ଲଦାଖ ଜମି ଦଖଲ କରିଛି ଚୀନ୍ ସେନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ପାଙ୍ଗୋଙ୍ଗ ହ୍ରଦରେ ରାହୁଲ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ ଚୀନ୍…

କୁନି ଝିଅ ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁ ପହଞ୍ଚିଲା ଦଶମନ୍ତପୁର ବ୍ଲକ୍ ପ୍ରଶାସନ

କୋରାପୁଟ: ସଫଳ ହେଲା କୁନି ଝିଅର ନିଆରା ଢଙ୍ଗରେ କରିଥିବା ଅଭିଯୋଗ। କୁନିଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ପହଞ୍ଚିଛି ଦଶମନ୍ତପୁର ବ୍ଲକ୍ ପ୍ରଶାସନ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ ୧୫ ତାରିଖ…

‘ହିନ୍ଦୀରେ ନାଁ, ଇଂରାଜୀରେ ଡ୍ରାଫ୍ଟ’ କହି କେନ୍ଦ୍ର ସରକାରଙ୍କୁ ପି.ଚିଦାମ୍ବରମଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାର ସୁଧାର ପାଇଁ ଲୋକସଭାରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରର ତିନୋଟି ବିଲ୍ ଉପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍ ମନ୍ତବ୍ୟ ଦେଇଛନ୍ତି। ପୁଡୁକୋଟ୍ଟଇରେ ସାମ୍ବାଦିକଙ୍କ ସହ ଏକ ସାକ୍ଷାତକାରରେ ଚିଦାମ୍ବରମ୍ ବିଜେପି…

ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ବସ୍, ଦୁର୍ଘଟଣାରେ ୧୦ ଗୁରୁତର

ଜଳେଶ୍ୱର: ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୧୦ ଗୁରୁତର। ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଜ୍ୟୋତି ଟ୍ରାଭେଲସ ନାମକ ଏକ ବସ୍ ୨୫ ଜଣ…

ଲଦାଖରେ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ ଗାନ୍ଧି

ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ୭୯ତମ ଜୟନ୍ତୀ ପାଳନ ହେଉଛି । ଏହି ଅବସରରେ ଲଦାଖର ୧୪,୨୭୦ ଫୁଟ୍ ଉଚ୍ଚରେ ପୋଙ୍ଗାଙ୍ଗ ସୁ କୂଳରେ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାହୁଲ ଗାନ୍ଧି । ଏହି ଅବସରରେ ଏକ…

ଝାରସୁଗୁଡାରେ ଦୁଇଟି ବର୍ଜ୍ୟବସ୍ତୁ ବିଶୋଧନ ବ୍ୟବସ୍ଥା ଆବଶ୍ୟକ ଅଛି କି ନାହିଁ ଜଣାଅ : ହାଇକୋର୍ଟ

କଟକ: ଝାରସୁଗୁଡ଼ା ଜିଲ୍ଲାରେ ବର୍ଜ୍ୟବସ୍ତୁ ବିଶୋଧନ, ସଂରକ୍ଷଣ ଓ ନିଷ୍କାସନ ବ୍ୟବସ୍ଥାକୁ ନେଇ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକଚର୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଆଇଡିସିଓ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଏହି ନିର୍ଦ୍ଦେଶନାମା ଜାରି କରିବା ବେଳେ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପାତ୍ର ଓ…

ପିଆଜ ରପ୍ତାନି ଉପରେ ୪୦% ଶୁଳ୍କ ଲାଗୁ

ନୂଆଦିଲ୍ଲୀ: ସରକାରଙ୍କୁ ଘାରିଲା ପିଆଜ ଦର ବୃଦ୍ଧି ଚିନ୍ତା। ଦର ବୃଦ୍ଧିକୁ ରୋକିବା ଏବଂ ଘରୋଇ ବଜାରରେ ଯୋଗାଣରେ ସୁଧାର ଆଣିବା ପାଇଁ ଭାରତ ସରକାର ଶନିବାର ପିଆଜ ରପ୍ତାନି ଉପରେ ୪୦% ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରାଳୟର ଏକ…

ଆସନ୍ତା ୩ ଦିନ ରହିବ ଶୁଖିଲା ପାଗ

ଭୁବନେଶ୍ୱର: ରାଜ୍ୟରେ ଆଉ ନାହିଁ ଲଘୁଚାପର ପ୍ରଭାବ। ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଫଳରେ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ରହିବ ଶୁଖିଲା ପାଗ। ଦକ୍ଷିଣ ଝାଡ଼ଖଣ୍ଡ ଓ…

ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର କହିଛନ୍ତି ଯେ ଶନିବାର ଉତ୍ତର ୱାଜିରିସ୍ତାନର ଏକ ଭ୍ୟାନରେ ଏହି…

୫ଟି ସଚିବଙ୍କୁ କାଳିମାଡ଼ ଘଟଣା: ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

ସାକ୍ଷୀଗୋପାଳ: ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ଅନୁଶୋଚନା ଓ ଦୁଃଖ ପ୍ରକାଶ କରିବା ପରେ ତାଙ୍କୁ ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି…