ମାଙ୍କଡ଼ କାମୁଡାରେ ୫ ଏନ୍ଡିଆରଏଫ୍ ଯବାନ ଆହତ
କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ୩ୟ ବାଟାଲିୟନ ପରିସରରେ ଦୁଇଦିନ ହେବ ମାଙ୍କଡ଼ ଆତଙ୍କ ଦେଖା ଦେଇଛି। ଗୋଟିଏ ମାଙ୍କଡ଼ ୫ ଜଣ ଏନ୍ଡିଆରଏଫ ଯବାନଙ୍କୁ କାମୁଡ଼ି ଥିବା ଅଭିଯୋଗ ହୋଇଛି। ଆହତ ଯବାନ ମାନଙ୍କର ଚିକିତ୍ସା ଚାଲିଛି। ଆକ୍ରମଣ କରିଥିବା…
କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ୩ୟ ବାଟାଲିୟନ ପରିସରରେ ଦୁଇଦିନ ହେବ ମାଙ୍କଡ଼ ଆତଙ୍କ ଦେଖା ଦେଇଛି। ଗୋଟିଏ ମାଙ୍କଡ଼ ୫ ଜଣ ଏନ୍ଡିଆରଏଫ ଯବାନଙ୍କୁ କାମୁଡ଼ି ଥିବା ଅଭିଯୋଗ ହୋଇଛି। ଆହତ ଯବାନ ମାନଙ୍କର ଚିକିତ୍ସା ଚାଲିଛି। ଆକ୍ରମଣ କରିଥିବା…
ବାଲେଶ୍ୱର: ମଝି ସମୁଦ୍ରରେ ବୋଟ ଓଲଟି ଜଣେ ମୃତ। ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୬ ଧୀବର। ବାଲେଶ୍ୱର ଜିଲ୍ଲା କଷାଫଳ ମୁହାଣରେ ଅଘଟଣ। ଗଭୀର ସମୁଦ୍ରରୁ ଧୀବରମାନେ ମାଛ ମାରି ଫେରୁ ଥିବା ବେଳେ ଉଚ୍ଚ ଜୁଆର ଯୋଗୁଁ ଡଙ୍ଗା ବୁଡ଼ିଯାଇଥିଲା।…
ପୁରୀ: ଗୁଣ୍ଡିଚା ଯାତ୍ରା ଦିନ କିଭଳି ଶୃଙ୍ଖଳିତ ଭାବେ ଟଣାଯିବ ରଥ । ତା ପୂର୍ବରୁ ଚାଲିଛି ମକଡ୍ରିଲ୍। ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣା ମକଡ୍ରିଲ କରାଯାଇଛି । ତିନି ରଥର ସୁରକ୍ଷା, ରଥର ଇନର୍ ଓ…
କଟକ : ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ରବିବାର ଦିନ ପୁଣି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପଲତୁ ନସ୍କାର। ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ। ସେ ସେଣ୍ଟ୍ରାଲ ଆଇସିୟୁ…
ବଲାଙ୍ଗିର: ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରୀତି । କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ । ବଲାଙ୍ଗିର ଏସ୍ପି ଋଷିକେଶ ଖିଲାରୀ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଗତ ୧୬ତାରିଖ ତାରିଖରେ ହତିଶାଲ ପଡାରେ ମଞ୍ଜିତ ପ୍ରେମିକାଙ୍କ…
ବ୍ରହ୍ମପୁର: ଦୀର୍ଘ ଦିନ ହେଲା ବ୍ରହ୍ମପୁର ସହରରେ ଚାଲିଥିଲା ରନ୍ଧନ ଗ୍ୟାସ କେଳେଙ୍କାରୀ । ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜିଏ ରୁ ଦୁଇ କେଜି କରାଯାଉଥିଲା ଗାଏବ । ଏହି ଘଟଣାର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଉପକଣ୍ଠ…
କଟକ: ଅଜଣା ଯୁବତୀଙ୍କ ସହ ଚାଟିଂ କରି ସର୍ବସ୍ବାନ୍ତ ହେଲେ ବୃଦ୍ଧ। ସାଇବର ଠକେଇର ଶିକାର ହେଲେ କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ବୃଦ୍ଧ। ବୃଦ୍ଧଙ୍କ ଠାରୁ ୨୦ ଲକ୍ଷ ୬୨…
ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କବାଟଘାଟି ଗାଁରେ ଗତ ୧୪ ତାରିଖ ରାତିରେ ଡବଲ ମର୍ଡର ଘଟଣାକୁ ୭୨ ଘଣ୍ଟା ବିତିଛି କି ନାହିଁ ପୁଣି ରାଇବଣିଆ ପଞ୍ଚାୟତ ରୁପାଦିଘୀ ଗାଁରେ ଆଜି ଆଉ ଏକ ହତ୍ୟାକାଣ୍ଡ…
କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ପୋଲିସ । ଅଭିଯୁକ୍ତ ଶିକାରୀକୁ ଧରିବାକୁ ପୋଲିସ ପକ୍ଷରୁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ଗାଁରେ ରେଡ ଚାଲିଛି । ଏ ପର୍ଯ୍ୟନ୍ତ ୧୦ ଜଣକୁ ଅଟକ ରଖିଛି…
ପୁରୀ : ଚଳିତବର୍ଷ ରଥଯାତ୍ରାରେ ଯାତ୍ରୀ ପରିବହନକୁ ସୁଗମ ତଥା ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର, କୋଣାର୍କ ପାର୍ଶ୍ବରୁ…