ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି
ପୁରୀ: ଆଜି ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ବନକ ଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି…
ପୁରୀ: ଆଜି ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ବନକ ଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି…
କରଞ୍ଜିଆ: ଶିକାରୀ ଗୁଳିରେ ଫରେଷ୍ଟର ମୃତ । ଶିମିଳିପାଳରେ ପୁଣି ମାତିଲେ ଶିକାରୀ । ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ମୃତ । ପାଟ୍ରୋଲିଂ ବେଳେ ଗୁଳି କରିଥିଲେ ଶିକାରୀ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆଯାଇଥିଲା…
ଭୁବନେଶ୍ୱର: ଜଳୁଛି ଓଡ଼ିଶା । ଭୀଷଣ ଗ୍ରୀଷ୍ମ ପ୍ରବାହ । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ସିଭିୟର ହିଟ୍େଓ୍ଵଭ୍ ନେଇ ଆଜି ପାଇଁ ପଶ୍ଚିମ ଓଡ଼ିଶାର…
ବାଙ୍ଗିରିପୋଷି: ରାଇଆଁ ଗାଁରେ କଙ୍ଗାରୁ କୋର୍ଟ । ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧା, ଚାପୁଡା ଯିଏ ଯେମିତି ପାରିଲା ମାରିଲା । ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି…
ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ସାଇଁକୁଳ ନୂଆ ସାହିରେ ପୁଅ ଆକ୍ରମଣରେ ମା’ ମୃତ। ମଦ ପିଇବାକୁ ନେଇ ବଚସା ପରେ ପୁଅ କରିଥିଲା ଆକ୍ରମଣ। ଘଟଣାରେ ମୃତ ମହିଳା ମନ୍ଦିରା ନାଇକ ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରହିଛି ।
ପୁରୀ: ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କ ବିଶ୍ୱାସ ସହ ଖେଳ । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ପ୍ରସ୍ତୁତ ହେଉଛି ନକଲି ଅବଢ଼ା ।ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି। ଚୋରଘର…
ରାଜ୍ୟର ସମସ୍ତ ଅଧିବାସୀଙ୍କ ପୂରଣ ହେବ `ପକ୍କା ଘର ସ୍ବପ୍ନ। ଆଜିଠୁ ଆରମ୍ଭ ହେଉଛି `ମୋ ଘର’ ଆବେଦନ ପ୍ରକ୍ରିୟା । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ କରୁଛନ୍ତି। ଓ୍ବେବସାଇଟରେ…
ଚେନ୍ନାଇ: ତାମିଲନାଡ଼ୁରେ ଷ୍ଟାଲିନ ସରକାରରେ ମନ୍ତ୍ରୀ ଥିବା ସେନ୍ଥିଲ ବାଲାଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ କେନ୍ଦ୍ର ସରକାର ଏବଂ ଡିଏମକେ ମଧ୍ୟରେ ବୟାନ ଯୁଦ୍ଧ ଜାରି ରହିଛି। ଅନ୍ୟପଟେ ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା କେ ପୋନୁମୁଡି ଆଜି…
ବାଲି ଚୋରା ଚାଲାଣ ବେଳେ ବାଧା ଦେବାରୁ ଜଣେ ପୁଲିସ କନଷ୍ଟେବଲଙ୍କୁ ଟ୍ରକ୍ରେ ଚାପି ହତ୍ୟା କରାଯାଇଛି। ଘଟଣାଟି ଘଟିଛି କର୍ଣ୍ଣାଟକାର କାଲାବୁର୍ଗି ଜିଲ୍ଲାରେ। ମୃତ କନଷ୍ଟେବଲଙ୍କ ନାଁ ଏମ୍ ଚୌହାନ। ତାଙ୍କୁ ୫୧ ବର୍ଷ ହୋଇଥିଲା। ସେ ହେଡ୍ କନଷ୍ଟେବଲ…
କେନ୍ଦ୍ରାପଡ଼ା: ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ସ୍ତ୍ରୀ ରିଦ୍ଧି ରାୟଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୪…