ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ଭୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। ନିୟନ୍ତ୍ରଣ ରେଖା ନିକଟରେ ଜୁମାଗୁଣ୍ଡ…

ବାତ୍ୟା ‘ବିପର୍ଯ୍ୟୟ’ଜନିତ ବନ୍ୟାରୁ ଛେଳିଙ୍କୁ ରକ୍ଷା କରିବାକୁ ଯାଇ ବାପପୁଅ ମୃତ

ଭାବନଗର: ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ପ୍ରବଳ ବର୍ଷା ହୋଇ ଆସିଥିବା ବନ୍ୟାଜଳରୁ ଛେଳିମାନଙ୍କୁ ରକ୍ଷା କରିବାକୁ ଯାଇ ଗୁରୁବାର ଦିନ ଗୁଜୁରାଟର ଭାବନଗର ଜିଲ୍ଲାରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଗୁଜରାଟର…

ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’: ୨ ମୃତ

ବାତ୍ୟା ‘ବିପର୍ଯ୍ୟୟ’ ଗତକାଲି ଗୁଜରାଟର ଲ୍ୟାଣ୍ଡଫଲ କରିଥିବା ବେଳେ ଏଥିଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟର ୧୦ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବାତ୍ୟା ଯୋଗୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ୨୦ରୁ…

ପ୍ରେମିକ ସଙ୍ଗେ ‘ବ୍ରେକ୍‌ଅପ୍‌’ ହେବାରୁ ହଷ୍ଟେଲ୍‌ରେ ଫାଶୀ ଲଗାଇ ମଲେ ‘ଏମ୍‌ବିବିଏସ୍‌’ ଛାତ୍ରୀ

ମୋଦିନଗର: ଗୁରୁବାର ଦିନ ଉତ୍ତର ପ୍ରଦେଶର ମୋଦିନଗରସ୍ଥିତ ଏକ ହଷ୍ଟେଲ୍‌ରେ ଜଣେ ‘ଏମ୍‌ବିବିଏସ୍‌’ ଛାତ୍ରୀ ‘ସିଲିଙ୍ଗ୍‌’ ଫ୍ୟାନ୍‌ରେ ଫାଶୀ ଲଗାଇ ମରିଥିବା କଥା ପୁଲିସ କହିଛି। ମୃତା ତୃତୀୟବାର୍ଷିକୀ ଡାକ୍ତରୀ ଛାତ୍ରୀ ହେଉଛନ୍ତି ୨୪ ବର୍ଷୀୟ ଦିବ୍ୟାଜ୍ୟୋତି। କନ୍ନୌଜ ଜିଲ୍ଲାରୁ ଆସି…

ଇମ୍ଫାଲ୍‌ରେ କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା

ଇମ୍ଫାଲ୍‌: ଗୁରୁବାର ବିଳମ୍ବିତ ରାତ୍ରରେ ମଣିପୁରର ଇମ୍ଫାଲ୍‌ରେ ପ୍ରାୟ ୧୦୦୦ରୁ  ଅଧିକ ଉତ୍ତ୍ୟକ୍ତ ଜନତା କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ି ପକାଇଥିବା କଥା ସରକାରୀ ଅଧିକାରୀମନେ କହିଛନ୍ତି। ଇମ୍ଫାଲ୍‌ରେ କର୍ଫ୍ୟୁ ସତ୍ତ୍ବେ ଉତ୍ତ୍ୟକ୍ତ ଜନତା କ‌ୋଙ୍ଗ୍‌ବାସ୍ଥିତ କେନ୍ଦ୍ର…

ରାଜପଥରେ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୧୫ ବରିଷ୍ଠ ନାଗରିକ ମୃତ, ୧୦ ଆହତ

ମଣ୍ଟ୍ରିଆଲ୍‌: ଗୁରୁବାର ଦିନ କାନାଡାର ମାନିତୋବା ପ୍ରଦେଶରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବା ଗୋଟାଏ ମିନି ବସ୍‌କୁ ଗୋଟାଏ ଟ୍ରଲର୍‌-ଟ୍ରକ୍‌ ଧକ୍କା ଦେବାରୁ ଅନ୍ୟୂନ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ଆହୁରି ୧୦ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।…

କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମ୍ୟାଚ ଚାଲିଥିବା ବେଳେ ବିଜୁଳି ବିଭ୍ରାଟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଚାଲିଥିବା ବେଳେ ଦେଖାଦେଇଛି ବିଦ୍ୟୁତ ବିଭ୍ରାଟ। ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅନ୍ଧାର ହୋଇଯାଇଥିଲା ଡ୍ରେସିଂ ରୁମ୍। ଖେଳର ହାଫ୍ ଟାଇମରେ ଖେଳାଳି ମାନେ ଡ୍ରେସିଂ ରୁମ୍…

ଗାଡ଼ି ଚୋର ରାକେଟ୍‌କୁ ଧରିଲା ମଙ୍ଗଳାବାଗ୍‌ ପୋଲିସ, ୩ଲକ୍ଷରୁ ଉର୍ଦ୍ଧ୍ଵ ସାମଗ୍ରୀ ଜବତ

କଟକ: ଗାଡି ଚୋର ରାକେଟକୁ ଧରିଲା ମଙ୍ଗଳାବାଗ ଥାନା ପୋଲିସ । ୬ଟି ବାଇକ ସହ ନଗଦ ୨୦ ହଜାର ଟଙ୍କା ଜବତ ହୋଇଛି। ଦୁଇ ଚକିଆ ଯାନ ଯନ୍ତ୍ରାଂଶ ଜବତ ହୋଇଥିବା ବେଳେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି। ମୁଖ୍ୟ…

ଆଜି ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି

ପୁରୀ: ଆଜି ଅନବସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ । ସୁନା କୂଅରୁ ତିନି ଗରା ଜଳ ସୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀ…

ନିଶାସେବନ ବର୍ଜନର ବାର୍ତ୍ତା ନେଇ ଝାରସୁଗୁଡ଼ାରୁ ଭୁଟାନ ପର୍ଯ୍ୟନ୍ତ ପଦଯାତ୍ରା

ସୋର: ପ୍ରତିଦିନ ଶାରୀରିକ ବ୍ୟାୟାମ ଓ ନିଶା ସେବନ ବର୍ଜନ କରି ସୁସ୍ଥ ଓ ନିରାମୟ ଜୀବନଯାପନର ବାର୍ତ୍ତା ନେଇ ଜଣେ ୬୬ ବର୍ଷୀୟ ବୃଦ୍ଧ ୩ ହଜାର କିମି ପଦଯାତ୍ରାର ଲକ୍ଷ୍ୟ ନେଇ ଝାରସୁଗୁଡ଼ାରୁ ଭୁଟାନ ଅଭିମୁଖେ ବାହାରିଛନ୍ତି। ସେ…