ସ୍ୱାଧୀନତା ସମୟରେ ନେତାଜୀ ଜୀବିତ ଥିଲେ ଭାରତର ଵିଭାଜନ ହୋଇନଥାନ୍ତା, ଜିନ୍ନା ବି ନେତାଜୀଙ୍କୁ ସ୍ୱୀକାର କରିଥିଲେ: ଡୋଭାଲ

ନୂଆଦିଲ୍ଲୀ: ‘ସ୍ୱାଧୀନତା ସମୟରେ ଯଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥାନ୍ତେ, ତେବେ ଭାରତ ବିଭାଜିତ ହୋଇନଥାନ୍ତା’। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ (ଏନଏସଏ ଅଜିତ ଡୋଭାଲ) ଶନିବାର ଆସୋସିଏଟେଡ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍…

ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳିଚାଳନା କଲେ ଆତଙ୍କବାଦୀ, ୪୦ରୁ ଅଧିକଙ୍କର ମୃତ୍ୟୁ

କାମ୍ପାଲା: ଉଗାଣ୍ଡାର ଏକ ସ୍କୁଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି | ଆଉ ଏହି ଆକ୍ରମଣରେ ୪୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଆଇଏସଆଇଏସ ସହ ଜଡିତ ଏଡିଏଫ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ହୋଇଥିବାବେଳେ…

ଆକାଉଣ୍ଟକୁ ଲକ କରି ଦେଇଥିଲା ଫେସବୁକ, ଏବେ ଗଣିଲା ୪୧ ଲକ୍ଷ ଫାଇନ୍‌

ନୂଆଦିଲ୍ଲୀ : ବିନା କାରଣରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଲକ୍‌ କରିବା ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌କୁ ମହଙ୍ଗା ପଡ଼ିଛି। ଆମେରିକାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଲକ୍‌ କରି ଦେଇଥିବାରୁ ଫେସବୁକ ୪୧ ଲକ୍ଷ ଟଙ୍କାର ଫାଇନ ଦେଇଛି। ଫେସବୁକ…

ବଦଳିଲା ନେହରୁ ମ୍ୟୁଜିୟମର ନାଁ, ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀର ନାଁକୁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଏହାର ନାଁ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀ ରଖାଯାଇଛି। ଏହି ନାଁ ବଦଳକ ଘଟଣାକୁ…

ଜବରଦଖଲ ଉଚ୍ଛେଦ ବେଳେ ଟେକାପଥର ମାଡ଼; ଜଣେ ମୃତ, ୫ ପୁଲିସ କର୍ମଚାରୀ ଆହତ

ଜୁନାଗଡ଼: ଜବରଦଖଲ ଉଚ୍ଛେଦ ବେଳେ ପ୍ରଶାସନିକ ଟିମ୍‌ ସହ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଲୋକଙ୍କ ଟେକାପଥର ମାଡ଼ରେ ଶୃଙ୍ଖଳାରକ୍ଷା ନିମନ୍ତେ ମୁତୟନ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗୁଜୁରାଟର ଜୁନାଗଡ଼ ଅଞ୍ଚଳରେ ଗତରାତିରେ ଏହି…

ଜିତନ ରାମ ମାଞ୍ଝୀ ମହାଗଠବନ୍ଧନର ଗୁଇନ୍ଦାଗିରି କରୁଥିବା କହିଲେ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ପାର୍ଟିର ମୁଖ୍ୟ ଜିତନ ରାମ ମାଞ୍ଝୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେପି ପାଇଁ ମାଞ୍ଝୀ ମହାଗଠବନ୍ଧନରେ ଥିବା ଦଳଗୁଡ଼ିକ ଗୁଇନ୍ଦାଗିରି କରୁଥିଲେ। ମହାଗଠବନ୍ଧନରୁ ସେ ବାହାରିଯିବା…

ବୁର୍ଖା ଖୋଲିବା ପରେ ପରୀକ୍ଷା ଦେବାକୁ ମିଳିଲା ଅନୁମତି; ବିବାଦରେ ମନ୍ତ୍ରୀଙ୍କ ମନ୍ତବ୍ୟ

ହାଇଦ୍ରାବାଦ : ହାଇଦ୍ରାବାଦର କେଭି ରଙ୍ଗା ରେଡ୍ଡୀ ଡିଗ୍ରୀ କଲେଜକୁ ଶୁକ୍ରବାର କିଛି ମୁସ୍‌ଲିମ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ସେମାନେ ସମସ୍ତେ ବୁର୍ଖା ପିନ୍ଧିଥିଲେ। ତେଣୁ ସେମାନଙ୍କୁ ପରୀକ୍ଷା ହଲ୍‌କୁ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ସେମାନଙ୍କୁ ବୁର୍ଖା…

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିଶନ

କୋଲକାତା : ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିଶନ। ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ଆଲୋଚନାର ବିଷୟ ହୋଇଛି। ସୂଚନା ମୁତାବକ…

ବାହାନଗା ଟ୍ରେନ ଦୁର୍ଘଟଣା: ଏସ୍‌ସିବିରେ ଗଲା ଆଉ ଜଣଙ୍କ ଜୀବନ, ମୃତକଙ୍କ ସଂଖା ୨୯୧କୁ ବୃଦ୍ଧି

କଟକ: ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ…

ରେଲୱେ ବ୍ରିଜ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼ : ସଇଁନ୍ତଲା ଥାନା କମରଲଗା ଗାଁ ଲାଂଥ ନଦୀ ରେଲୱେ ବ୍ରିଜ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନରୁ ଖସି ମୃତ୍ୟୁ ହୋଇ ଥିବା ଆଶଙ୍କା କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା…