ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରୀମନ୍ଦିର ଚତୁଃପାର୍ଶରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପାଇଁ ୯ଟି ପ୍ରବେଶ ପଥ ରହିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ…

ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ଆଇଏମ୍‌‌ ଯୋଜନା ଆରମ୍ଭ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌‌ଏସ୍‌‌ଏମ୍‌‌ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍‌‌ ମିନିଷ୍ଟର୍ସ ସ୍କିମ୍‌‌ ଫର୍ ରିମ୍ବର୍ସମେଣ୍ଟ ଅଫ୍‌‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌‌ଏସ୍‌‌ଏମଇ (ସିଏମ୍‌‌-ଏସ୍‌‌ଆରଆଇଏମ୍‌‌) ଯୋଜନା। କାର୍ଯ୍ୟଶୈଳୀ ପୁଞ୍ଜିଋଣ ଉପରେ ଆର୍ଥିକ…

ଆନ୍ଧ୍ର-ଓଡିଶା ସୀମାନ୍ତ ଗୁଣୁପୁରରେ ବୁଲୁଛି ମହାବଳ ବାଘ

ବୁଲୁଛି ମହାବଳ ବାଘ । ରାୟଗଡା ଜିଲ୍ଲା ଗୁଣୁପୁର ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତରେ ବାଘ ବୁଲୁଥିବାର ଦେଖିବାକୁ ମଳିଛି। ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳ ଅଞ୍ଚଳରେ ବାଘ ବୁଲୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଉଭୟ…

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା : ରାଜ୍ୟ ମୁଖ୍ୟାଳୟକୁ ବଦଳି ହେଲେ ଡିଆଇଜି ବ୍ରିଜେଶ ରାଏ

ଭୁବନେଶ୍ୱର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଫସିଲେ  ଆଇପିଏସ ବ୍ରିଜେଶ ରାଏ । ହୋମଗାର୍ଡଙ୍କ ଅଭିଯୋଗ ପରେ ହେଲା ଉତ୍ତର କେନ୍ଦ୍ରାଞ୍ଚଳ  ଡିଆଇଜିଙ୍କ ବଦଳି ।  ଅନୁଗୁଳର ଡିଆଇଜିରୁ ବ୍ରିଜେଶ ରାଏ ଆସିଲେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ  ।  ଡିଆଇଜିଙ୍କ…

ମେଡିକାଲରେ ନିଯୁକ୍ତି ପାଇବେ ନର୍ସିଂ ଅଫିସର: ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ରୋକ ହଟାଇଲେ ହାଇକୋର୍ଟ

କଟକ: ନର୍ସ, ଫାର୍ମାସିଷ୍ଟ , ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ହାଇକୋର୍ଟ ଉଠାଇ ଦେଇଛନ୍ତି। ହାଇକୋର୍ଟ ଗତ ମେ’ ୧ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ…

ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ। ଦେଶମାତୃକାର ସେବା ସହ…

ପୁଣି ୫ଟି ସଚିବଙ୍କୁ ଘେରିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: କିଛି ଦିନର ନୀରବତା ପରେ ପୁଣି ୫ଟି ସଚିବଙ୍କୁ ଘେରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏଥର ସଚିବଙ୍କ ହେଲିକପ୍ଟର ଯାତ୍ରାକୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା।  ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ  ରାଜ୍ୟ ବିଭିନ୍ନ…

ସ୍କୁଲକୁ ଆସି ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା, ୪ ଶିକ୍ଷକ ଶିକ୍ଷୟିତ୍ରୀ ନିଲମ୍ବିତ

ନୂଆପଡା : ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବୁଢ଼ାପଡ଼ା ଉଚ୍ଚ ପ୍ରାଥମିକ SCHOOL ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଦାୟିତ୍ବରେ ଅବହେଳା ଯୋଗୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ବୋଡେନ ବ୍ଲକ୍…

ଘଟଗାଁ ତାରିଣୀଙ୍କୁ ଦର୍ଶନ କରୁଥିବା ବେଳେ ଟଳିପଡିଲେ ବୃଦ୍ଧା

ଘଟଗାଁ : ତାରିଣୀ ଦର୍ଶନ କରୁଥିବା ବେଳେ ଟଳିପଡିଲେ ବୃଦ୍ଧା। କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରକୁ ଆଜି ଭୁବନେଶ୍ୱର ନ୍ୟୁପାର୍କ ଅଞ୍ଚଳର ସରସ୍ୱତୀ ବେହେରା ତାଙ୍କ ପରିବାର ସହ ଦର୍ଶନ ପାଇଁ ଆସିଥିଲେ। ହେଲେ ମନ୍ଦିର ବେଢା ଭିତରେ ମାଙ୍କ…

ଖଣ୍ଡଗିରି ବାରିରେ ଶାଶୁଙ୍କୁ ହତ୍ୟା ଘଟଣା, ବୋହୂ ବୈଶାଖୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଖଣ୍ଡଗିରି ବାରିରେ ଶାଶୁ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇକୁ ଗିରଫ କଲା ଭରତପୁର ପୋଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ମିଳିଲା ପ୍ରମାଣ । ଘଟଣାର ୮ ଦିନ ପରେ ପାଇଖାନା…