ଟ୍ରେନମ୍ୟାନ ଆପ ବିକ୍ରି ହେଲେ ବି ଆମ ବ୍ୟବସାୟକୁ କୌଣସି ଚ୍ୟାଲେଞ୍ଜ ସୃଷ୍ଟି କରିବ ନାହିଁ: ଆଇଆରସିଟିସି
ନୂଆଦିଲ୍ଲୀ: ନିକଟରେ, ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ର ଅଂଶ ଆଦାନି ଡିଜିଟାଲ୍ ଲ୍ୟାବ୍ସ ଟ୍ରେନ୍ ଟିକଟ ବୁକିଂ କରୁଥିବା ସଂସ୍ଥା ଟ୍ରେନମ୍ୟାନକୁ କିଣିବା ଲାଗି ସହମତ ହୋଇଛି। ତେବେ ଏନେଇ ଜଣାପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ…
