ଓଡ଼ିଶା ସରକାର ଓ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓଡ଼ିଶା ସରକାର ଏବଂ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କରିଛନ୍ତି। ଏମ୍ସ ଭୁ‌ବନେଶ୍ବରରେ ମଙ୍ଗଳବାର ପହଞ୍ଚି ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପଞ୍ଜା ଏବଂ ଶ୍ରୀମତୀ ଭଟ୍ଟାଚାର୍ଯ୍ୟ…

ବିୟର ବୋଝେଇ ଟ୍ରକ ଓଲଟିବା ପରେ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର ନକରି ବିୟର ଲୁଟିଲେ !

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ଏକ ରୋଚକ ଘଟଣା ଘଟିଛି । ଜାତୀୟ ରାଜପଥରେ ଯାଉଥିବାବେଳେ ବିୟର ବୋଝେଇ ଏକ ଟ୍ରକ୍ ଓଲଟି ପଡ଼ିଥିଲା । ଏହା ଦେଖିବା ପରେ ଲୋକମାନେ ଡ୍ରାଇଭରକୁ ଉଦ୍ଧାର କରିବେ କ’ଣ, ବିୟର ବୋତଲ ଲୁଟିବା…

ବାହାନଗା ଦୁର୍ଘଟଣାରେ ଆହତଙ୍କୁ ଏସସିବିରେ ଭେଟିଲେ ମମତା ବାନାର୍ଜୀ

କଟକ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ରେଳବାଇ ମନ୍ତ୍ରୀ ମମତା ବାନାର୍ଜୀ ଏସସବି ମେଡିକାଲରେ ପହଂଚି ଆହତଙ୍କୁ ଭେଟିଛନ୍ତି। କଟକ ପହଞ୍ଚିବା ପରେ ସେ କଡ଼ା ସୁରକ୍ଷା ବଳୟରେ ତାଙ୍କୁ ଏସସିବି ପରିସରକୁ ନିଆଯାଇଥିଲା ଆହତଙ୍କୁ ଭେଟି ଦ୍ରୁତ ଆରୋଗ୍ୟ…

ରେଳ ଦୁର୍ଘଟଣାରେ ଚିହ୍ନଟ ମୃତକଙ୍କ ମଧ୍ୟରୁ ୩୯ଜଣ ଓଡ଼ିଶାର, ମୃତକଙ୍କ ପରିବାର ପାଇଁ ୧.୯୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡ଼ିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି।…

ବାହାନଗା ଟ୍ରେନ୍‌ ଦୁର୍ଘଟଣା ତଦନ୍ତ ନେଇ ମାମଲା ରୁଜୁ କଲା ସିବିଆଇ

ବାଲେଶ୍ବର/ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା (କରମଣ୍ଡଳ ଏକ୍ସପ୍ରେସ୍‌, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଏବଂ ମାଲଗାଡ଼ି ଦୁର୍ଘଟଣା) ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ମାମଲା ରୁଜୁ କରିଛି। ରେଳ ମନ୍ତ୍ରଣାଳୟର…

ବେକରେ ଛୁରୀ ପଶିଥିବା ସତ୍ତ୍ୱେ ବାଇକ ଚଳାଇ ମେଡିକାଲରେ ପହଞ୍ଚିଲେ ବ୍ୟକ୍ତି

ମୁମ୍ବାଇ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୩୦ ବର୍ଷୀୟ ବ୍ୟବସାୟୀଙ୍କ ବେକରେ କଳଙ୍କି ଲଗା ଛୁରୀ ଲାଖି ରହିଥିବା ବେଳେ ସେ ବାଇକ ଚଳାଇ ହସ୍ପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ସେ…

ଭାଙ୍ଗିଲା ୟୁକ୍ରେନରେ ବୃହତ୍ତମ ନଦୀବନ୍ଧ ‘ନୋଭା କାଖୋଭକା’, ପରସ୍ପରକୁ ଦାୟୀ କଲେ ରୁଷ, ୟୁକ୍ରେନ

କିବ୍ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଖେରସନଠାରେ ଥିବା ନୋଭା କାଖୋଭକା ନଦୀବନ୍ଧ ଭାଙ୍ଗିଯାଇଛି । କିନ୍ତୁ ଏହି ନଦୀବନ୍ଧ କିଏ ଭାଙ୍ଗିଲା ତାହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ଏହି ଡ୍ୟାମକୁ ରୁଷ…

ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଲାଗିଲା ନିଆଁ

ବ୍ରହ୍ମପୁର : ମନରୁ ବାଲେଶ୍ୱର ବାହାନଗା ଷ୍ଟେସନରେ ଟ୍ରେନ ଦୁର୍ଘଟଣା ଲିଭି ନଥିବା ବେଳେ ଆଉ ଏକ ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବାରୁ ଯାତ୍ରୀ ଭୟଭୀତ ହୋଇ…

ବାହାନଗା ଟ୍ରେନ ଟ୍ରାଜେଡି: ଚାଲିଛି ମରାମତି କାର୍ଯ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ

ବାଲେଶ୍ୱର : ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି।ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଆଉ କିଛି ମରାମତି କାମ ପାଇଁ ରେଳ ଚଳାଚଳ…

ଜବତ ହେଲା ବିପୁଳ ପରିମାଣର ଡ୍ରଗ୍ସ, ଏନସିବି କହିଲା ୨୦ ବର୍ଷରେ ଏତେ ଡ୍ରଗ୍ସ ଜବତ ହୋଇନଥିଲା

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ସବୁଠାରୁ ବଡ଼ ‘ପାର୍ଟି ଡ୍ରଗ୍ସ’ ସାମଗ୍ରୀ ଜବତ କରିଛି। ଏହି ଚଢ଼ାଉରେ ଏନସିବି ହଜାର ହଜାର କୋଟି ଟଙ୍କାର ଲାଇସର୍ଜିକ୍ ଏସିଡ୍ ଡାଇଥାଇଲାମାଇଡ (ଏଲଏସଡି) ଔଷଧ ଜବତ କରିଛି । ଏହାକୁ ଗତ ଦୁଇ…