ଏସି କ୍ୟାବିନରେ ବସି ଟ୍ରକ ଚଳାଇବେ ଡ୍ରାଇଭର୍, ନୀତିନ ଗଡ଼କରୀଙ୍କ ଘୋଷଣା

ନୂଆଦିଲ୍ଲୀ : ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର । ୨୦୨୫ରୁ ସମସ୍ତ ଟ୍ରକର କ୍ୟାବିନ୍ ଶୀତତାପ ନିୟନ୍ତ୍ରିତ ହେବା ବାଧ୍ୟତାମୂଳକ ହେବ । ଏହା ଫଳରେ ପ୍ରବଳ ଖରାରେ ଗାଡ଼ି ଚଳାଉଥିବା ଟ୍ରକ୍ ଡ୍ରାଇଭରଙ୍କୁ ଆଶ୍ବସ୍ତି ମିଳିବ । ଦୀର୍ଘ…

ବଜରଙ୍ଗବାଲୀ ଭଗବାନ ନୁହନ୍ତି କହି ପୁଣି ବିବାଦରେ ସଂଳାପକାର ମନୋଜ

ମୁମ୍ବାଇ : ପୁଣି ବିବାଦରେ ଫିଲ୍ମ ଆଦିପୁରୁଷର ଡାଏଲଗ ଲେଖିଥିବା ମନୋଜ ମୁନ୍ତାଶିର। ଆଦିପୁରୁଷ ଫିଲ୍ମରେ ସେ ବିଭିନ୍ନ ଚରିତ୍ର ପାଇଁ ଲେଖିଥିବା ଡାଏଲଗକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ମନୋଜଙ୍କ ଆଉ ଏକ ବୟାନ ସାମ୍ନାକୁ ଆସିଛି। ସେ…

ଆଶ୍ରମରେ ଅନାଥ ନାବାଳିକାଙ୍କୁ ମାସ ମାସ ଧରି ଦୁଷ୍କର୍ମ କରୁଥିବା ସାଧୁ ଗିରଫ

ହାଇଦ୍ରାବାଦ: ଜନୈକା ଅନାଥ ୧୫ ବର୍ଷୀୟା ନାବାଳିକାଙ୍କୁ ଆଶ୍ରମରେ ଅନେକ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶର ଜଣେ ସାଧୁ ସୋମବାର ରାତିରେ ଗିରଫ ହୋଇଛନ୍ତି। ବିଶାଖାପାଟଣାର ଭେଙ୍କୋଜିସ୍ଥିତ ଜ୍ଞାନନନ୍ଦ ଆଶ୍ରମର ପ୍ରଶାସକ ପୂର୍ଣ୍ଣାନନ୍ଦ ସରସ୍ୱତୀଙ୍କୁ ବିଜୟୱାଡ଼ାରେ ଜଣେ ନାବାଳିକାଙ୍କ…

ମୋଦିଙ୍କ ଆମେରିକା ଗସ୍ତ ଆରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ସମୟରେ ତାଙ୍କୁ ପ୍ରଥମଥର ହ୍ୱାଇଟହାଉସ୍‌ରେ ଆତିଥ୍ୟ ପ୍ରଦାନ କରାଯିବ। ଏହି ଐତିହାସିକ ଗସ୍ତ ଓ ଭେଟଘାଟ ପୂର୍ବରୁ ଆମେରିକା ସହ ଭାରତର ସମ୍ପର୍କକୁ ନେଇ ବଡ଼…

ଭାରତରେ ପ୍ରସ୍ତୁତ ୭ କଫ୍ ସିରପକୁ ନିଷିଦ୍ଧ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ସମଗ୍ର ବିଶ୍ୱରେ ୩୦୦ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ୍ ସିରପକୁ ଦାୟୀ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଫଳରେ ଭାରତରେ ପ୍ରସ୍ତୁତ ୭ଟି କଫ ସିରପ (କାଶ…

ପଞ୍ଜାବ ବିଧାନସଭାରେ ଶିଖ ଗୁରୁଦ୍ୱାରସ(ସଂଶୋଧିତ) ବିଲ୍‌ ୨୦୨୩ ଗୃହୀତ

ଚଣ୍ଡୀଗଡ଼ : ଗୁରୁବାଣୀ ସମସ୍ତଙ୍କ ପାଇଁ ଓ ସମସ୍ତେ ଏହାକୁ ମାଗଣାରେ ଶୁଣି ପାରିବେ ଏବଂ ଦେଖିପାରିବେ। ଲୋକମାନେ ନିଜ ପସନ୍ଦର ଚ୍ୟାନେଲରେ ଗୁରୁବାଣୀର ସିଧାପ୍ରସାରଣର ଦୃଶ୍ୟ ଦେଖିବାକୁ ସକ୍ଷମ ହେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି। ଆଜି…

ଅହମ୍ମଦାବାଦ ରଥଯାତ୍ରା ବେଳେ ଅଘଟଣ ; କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ୧ ମୃତ, ୨୪ ଆହତ

ଅହମ୍ମଦାବାଦ : ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁଜରାଟର ଅହମ୍ମଦାବାଦ ଉତ୍ସବମୁଖର ଥିବାବେଳେ ସେଠାରେ ଏକ ଅଘଟଣ ଘଟିଛି । ରଥ ଯାଉଥିବା ରାସ୍ତା ନିକଟରେ ଥିବା ଏକ କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ ଆହୁରି କିଛି ଲୋକ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେଉଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ ଗଲେ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲୋକମାନେ ପ୍ରବଳ ଖରା ଯୋଗୁ ଅସୁସ୍ଥ ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ମୌସୁମୀ ଠିକଣା ସମୟରେ ଆସି ନଥିବାରୁ ଲୋକମାନେ ଖରା ମାଡ଼ରେ ଡହଳ ବିକଳ…

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଛତିଶଗଡ଼ବାସୀଙ୍କର ମଧ୍ୟ ଆରାଧ୍ୟ ଦେବତା: ବଘେଲ

ରାୟପୁର: ଭକ୍ତ ଓ ଭଗବାନଙ୍କର ମହା ମିଳନର ମହାନ ପର୍ବ ରଥଯାତ୍ରା ସ୍ଥାନୀୟ ଗାୟତ୍ରୀନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ଏଠାରେ ଉପସ୍ଥିତ ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି…

ଏଲନ ମସ୍କଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ : ଐତିହାସିକ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବିଶ୍ୱର ୧ନଂ ଧନୀ ତଥା ଟେସଲା ଓ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ। ମସ୍କ ଟ୍ୱିଟର କିଣିବା ପରେ ମୋଦି ତାଙ୍କୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି।…