ଜୟରାମ ରମେଶଙ୍କ ଗୀତାପ୍ରେସ ବୟାନକୁ ନାପସନ୍ଦ କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା
ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଔପଚାରିକ ଭାବେ ଘୋଷଣା କରାଯାଇଥିଲା। ଗାନ୍ଧୀ…
