August 2023

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ…

ଚନ୍ଦ୍ରଯାନ-୩ର ସଫଳ ଅବତରଣ; ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ସୃଷ୍ଟି ହୋଇଛି ଖୁସିର ମାହୋଲ। ଭାରତ ଏବଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରତ୍ୟେକ ଭାରତୀୟ ଗର୍ବିତ ଅନୁଭବ କରୁଥିବା ବେଳେ…

ନଦୀରୁ ବାଲି ଉଠାଉଥିବା ବେଳେ ମାଡ଼ି ଆସିଲା ପାଣି, ଭାସିଗଲେ ୨ ଶ୍ରମିକ

ରାୟଗଡ଼ା: ନଦୀରୁ ବାଲି ଉଠାଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଶ୍ରମିକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁଡ଼ିଙ୍ଗଗୁଡ଼ା ଗାଁ ନିକଟରେ ଘଟିଛି ଏହି ଘଟଣା।…

ପୁରୀ ଟାଉନ୍‌ରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀ ଟାଉନ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍‌କାଉଣ୍ଟର। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ଆହତ ହୋଇଛି। ପିନୁର ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ବିଦ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସିଆଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସିଆଳିଆ ଗାଁର ରାକେଶ ପରିଡ଼ା (୧୯)। ଆଜି ସକାଳ ୧୦ଟା ବେଳେ ପ୍ରଧାନ…

ଟ୍ରକ୍‌କୁ ଓଭରଟେକ୍ ବେଳେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

ଟ୍ରକ୍‌କୁ ଓଭରଟେକ୍ କରିବା ପଡ଼ିଲା ମହଙ୍ଗା। ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁ ନିକଟରେ। ମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ…

ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଜଣେ ଓଡ଼ିଆ ଉଦ୍ୟମୀ ଶାକ୍ୟସିଂହ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥାକୁ ନେଇ ଲିଖିତ ଏକ କବିତା ପଢିବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ…

ବିବାହିତାଙ୍କୁ ପ୍ରେମ କରି ଫସିଲେ ଯୁବକ, ବନ୍ଦ କୋଠରୀରୁ ଉଦ୍ଧାର ହେଲେ ପ୍ରେମୀ ଯୁଗଳ

ବଲାଙ୍ଗିର=: ବିବାହିତ ମହିଳାଙ୍କୁ ପ୍ରେମ କରି ଫସିଲେ ଯୁବକ । ବନ୍ଦ କୋଠରୀରୁ ଉଦ୍ଧାର ହେଲେ ଯୁବକ ଯୁବତୀ । ଉଭୟଙ୍କୁ ଉଦ୍ଧାର କରି ଲୋଇସିଙ୍ଗା ଥାନାରେ ଅଟକ ରଖିଛି ପୋଲିସ । ସେପଟେ ମହିଳାଙ୍କୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ।…

ଓ୍ଵାଗନର ଗ୍ରୁପ ମୁଖ୍ୟ ୟେଭଜେନି ପ୍ରିଗୋଝିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାନଗର ଗ୍ରୁପ ମୁଖ୍ୟ ୟେଭଜେନି ପ୍ରିଗୋଝିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ। ରୁଷରେ ହୋଇଥିବା ଏକ ବିମାନ ଦୁର୍ଘଟଣାରେ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଏକ ପ୍ରାଇଭେଟ୍ ଜେଟ ମସ୍କୋରୁ…

ଶାଶୁ-ଶ୍ଵଶୁରଙ୍କଠୁ ଅଲଗା ରହିବାକୁ ଜିଦ୍ କରିବା ନିଷ୍ଠୁରତା : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୌଣସି ଉପଯୁକ୍ତ କାରଣ ନଥାଇ ସ୍ତ୍ରୀ ନିଜ ଶାଶୁ-ଶ୍ବଶୁରଙ୍କ ଠାରୁ ଅଲଗା ରହିବାକୁ ସ୍ବାମୀଙ୍କୁ ଜିଦ୍ କରିବା ନିଷ୍ଠୁରତା ଅଟେ । ପାଶ୍ଚାତ୍ୟ ଦେଶ ଭଳି ଭାରତରେ ସ୍ତ୍ରୀ ସହିତ ରହିବାକୁ ପୁଅ ନିଜ ବାପା ମାଆଙ୍କଠୁ ଅଲଗା ହେବା…