ଜୁନ ୨୮ ଯାଏ ଗିରଫ ହୋଇ ପାରିବେନି ସମୀର ୱାଙ୍ଖେଡେ
ମୁମ୍ବାଇ : ସିବିଆଇ ରୁଜୁ କରିଥିବା ଲାଞ୍ଚ ଓ ଦୁର୍ନୀତି ମାମାଲରେ ଏନସିବିର ପୂର୍ବତନ ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖେଡେଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତା ୨୮ ତାରିଖ ଯାଏ ସିବିଆଇ ଗିରଫ କରିପାରିବ ନାହିଁ କିମ୍ବା ତାଙ୍କ ବିରୋଧରେ…
ମୁମ୍ବାଇ : ସିବିଆଇ ରୁଜୁ କରିଥିବା ଲାଞ୍ଚ ଓ ଦୁର୍ନୀତି ମାମାଲରେ ଏନସିବିର ପୂର୍ବତନ ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖେଡେଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତା ୨୮ ତାରିଖ ଯାଏ ସିବିଆଇ ଗିରଫ କରିପାରିବ ନାହିଁ କିମ୍ବା ତାଙ୍କ ବିରୋଧରେ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିହାରର ପାଟନାରେ ବିରୋଧୀ ଦଳର ବୈଠକ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୨୦୨୪ ମସିହାରେ ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଜମ୍ମୁରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ଅମିତ…
ୱାସିଂଟନ୍: ଗୁରୁବାର ରାତିରେ ହ୍ବାଇଟ୍ ହାଉସ୍ରେ ଆୟୋଜିତ ‘ଷ୍ଟେଟ୍ ଡିନର୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତ୍ରି ଭୋଜନ କରିଥିଲେ। ଏହି ଅବସରରେ, ସମବେତ ୪୦୦ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ…
ଗୌହାଟୀ : ଅବିଶ୍ରାନ୍ତ ବର୍ଷା ଯୋଗୁ ଆସାମରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ସମେତ ରାଜ୍ୟର ଏକାଧିକ…
ପାଟନା : ବିଜେପି ବିରୋଧରେ ଏକାଠି ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିବା ବିରୋଧୀ ଦଳ ଗୁଡ଼ିକ ଆଜି ବିହାରର ରାଜଧାନୀ ପାଟନାରେ ମହା ବୈଠକ କରିଛନ୍ତି। ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୧୭ଟି ଦଳର ନେତା ଯୋଗ ଦେଇଥିଲେ।…
ମୁମ୍ବାଇ : ବର୍ଷେ ତଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁ ବିଦ୍ରୋହ କରିଥିଲେ, ତାହା ବିଫଳ ହୋଇଥିଲେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା ଦେଇଥାଆନ୍ତେ। ବୁଧବାର ଏହା କହିଛନ୍ତି ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ତଥା ସିନ୍ଦେଙ୍କ ଏକାନ୍ତ…
ପାଟନା : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଯୋଗ ଦେବା ପାଇଁ ଆଜି ଠାରୁ ପାଟନାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ପାଟନାରେ ପହଞ୍ଚିବା ପରେ ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ…
ୱାସିଂଟନ୍: ପ୍ରଥମ ଥର ପାଇଁ ବୁଧବାର ଦିନ ଆମେରିକୀୟ ‘ରେଗୁଲେଟର୍’ମାନେ ପରୀକ୍ଷାଗାରରେ ପ୍ରାଣୀ ଜୀବକୋଷରୁ ପ୍ରସ୍ତୁତ କୁକୁଡ଼ା ମାଂସ ବା ‘ଚିକେନ୍’ ବିକ୍ରୟ ପାଇଁ ଅନୁମତି ଦେଇଛନ୍ତି। ଫଳତଃ, କାଲିଫର୍ଣ୍ଣିଆର ୨ଟି କମ୍ପାନି ଦେଶର ରେସ୍ତୋରାଁ ଏବଂ ସୁପର୍ମାର୍କେଟ୍କୁ ‘ଲ୍ୟାବ୍-ଗ୍ରୋନ୍’ ବା…
ଜୟପୁର: ଗତ କିଛି ଦିନ ହେବ ରାଜସ୍ଥାନର ଅଶୋକ ନଗର ପୁଲିସ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଆଜି ପୁଲିସ ଗିରଫ କରିଛି। ତେବେ ମୀନା ଗିରଫ ହେବା ପରେ ତାଙ୍କର ବହୁ…
ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ କଂଗ୍ରେସ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା…