ଜାତିସଂଘର ମୁଖ୍ୟାଳୟରେ ଯୋଗାଭ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଜାତିସଂଘର ମୁଖ୍ୟାଳୟରେ ଯୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୩ ଦିନିଆ ଐତିହାସିକ ଆମେରିକା ଗସ୍ତରେ ରହିଛନ୍ତି। ଆମେରିକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ଲୋଟି ନ୍ୟୁୟର୍କ ପାଲେସ୍ ହୋଟେଲ୍’ରେ ଏଲନ୍ ମସ୍କ୍ଙ୍କୁ ଭେଟିଥିଲେ।…
