June 2023

ପୁରୀ ରଥଯାତ୍ରା ପାଇଁ ଗାଡ଼ି ପାର୍କିଂ

ପୁରୀ : ପୁରୀ ରଥଯାତ୍ରାକୁ ଯଦି ଯାଉଛନ୍ତି କେମିତି ଯିବେ । କେଉଁଠି ଗାଡ଼ି ପାର୍କିଂ କରିବେ । ଏଥିପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ୍‌ କରାଯାଇଛି। ଆଜି ମଧ୍ୟରାତ୍ରରୁ ୨୧ ତାରିଖ ଯାଏଁ ଲାଗୁ ହେବ। ଭୁବନେଶ୍ୱର ଓ କୋଣାର୍କ ପଟୁ…

ବିବାଦରେ ‘ଆଦିପୁରୁଷ’, ମନୋଜଙ୍କୁ ସୁରକ୍ଷା ଯୋଗାଇଲା ପୁଲିସ

ମୁମ୍ବାଇ : ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ବଢୁଥିବା ବେଳେ ଏହାର ସଂଳାପ ଲେଖକ ମନୋଜ ମୁନ୍ତଶିର ଶୁକ୍ଳାଙ୍କ ମୁମ୍ବାଇ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ତାଙ୍କ ଜୀବନ ପ୍ରତି ବିପଦ ଅଛି କହି ସୁରକ୍ଷା ଯୋଗାଇ ଦେବାକୁ ମନୋଜ ମନ୍ତଶିର…

ଯନ୍ତ୍ରୀଙ୍କ ପରକୀୟା ପ୍ରୀତି, ଅଧରାତିରେ ପହଞ୍ଚି ଗଲେ ସ୍ତ୍ରୀ

ଉଦଳା: ଯନ୍ତ୍ରୀଙ୍କ ରୋମିଓଗିରି ପଦାରେ ପଡ଼ିଛି। ନିଜ ସ୍ତ୍ରୀ ଥାଇ ବି ଅନ୍ୟ ଜଣେ ଯୁବତୀଙ୍କ ସହିତ ରାତି ବିତାଇବା ମହଙ୍ଗା ପଡ଼ିଛି। ଇଂଜିନିୟର ସ୍ବାମୀ ପରକୀୟା ପ୍ରୀତିରେ ମାତିଥିବା ବେଳେ ସଂପର୍କୀୟଙ୍କ ସହିତ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଫଳରେ…

କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ: ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ସେ ହାରି ଯାଇଥିଲେ। ପୂର୍ବରୁ ବିଜେପିରେ ଥିବା ଜଗଦୀଶ ଶେଟ୍ଟାରଙ୍କୁ ବିଧାନସଭା ନିର୍ବାଚନ…

ପଞ୍ଚଭୂତରେ ବିଲୀନ ହେଲେ ଡେପୁଟି ରେଞ୍ଜର

ରାଇରଙ୍ଗପୁର: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ନିଜ ପ୍ରିୟଜନର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଗାଁଟା ସାରା ସମସ୍ତଙ୍କ ଆଖିରେ ଲୁହ। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଟିଙ୍ଗିରିଆ ଗ୍ରାମର…

ନୀତୀଶ କୁମାରଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଜୀତନ ରାମଙ୍କ ଦଳ

ପାଟନା : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରରୁ ଆଜି ସମର୍ଥନ ପ୍ରତ୍ୟାହାର କରି ନେଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝୀଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)। ଜୀତନ ରାମଙ୍କ ପୁଅ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଆଜିଠୁ ଜଙ୍ଗଲକୁ ସୁରକ୍ଷା ଦେବେ ନାହିଁ ବନ କର୍ମଚାରୀ, ୫ ଦଫା ଦାବି

ଆଜିଠୁ ଜଙ୍ଗଲକୁ ସୁରକ୍ଷା ଦେବେ ନାହିଁ ବନ କର୍ମଚାରୀ । ଏହି ନିଷ୍ପତି ନେଇଛି ଓଡ଼ିଶା ଅଣ ଗେଜେଟଡ ବନ କର୍ମଚାରୀ ସଂଘ । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜଙ୍ଗଲ ସୁରକ୍ଷା କାମରେ ଯୋଗ ନଦେଇ ପ୍ରତୀକ…

ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ, ଠିକାଦାର ମୃତ

ଟାଙ୍ଗୀ: ଗୁଳି ମାଡ଼ରେ ଠିକାଦାର ମୃତ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ । ମୃତକ ହେଲେ ଠିକାଦାର ରମେଶ ରାଉତ । ନିଜ ଘର ରାଧାମୋହନପୁରକୁ ଫେରୁଥିବା ବେଳେ ଘଟିଛି ଗୁଳିକାଣ୍ଡ । ଏକ…

୪୦ ଡିଗ୍ରି ଉପରେ ରାଜ୍ୟର ୨୨ ସହର; ୪୬ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ତାତିରୁ ନିସ୍ତାର ନାହିଁ। ଲୋକେ ପ୍ରବଳ ଖରା ଯୋଗୁଁ ଗରମରେ ଛଟପଟ ହେଉଛନ୍ତି। ଅତି ଆବଶ୍ୟକ ନହେଲେ ବାହାରକୁ ଯିବା ପାଇଁ ମନ ହେଉନାହିଁ। ଫଳରେ…

ରଥଯାତ୍ରା ଲାଗି ପୁରୀରେ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି

ପୁରୀ: ଆସନ୍ତା ମଙ୍ଗଳବାର ଦିନ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ। ଏହାକୁ ଆଖି ଆଗରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଭକ୍ତଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ଆଜି ପୁରୀଠାରେ ଅତିରିକ୍ତ ଡିଜି ଅମିତାଭ ଠାକୁର…