ଭୀଷଣ ଗ୍ରୀଷ୍ମ ପ୍ରବାହ: ଉତ୍ତର ପ୍ରଦେଶ ଓ ବିହାରରେ ୯୮ ଜଣଙ୍କ ମୃତ୍ୟୁ
ପାଟନା : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ଗତ ତିନି ଦିନରେ ୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ୯୮ ଜଣଙ୍କ ମଧ୍ୟରୁ ୫୪…
ପାଟନା : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ଗତ ତିନି ଦିନରେ ୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ୯୮ ଜଣଙ୍କ ମଧ୍ୟରୁ ୫୪…
ଲଣ୍ଡନ: ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନର ଜଣେ ଭାରତୀୟ ଛାତ୍ରଙ୍କୁ ୬ ବର୍ଷ ନଅ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ୨୦ ବର୍ଷର ଛାତ୍ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ପୁଲିସର ସୂଚନାନୁସାରେ, କୋର୍ଟରେ ଉପସ୍ଥାପିତ ପ୍ରମାଣ ଆଧାରରେ…
ଭୁବନେଶ୍ବର : ଜୁନ୍ ଅଧା ବିତିଯାଇଥିଲେ ମଧ୍ୟ ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଚାଲିଛି। ଜୁନ୍ ୧୫ ସୁଦ୍ଧା ମୌସୁମୀ ସମଗ୍ର ଦକ୍ଷିଣ ଉପଦ୍ୱୀପ, ବିହାର, ଝାଡ଼ଖଣ୍ଡର କିଛି ଅଂଶ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ର ଅଧିକାଂଶ ଅଞ୍ଚଳକୁ ଅତିକ୍ରମ…
ନୂଆଦିଲ୍ଲୀ: ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଦାଚେପଲ୍ଲୀ ରବିନ୍ଦେର ଶନିବାର ଏସିବି (ଆଣ୍ଟି କରପସନ ବ୍ୟୁରୋ) ହାତରେ ଧରାପଡିଛନ୍ତି। ଏକ ଏଜୁକେଶନାଲ ସୋସାଇଟିର ଜଣେ ସଭ୍ୟଙ୍କ ନିକଟରୁ ପରୀକ୍ଷା କେନ୍ଦ୍ର ମଞ୍ଜୁରକୁ ନେଇ ସେ…
ନୂଆଦିଲ୍ଲୀ: ଯାତ୍ରୀବାହି ଏକ୍ସପ୍ରେସ୍ ଟ୍ରେନ୍ ଯିବା ପରେ ତରଳି ବଙ୍କା ହୋଇଗଲା ରେଳ ଲାଇନ୍। ଉତ୍ତରପ୍ରଦେଶରର ଲକ୍ଷ୍ନୌ ଅନ୍ତର୍ଗତ ନିଗୋହନ ରେଳ ଷ୍ଟେଶନରେ ଏହି ଅଘଟଣ ଘଟିଥିବା ବେଳେ ସୌଭାଗ୍ୟକୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଏଡ଼ାଇ ହୋଇଯାଇଛି। ଶନିବାର ଘଟଣା…
ନୂଆଦିଲ୍ଲୀ : ପ୍ରକାଶ ପାଇଛି ଜେଇଇ ଆଡଭାନସଡ ରେଜଲ୍ଟ। ଏଥିରେ ୧୦୦ ପ୍ରତିଶତ ନମ୍ବର ରଖି ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି । ଯେତେବେଳେ କି ୫୬ ରାଙ୍କରେ ଥିବା ଏନ୍ଏନ୍ ଭାଭ୍ୟଶ୍ରୀ ମହିଳାଙ୍କ ବର୍ଗରେ ଟପ୍ର ହୋଇଛନ୍ତି। ଚଳିତବର୍ଷ ୧ ଲକ୍ଷ ୮୦ ହଜାର…
ରାଉରକେଲା : ସେପଟେ ଭୟାନକ ରୂପ ଧାରଣ କରିଛି ମଣିପୁର ହିଂସା। ହେଲେ, ଏପଟେ ରାଉରକେଲାରେ ଚାଲିଥିବା ୧୩ତମ କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ମଣିପୁରର ଖେଳାଳି। ଏତିକି ନୁହେଁ, ମାସକ ପୂର୍ବେ ମଣିପୁର ଦଳ ନିଜର…
ମଦୁରାଇ: ପରିମଳ ଘଟଣାରେ ଜଣେ ‘ଡିଏମ୍କେ’ ନେତାଙ୍କୁ ‘ଟୁଇଟର୍’ରେ ସମାଲୋଚନା କରିଥିବା ତାମିଲନାଡୁ ରାଜ୍ୟ ‘ବିଜେପି’ ସମ୍ପାଦକ ଏସ୍. ଜି. ସୂର୍ଯ୍ୟଙ୍କୁ ଶୁକ୍ରବାର ରାତିରେ ମଦୁରାଇ ପୁଲିସ ଗିରଫ କରିଛି। ଉକ୍ତ ଟୁଇଟ୍ ପୋଷ୍ଟ୍ରେ ସୂର୍ଯ୍ୟ ‘କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ’ର…
ମେରିଲାଣ୍ଡ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଆଗରୁ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରଶଂସକ ନିଜ କାର୍ରେ ‘ଏନ୍ମୋଦୀ’ ଲେଖାଥିବା ନମ୍ବର ପ୍ଲେଟ୍ ଲଗାଇଛନ୍ତି। ଆମେରିକାର ମେରିଲାଣ୍ଡ୍ରେ ବାସ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଘବେନ୍ଦ୍ର ନାମକ ଏହି ପ୍ରଶଂସକ କହିଛନ୍ତି ଯେ,…
କୋଲକାତା: ପଶ୍ଚିମବଙ୍ଗର କୁଚବିହାରଠାରେ କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ କାର ଉପରେ ଆକ୍ରମଣ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଟିଏମସି ସମର୍ଥକମାନେ ତାଙ୍କ ଗାଡି ଉପରେ ଆକ୍ରମଣ କରିଛନ୍ତି | ପୁଲିସ ଉପସ୍ଥିତିରେ ଏଭଳି ଆକ୍ରମଣ ହୋଇଥିବାରୁ ଏଥିରେ…