ପାକିସ୍ତାନର ପଞ୍ଜାବରେ ପରମାଣୁ କାରଖାନା ସ୍ଥାପନ କରିବ ଚୀନ୍
ଇସ୍ଲାମାବାଦ: ଚୀନ୍ ପାକିସ୍ତାନର ପଞ୍ଜାବରେ ଏକ ପରମାଣୁ କାରଖାନା ସ୍ଥାପନ କରିବ ବୋଲି ପାକ୍ ସରକାର ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି। ଦୁଇ ସର୍ବକାଳୀନ ସହଯୋଗୀ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧିର ସଙ୍କେତ ସ୍ୱରୂପ ଚୀନ୍ ଏହି ୧୨୦୦ ମେଗାୱାଟ୍…
