ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର:ପ୍ରଚଣ୍ଡ ଘଡଘଡି ଓ ବିଜୁଳିରେ ଭାଙ୍ଗିଲା ମନ୍ଦିର । ଖସିପଡିଲା ଦଧିନଉତି । ଭୁବନେଶ୍ୱର ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଆଜି ଖସି ପଡିଛି । ୬୦ ଫୁଟ ଏହି ମନ୍ଦିରର ଦଧିନଉତି ଖସି ମନ୍ଦିର ପ୍ରାଙ୍ଗଣରେ…

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ଭଞ୍ଜନଗର ସବ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ବେଲଗୁଣ୍ଠାର ହୋଇଥିବା ବେଳେ ୫ ଦିନ ତଳେ ତାଙ୍କୁ ଏକ ଚୋରି ମାମଲାରେ ଗିରଫ କରିଥିଲା ପୋଲିସ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା…

ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କଲା କଂଗ୍ରେସ

ଭୁବନେଶ୍ୱର: କାରଣ ଦର୍ଶାଅ ନୋଟିସ୍ ପରେ ନିଲମ୍ବନ । କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଏଆଇସିସି…

ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ରେଟ୍ ଚାର୍ଟ

ପୁରୀ: ଦୁର୍ମୂଲ୍ୟ ହେବନି ମହାପ୍ରସାଦ । ସୁଲଭ ମୂଲ୍ୟରେ ଆନନ୍ଦବଜାରରେ  ଅବଢା ଖାଇବେ ଭକ୍ତ । ଶ୍ରୀମନ୍ଦିରରେ ଠକେଇର ଶିକାର ହେବନି ଶ୍ରଦ୍ଧାଳୁ । ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦରର ଚାର୍ଟ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ…

ଏଥର ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ କଟିବନି ଲାଇନ; ପ୍ରତିଶ୍ରୁତି ଦେଲେ ଟାଟା ପାୱାର CEO

କଟକ: ଏଥର କଟିବନି ଲାଇନ। ଅନ୍ଧାର ଦେଖିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାରିପଦା ଅବ୍ୟବସ୍ଥାର ପୁନରାବୃତ୍ତି ଏଠାରେ ହେବନି । ରାଷ୍ଟ୍ରପତି ଙ୍କ ତିନି ଦିନିଆ ଓଡିଶା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏ ନେଇ…

ଜୁଲାଇ ୧୩ ଚନ୍ଦ୍ରଭାନୁ ଶତପଥୀ ଦିବସ ଭାବେ ଘୋଷଣା

ଭୁବନେଶ୍ୱର: ବିଶ୍ୱବ୍ୟାପୀ ମାନବ ଜୀବନର କଲ୍ୟାଣ ସାଧନା ତଥା ତାଙ୍କର ପ୍ରସିଦ୍ଧ କାବ୍ୟକୃତି ଶ୍ରୀଗୁରୁ ଭାଗବତ ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ପକ୍ଷରୁ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି । ଏକକାଳୀନ ଆମେରିକାର ତିନୋଟି…

ରୋବୋଟିକ ସର୍ଜରୀ କ୍ଷେତ୍ରରେ ଆମ୍ରି ହସ୍ପିଟାଲର ତିଆରି କରିଛି ଏକ ମାଇଲଖୁଣ୍ଟ

ଭୁବନେଶ୍ୱର: ପୂର୍ବାଞ୍ଚଳ ଭାରତ ପାଇଁ ପ୍ରଥମ ପ୍ରକାରର ସଫଳତାରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ୪ମାସ ମଧ୍ୟରେ ୧୦୦ଟି ରୋବୋଟିକ ଆଣ୍ଠୁ ପ୍ର୍ରତିରୋପଣ କରିବାରେ ସଫଳ ହୋଇ ପାରିଛି । ଆମ୍ରିର କ୍ଲିନିକାଲ ଉତ୍କର୍ଷତା ଓ ବୈଷୟିକ ଉନ୍ନତି, ଅସ୍ଥିଶଲ୍ୟ ଏବଂ ମିଳିତ ପ୍ରତିସ୍ଥାପନ…

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦ ଟଙ୍କିଆ…

ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ଲଢି ପାରନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ସମାଜବାଦୀ ପାର୍ଟି ପକ୍ଷରୁ ସେ ଏହି ନର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି ।   ଅଭିଷେକ  ଆହ୍ଲାବାଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଫିଡିକିଲେ ଓୱେସି

ନୂଆଦିଲ୍ଲୀ: ଖାଲି ରାଜଧାନୀ ଭୁବନେଶ୍ୱର ବା ଓଡ଼ିଶା ନୁହେଁ । ସାରା ଦେଶରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । ତେବେ ପରିବା ଦର ବୃଦ୍ଧିକୁ ନେଇ ରାଜନୈତିକ ବୟାନବାଜି ବି ଜୋର ଧରିଛି । ପରିବା…