ଅଜଣା ଜନ୍ତୁ ଆକ୍ରମଣରେ ୪୦ ମେଣ୍ଡା ମୃତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଳକ ଚାଉଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆରଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁ ଆକ୍ରମଣରେ ସାଧୁ ଚରଣ ରାଉତଙ୍କର ୪୨ଟି ମେଣ୍ଡାଙ୍କ ମୃତୁ ହୋଇଛି। ମେଣ୍ଢାମାନଙ୍କର ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ…

ଏକତରଫା ପ୍ରେମ ନିବେଦନ କଲେ ବିବାହିତ ଯୁବକ, ନିର୍ଧୁମ ଛେଚିଲେ ଲୋକେ

ବାଙ୍କୀ଼ : ଏକତରଫା ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା । ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ ନିବେଦନ କରି କାନ ଧରି ଉଠ୍ ବସ୍ ହେଲେ ଜଣେ ବିବାହିତ ଯୁବକ । ଖାଲି ସେତିକି ନୁହେଁ ତାସହିତ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ବି…

ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍‌ଯନ୍ତ୍ର ନାହିଁ, କ୍ରାଇମବ୍ରାଞ୍ଚ ରିପୋର୍ଟ

ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍‌ଯନ୍ତ୍ର ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କଲା ଗୋପାଳ ଦାସ । ସେ ହିଁ ହତ୍ୟାକାରୀ । ଗୋପାଳ ବ୍ୟତୀତ ହତ୍ୟାରେ ଆଉ କାହାର ସଂପୃକ୍ତି ନାହିଁ…

ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍‌

ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ । ସେଥିପାଇଁ କିଛିଦିନ ହେବ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯମୁନା ନଦୀର ଜଳସ୍ତର ରେକର୍ଡ 208.66 ମିଟର ଛୁଇଁବା ପରେ ଜଳ ସ୍ତର ଧୀରେ ଧୀରେ ହ୍ରାସ ପାଉଛି।…

ଟମାଟୋ ସଂସାର ଉଜାଡ଼ି ଥିଲା ପୁଣି ସଜାଡ଼ି ଦେଲା !

ସ୍ୱାମୀ ନପଚାରି ତରକାରିରେ ଦୁଇଟି ଟମାଟୋ ପକାଇ ଦେବାରୁ ଘର ଛାଡ଼ି ଚାଲି ଯାଇଥିଲେ ସ୍ତ୍ରୀ। କିଛିଦିନ ତଳେ ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଟମାଟୋ ପାଇଁ ଯେଉଁ ସଂସାର ଭାଙ୍ଗି ଯାଇଥିଲା ଆଜି ସେହି ଟମାଟୋ ପୁଣି…

କୋଟିପତି କଲା ଟମାଟୋ, ଗୋଟିଏ ମାସରେ ଦେଢ଼ କୋଟି ଆୟ

ସାରା ଦେଶରେ ଟମାଟୋର ଚଢ଼ା ଦର ରହିଛି। କି ଗରିବ କି ଧନୀ, ଯେ କେହିବି ଟମାଟୋ ଦର ଶୁଣି ଛାନିଆ ହୋଇ ଯାଉଛନ୍ତି। କିନ୍ତୁ ଜଣେ ସାଧାରଣ ଚାଷୀଙ୍କୁ କୋଟିପତି ବନାଇଦେଇଛି ଏହି ଟମାଟୋ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ତୁକାରାମ…

ଶରଦ ପାୱାରଙ୍କ ଘରେ ଅଜିତ

ଜୁଲାଇ ୨ ତାରିଖରେ ଏନ୍‌ସିପି ପ୍ରତିଷ୍ଠାତା ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଆଠ ଜଣ ଦଳୀୟ ବିଧାୟକଙ୍କ ସହ ମିଶି ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ ଅଜିତ ପାୱାର। ଆଉ ଏହି ଘଟଣାର ୧୨ ଦିନ ପରେ…

ବେକେ ପାଣିରେ ମହିଳା ଖବରଦାତାଙ୍କ ଖବର ସଂଗ୍ରହ

ବନ୍ୟା, ବାତ୍ୟା, ମରୁଡି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଟିକନିଖ୍ ଖବର ଯୋଗାଇଥାନ୍ତି ଖବରଦାତା। ଏହି ଖବରଦାତାଙ୍କ ପାଇଁ ଘରେ ବସି ଲୋକମାନେ ସଠିକ୍ ସୂଚନା ପାଇପାରନ୍ତି। ସେଥିପାଇଁ ଅନେକ ସମୟରେ ସେମାଙ୍କୁ ପ୍ରଶଂସା କରାଯାଏ। ବର୍ତ୍ତମାନର ଦିଲ୍ଲୀ…

ମୋଦି ସରନେମ୍‌ ମାମଲା: ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟକୁ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ହାଇକୋର୍ଟରୁ ଝଟକା ପାଇବା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୋଦି ସରନେମକୁ ନେଇ ତଳ କୋର୍ଟ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ରାହୁଲ । ଦଣ୍ଡାଦେଶ…

ତାଇଓ୍ଵାନକୁ ୩ ଦିନ ଧରି ଘେରାବନ୍ଦୀ କଲା ଚୀନ

ଚୀନ୍‌ ପୁଣି ତାଇଓ୍ଵାନକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି । ତାଇଓ୍ଵାନ ଆକାଶରେ ଦେଖାଦେଇଛି ଯୁଦ୍ଧର କଳା ବାଦଲ । ଚାରିପାଖେ ଚୀନ କରୁଛି ସମରାଭ୍ୟାସ । ତାଇଓ୍ଵାନ ସୀମାରେ ୭୨ ଘଣ୍ଟାର ଯୁଦ୍ଧର ଆତଙ୍କ ରଚିଛି ଚୀନ ।…