ଗୋ-ମାଂସ ନେଉଥିବା ସନ୍ଦେହରେ ମୁସଲିମ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା
ମୁମ୍ବାଇ : ପୁଣିଥରେ ମାତିଛନ୍ତି ତଥାକଥିତ ଗୋ-ସୁରକ୍ଷା ବାହିନୀର ଗୁଣ୍ଡା। ଜଣେ ମୁସଲିମଙ୍କୁ ଏହି ବାହିନୀର ସଦସ୍ୟମାନେ ବିଚ୍ ରାସ୍ତାରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ପିଟିପିଟି ହତ୍ୟା କରିଛନ୍ତି। ମୁସଲିମ ବ୍ୟକ୍ତି ଜଣଙ୍କ ଗୋ-ମାଂସ ଚୋରା ଚାଲାଣ କରୁଥିବା ସନ୍ଦେହ କରି…
