ଥରକେ ମହାକାଶକୁ ୪୧ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ନୂଆ ରେକର୍ଡ କଲା ଚୀନ୍‌

ବେଜିଙ୍ଗ୍: ଗୁରୁବାର ଦିନ ଏକକ ଅଭିଯାନରେ ମହାକାଶକୁ ୪୧ଟି ସାଟେଲାଇଟ୍‌ (କୃତ୍ରିମ ଉପଗ୍ରହ) ଉତ୍‌କ୍ଷେପଣ କରି ଚୀନ୍‌ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିବା କଥା ନିଉଜ୍‌ ଏଜେନ୍‌ସି ‘ସିନ୍‌ହୁଆ’ ରିପୋର୍ଟ କରିଛି। ସ୍ଥାନୀୟ ସମୟ ଅପରାହ୍ଣ ୧.୩୦ରେ ସାନିସି ପ୍ରଦେଶ…

ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି

କଟକ: ବାଲେଶ୍ଵର ଟ୍ରେନ ଦୃର୍ଘଟଣାରେ ପୁଣି ଆଖି ବୁଜିଲେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି। କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି । ମୃତକ ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିଲା। ମୃତକଙ୍କ ନାମ…

ପାର୍କିଙ୍ଗ୍‌ ଜରିମାନାରୁ ନିସ୍ତାର ପାଇବାକୁ ଆପାର୍ଟମେଣ୍ଟ୍‌ ଛାତରେ ଭ୍ୟାନ୍‌ ରଖିଲେ ବ୍ୟକ୍ତି

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ପାର୍କିଙ୍ଗ୍‌ କରି ଥରକୁ ଥର ଜରିମାନା ଗଣି ହତାଶ ହୋଇଯାଇଥିବା ତାଇୱାନ୍‌ ଅନ୍ତର୍ଗତ ତାଇଚୁଙ୍ଗ୍‌ର ଜଣେ ବ୍ୟକ୍ତି ଆପାର୍ଟମେଣ୍ଟ୍‌ ଛାତ ଉପରେ ଦୁଇଟିଯାକ ଭ୍ୟାନ୍‌ ରଖି ସମ୍ପ୍ରତି ଚର୍ଚ୍ଚିତ ହୋଇଥିବା କଥା ‘ତାଇୱାନ୍‌ ନିଉଜ୍‌’ ରିପୋର୍ଟ କରିଛି।…

କେନ୍ଦ୍ର ସରକାର ‘ଧର୍ମଗୁରୁ’ମାନଙ୍କୁ ରାଜନୀତିକୁ ଆଣି ହଙ୍ଗାମା କରୁଛନ୍ତି: ‘କେସିଆର୍‌’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜନୀତିରେ ଧର୍ମଗୁରୁମାନଙ୍କୁ ସମ୍ପୃକ୍ତ କରାଇ ହଙ୍ଗାମା କରୁଛନ୍ତି ବୋଲି ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଭିଯୋଗ କରିଛନ୍ତି। ‘ଲ’ କମିସନ୍‌’ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ (ୟୁସିସି) ଉପରେ ଧାର୍ମିକ ସଙ୍ଗଠନଗୁଡ଼ିକର ମତ ଲୋଡ଼ିବାରୁ…

ପୂର୍ବତନ ସ୍ପେଶାଲ ପୁଲିସ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା

ଚେନ୍ନାଇ: କନିଷ୍ଠ ମହିଳା ପୁଲିସ ଅଧିକାରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ମାମଲାରେ ଆଜି ତାମିଲ୍‌ନାଡୁର ପୂର୍ବତନ ପୁଲିସ ମହାନିର୍ଦେଶକ ରାଜେଶ ଦାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ୨୦୨୧ ଫେବ୍ରୁଆରିରେ ଉକ୍ତ କନିଷ୍ଠ ମହିଳା…

ଫୋନ୍‌ରେ ଅନ୍ୟ ବ୍ୟକ୍ତିଙ୍କ ସହିତ କଥା ହେଉଥିବାରୁ ପ୍ରେମିକାର ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ଫରିଦାବାଦ:  ହରିୟାଣାର ଫରିଦାବାଦସ୍ଥିତ ଏକ ହୋଟେଲ୍‌ରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ତଣ୍ଟିଚିପି ହତ୍ୟା କରିଥିବା ଜଣାପଡିଛି । ଗତ ମଙ୍ଗଳବାର ଦିନ ‘ହୋଟେଲ୍‌ ଲାଇମ୍‌ଷ୍ଟୋନ୍‌’ରେ ଘଟିଥିବା ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେକ୍ଟର୍‌ ୩୧…

ଘରେ ଲୁଚାଇଥିଲେ ବାଘଛାଲ ଓ ହରିଣ ଶିଙ୍ଗ, ୩ ଗିରଫ

ନବରଙ୍ଗପୁର: ଘରେ ଲୁଚାଇ ରଖିଥିଲେ ବାଘଛାଲ ଓ ହରିଣ ଶିଙ୍ଗ। ଭାବିଥିଲେ କେହି ଜାଣିପାରିବେନି। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତିଅଧରେ ଚଢ଼ାଉ କରି ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ…

ଟ୍ଵିନସିଟିକୁ ସିଭିୟର ହିଟୱେଭ୍ ଚେତାବନୀ, ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ତାତିରେ ଜଳୁଛି ଓଡ଼ିଶା । ୩ ଦିନ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାଜ୍ୟରେ ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ । ଟ୍ଵିନସିଟିକୁ ସିଭିଅର ହିଟ୍‌ େଓ୍ଵଭ୍‌ ଚେତାବନୀ । କଟକ ଓ ଭୁବନେଶ୍ୱରକୁ ସିଭିୟର ହିଟ୍‌…

ନୟାଗଡ଼ର ପୂର୍ବତନ ସିଏସଓଙ୍କ ଅଚଳାଚଳ ସମ୍ପତ୍ତି, ଭୁବନେଶ୍ୱରରେ ୫ କୋଠା

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ (ଏବେ ନିଲମ୍ବିତ ହୋଇ ରହିଛନ୍ତି) ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ…

ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ: ସ୍ତ୍ରୀ ଓ ଝିଅ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପାଟଣାଗଡ଼…