ଆଫଗାନିସ୍ତାନରେ ସମସ୍ତ ରାଜନୈତିକ ଦଳର ମାନ୍ୟତା ରଦ୍ଦ
କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ କ୍ଷମତାରେ ରହିଛି । ପୂର୍ବରୁ ଗଣତନ୍ତ୍ରର ହତ୍ୟା ହୋଇଥିବା କୁହାଯାଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହା ଶେଷ ହୋଇଛି । ଦେଶରେ ଥିବା ସମସ୍ତ ୭୩ ପଂଜିକୃତ ରାଜନୈତିକ ଦଳର ମାନ୍ୟତା ରଦ୍ଦ କରାଯାଇଛି…
କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ କ୍ଷମତାରେ ରହିଛି । ପୂର୍ବରୁ ଗଣତନ୍ତ୍ରର ହତ୍ୟା ହୋଇଥିବା କୁହାଯାଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହା ଶେଷ ହୋଇଛି । ଦେଶରେ ଥିବା ସମସ୍ତ ୭୩ ପଂଜିକୃତ ରାଜନୈତିକ ଦଳର ମାନ୍ୟତା ରଦ୍ଦ କରାଯାଇଛି…
ପୁରୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେମିତି ସରଳ ସେମିତି ନିରାଡମ୍ବର । ବେଶ ପୋଷାକଠରୁ ଆରମ୍ଭ କରି କଥାବାର୍ତ୍ତା ପର୍ଯନ୍ତ ସବୁଥିରେ ତାଙ୍କର ସରଳତା, ତାଙ୍କର ନିରାଡମ୍ବର ଜୀବନଶୈଳୀ ବେଶ ବାରି ହୋଇପଡେ । ଦୁଇଦିନିଆ ଓଡ଼ିଶା…
କଟକ: ଅଦାଲତ ଅବମାନନା ମାମଲାଗୁଡିକରେ ସରକାରୀ ଅଧିକାରୀଙ୍କୁ କିପରି ସମନ କରାଯିବ ସେ ନେଇ ଏକ ଏସଓପି ପାଇଁ ସରକାର, ସୁପ୍ରିମକୋର୍ଟଙ୍କୁ ସୁପାରିଶ କରିଛନ୍ତି। ସେଥିରେ ରହିଛି, ଅତି ଜରୁରୀ ଥିଲେ ହିଁ ସରକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ…
କଟକ: ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା । ଗୋକନ ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ଅଧିକ ପଚରାଉଚରା କରିଛନ୍ତି ତଦନ୍ତ ଅଧିକାରୀ । ଜଗସିଂହପୁର ଥାନା ଛେଳିଆଗଡ ଘରେ ଶିକ୍ଷକଙ୍କୁ ପଚରାଉଚରା କରାଯାଇଛି । କେବଳ ଖେଳ ଶିକ୍ଷକ ନୁହଁନ୍ତି ,…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଲଞ୍ଚ୍ କରିଛନ୍ତି ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’। ଏହି ନୌସେନା ଯୁଦ୍ଧପୋତକୁ ରାଷ୍ଟ୍ରପତି ମୁର୍ମୁ କୁମ୍କୁମ୍ ଲଗାଇ ଦେଇଥିଲେ ଏବଂ ଏହାପରେ ନଡ଼ିଆ ଭାଙ୍ଗି ମାଳା ପିନ୍ଧାଇ ଏହାକୁ ଜଳାବତରଣ କରିଥିଲେ। ଏଥିସହ ରାଷ୍ଟ୍ରପତି ଯୁଦ୍ଧପୋତର ନାମକରଣ…
ରାଉରକେଲା : ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ରାଜଗାଙ୍ଗପୁର ଡେଲି ମାର୍କେଟ ଆଇସିଆଇସିଆଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ବନ୍ଧୁକରୁ ଗୁଳି ଚାଲିଲା ।ଟଙ୍କା ଭର୍ତ୍ତି ବାକ୍ସ ଓହ୍ଲାଇଲା ବେଳେ ଫୁଟିଲା ବନ୍ଧୁକ । ଜଣେ ମହିଳା ସମେତ ୩…
ରେଳ ଯାତ୍ରୀଙ୍କ ସୁବିଧା ପାଇଁ ସରକାର ଅନେକ ସୁବିଧା କରୁଛନ୍ତି । ତେଣୁ ଷ୍ଟେସନରେ ଯଦି କୌଣସି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ, ସେଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ରେଳଯାତ୍ରୀଙ୍କୁ ଶସ୍ତାରେ ଔଷଧ ଦେବା ପାଇଁ ରେଳ…
ନୂଆଦିଲ୍ଲୀ: ଆଉ ଅଳ୍ପ ସମୟର ଅପେକ୍ଷା । ପାଖେଇ ପାଖେଇ ଆସୁଛି ଜହ୍ନମାମୁ । ଚନ୍ଦ୍ରର ଖୁବ ନିକଟତର ହୋଇ ଗଲାଣି ଚନ୍ଦ୍ରଯାନ-୩ । ଇତି ମଧ୍ୟରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମକ୍ଷ ସଫଳତା ପୂର୍ବକ ମହାକାଶ ଯାନରୁ ଅଲଗା ହୋଇଗଲାଣି ।…
ନ୍ୟୁୟର୍କ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍ । ନ୍ୟୁୟର୍କରେ ବ୍ୟାନ ହୋଇଛି ଟିକ୍ଟକ୍ । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ । ସୁରକ୍ଷା କାରଣରୁ ଟିକ୍ଟକ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାରୀ । ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ ଟିକ୍ ଟକ୍ ବ୍ୟାନ କରିଥିଲା । ଚାଇନା କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକ୍ ଟକ୍ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍କୁ ବ୍ୟାନ କରାଯାଇଛି । ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି । ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ୩୦ ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦଙ୍କ ଫୋନରେ ଚୀନ ଟିକ୍ ଟକ୍ ଆପ୍ ରହିବ ନାହିଁ ବୋଲି କହିଥିଲେ । ବ୍ରିଟେନ ସାଂସଦଙ୍କୁ ଟିକ୍ ଟକ୍ ମନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା । ସେହିପରି ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକ୍ ଟକ୍ ଆପକୁ ବ୍ୟାନ କରିଥିଲା । ଟିକ୍ ଟକ୍ ସମେତ ୫୯ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତରେ ଟିକ୍ ଟକ୍ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୬ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ । ଭାରତ ପରେ ଆମେରିକା ଟିକ୍ ଟକ୍ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲା । ଏହା ଛଡା ଚୀନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାରୁ ଟିକ୍ ଟକ୍ ବ୍ୟାନ କରିବାକୁ ବାଇଡେନ ସରକାର ଚୀନକୁ ସିଧା ସିଧା କହିଥିବା ଖବର ପ୍ରକାଶ ପାଇଥିଲା । ଆପ୍ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚାଇନା ସରକାରଙ୍କୁ ପଠାଯାଉଥିବା ଅଭିଯୋଗ କରିଥିଲା ଆମେରିକା । Post navigation
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପୁନଃନାମକରଣ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ ରାହୁଲ କହିଛନ୍ତି , ଯେ କେବଳ ନାଁ ପାଇଁ ନୁହେଁ , କାମ ପାଇଁ…