ପ୍ୟାରିସରେ ଫ୍ରାନ୍ସ ଓ ଭାରତର ଅତୁଟ ସଂପର୍କ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ୍‌: ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍‌ସ୍‌ ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌ ଅଫ୍ ଦି ଲିଜନ୍‌ ଅଫ୍‌ ଅନର୍‌’ରେ ବିଭୂଷିତ କରାଯାଇଛି। ଗୁରୁବାର ରାତିରେ ‘ଏଲିଜି ପ୍ରାସାଦ’ରେ ଘରୋଇ ଭାବେ ଆୟୋଜନ କରିଥିବା…

୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ବିରୋଧୀ ଦଳ ଟାର୍ଗେଟରେ ୫ଟି ସଚିବ ।  ବିଜେପି ପରେ କଂଗ୍ରେସ ମାରୁଛି ତୀର । ସାମ୍ବାଦିକ ସମ୍ମିଳନୀ କରି ୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପୂର୍ବତନ…

ସୋସିଆଲ ମିଡିଆରେ ସକ୍ରିୟ ରୁହ, ବିରୋଧୀଙ୍କ ବିଭ୍ରାନ୍ତକର ତଥ୍ୟକୁ ପ୍ରତିରୋଧ କର: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅଧିକରୁ ଅଧିକ ଛାତ୍ର ବିଜେଡି ସଦସ୍ୟ ସୋସିଆଲ ମିଡିଆରେ ସକ୍ରିୟ ହୁଅନ୍ତୁ । ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ପ୍ରତିରୋଧ କରନ୍ତୁ । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ମିଛ କାହାଣୀରେ ବିଶ୍ବାସ କରନ୍ତି । କିନ୍ତୁ ଆମେ ପ୍ରକୃତ…

ଭବିଷ୍ୟତରେ ସିନ୍ଦେଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବେ ଅଜିତ୍ : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର କ୍ୟାବିନେଟରେ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପରେ ବିରୋଧୀ ଦଳ ନେତାଙ୍କ ବୟାନ ଆସିବା ଆରମ୍ଭ ହୋଇଛି । ଶିବସେନା ସାଂସଦ ସଞ୍ଜୟ ରାଉତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଝଟକା; ହଟିଲା Y କାଟାଗୋରି ସୁରକ୍ଷା

ନୂଆଦିଲ୍ଲୀ : ପୂର୍ବତନ ବିଧାୟକ ଆଜମ ଖାନଙ୍କ Y କାଟାଗୋରି ସୁରକ୍ଷା ହଟାଇଦେଲେ ଉତ୍ତରପ୍ରଦେଶ ସରକାର। ଏଥିସହ ଆଜମ ଖାନଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ଫେରାଇ ନିଆଯାଇଛି। ରାମପୁରର ହିଂସା ତଥା ଘୃଣା ଭାବନାକୁ ଉସୁକାଇବା…

କ୍ରାଇମବ୍ରାଞ୍ଚ ଚାର୍ଜସିଟ ଏକ ରଦ୍ଦି କାଗଜ: ସୁରେଶ ପୂଜାରୀ

ସମ୍ବଲପୁର: ନବ ଦାସ ହତ୍ୟା ମାମଲାରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସକୁ ମୁଖ୍ୟ ଅଭିଯୁକ୍ତ ବୋଲି ସାବ୍ୟସ୍ତ କରି ସେହିଠାରେ ହିଁ ତଦନ୍ତ ସାରି ଦେଇଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୫୦୦ ପୃଷ୍ଠାର…

ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ ମନିଷ ସିସୋଦିଆ; ସିବିଆଇ, ଇଡିଙ୍କୁ ନୋଟିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ମନିଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି କରି ଇଡି ଓ ସିବିଆଇଙ୍କୁ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି…

ନବ ଦାସଙ୍କୁ ହତ୍ୟା କରବା ପାଇଁ ସମଲେଇଙ୍କ ପାଖେ ଶପଥ ନେଇଥିଲା ଗୋପାଳ ଦାସ

ଭୁବନେଶ୍ୱର:  ନବ ଦାସ ହତ୍ୟା ମାମଲା ଚାର୍ଜସିଟରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ନବ ହତ୍ୟା ମାମଲାରେ ୫୦୦  ପୃଷ୍ଠାର ଚାର୍ଜସିଟ୍‌ ଦାଖଲ  କୋର୍ଟରେ ଦାଖଲ କରିଛି  କ୍ରାଇମବ୍ରାଞ୍ଚ  । ଏହି ଚାର୍ଜସିଟରେ ବେଶ  ଗପ ଶୁଣାଇଛି ।  ନବଙ୍କୁ ହତ୍ୟା…

ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ

କଟକ: ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ । ୨୦୨୧ ଓ ୨୦୨୨ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ଜାନୁଆରୀରୁ ଜୁନ ମାସର ତଥ୍ୟ ଅନୁସାରେ ମାମଲା ଫଇସଲା ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି…

ବାହାନଗା ଟ୍ରେନ ଟ୍ରାଜେଡି: ଆଉ ୧୦ ରେଳବାଇ କର୍ମଚାରୀଙ୍କୁ ସମନ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଜେରା ଜୋରଦାର କରିଛି ସିବିଆଇ । ୩ ଜଣ କର୍ମଚାରୀଙ୍କୁ ଗିରଫ କରି ଦୁଇ ଦୁଇଥର ରିମାଣ୍ଡରେ ନେଇ ଘନଘନ ଜେରା କରୁଛି ସିବିଆଇ । ଏବେ  ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି…