୍ଜନମାନଙ୍କର ଏକ…

ୟୁନିଫର୍ମ ସିଭିଲ କୋର୍ଡ: ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଜରୁରୀ ବୈଠକ, ସର୍ତ୍ତ ମାନିଲେ ଆପ୍‌ ଦେବ ସମର୍ଥନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୟୁନିଫର୍ମ ସିଭିଲ୍ କୋର୍ଡ(ୟୁସିସି) ବା ସମାନ ନାଗରିକ ସଂହିତା ଅଣାଯିବ ପରେ ଆନନ-ଫାନନରେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗତରାତିରେ ଏକ ଜରୁରୀ ବୈଠକ ହୋଇଯାଇଛି। ଏହି ବୈଠକ ପ୍ରାୟ ୩…

ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିବା ମହଙ୍ଗା ପଡ଼ିଲା, ବିଜେପି ନେତାଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିଥିବା ବିଜେପିର ବେଙ୍ଗାଲୁରୁର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଏହା ରାଜନୈତିକ ପ୍ରଣୋଦିତ ବୋଲି ବିଜେପି କହୁଥିବା ବେଳେ ଆଇନର ସମ୍ମୁଖୀନ ହେଲେ ବିଜେପି ବିଳିବିଳେଇ ଉଠେ…

ମୁଁହ ଖୋଲିଲେ ପୁଟିନ୍‌, କହିଲେ- ସବୁ ପଶ୍ଚିମ ଦେଶଙ୍କ ଚାଲ୍‌

ମସ୍କୋ : ରୁଷର ମିଲିଟାରୀ ଶାସନ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଦେଖାଦେଇଥିବା ବିଦ୍ରୋହ ଥମିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପୁଟିନ । ଏହା ବିରୋଧୀଙ୍କ ଚାଲ୍‌ ବୋଲି ପୁଟିନ୍‌ କହିବା ସହ ଏଥିରେ…