October 2023

ବଳିଆ ଯୋଜନା ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବାରେ ହସ୍ତତନ୍ତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କର ଜୀବିକାର ମାଧ୍ୟମ ହୋଇଛି। ଅତ୍ୟନ୍ତ କଳାତ୍ମକ ଡିଜାଇନ୍‌, ନିଖୁଣ…

ଦେଢ଼ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ବାପା: ବନ୍ଧା ହେଲା ଅଭିଯୁକ୍ତ

ରାଉରକେଲା: ନୃଶଂସ ବାପାର ଉନ୍ମତ୍ତ କାଣ୍ଡ। ପାରିବାରିକ କଳହକୁ କେନ୍ଦ୍ରକରି ଟାଙ୍ଗିଆରେ ହାଣି ନିଜର ଦେଢ଼ ବର୍ଷର ପୁଅକୁ ହତ୍ୟା କଲା ବାପା। ପତ୍ନୀ ଓ ଦୁଇ ପଡ଼ୋଶୀ ଗୁରୁତର। ଅଭିଯୁକ୍ତ ବୁଧେଶ୍ୱର ସିଂହ ଗିରଫ। ଗୁରତର ଆହତ ହେଉଛନ୍ତି ପତ୍ନୀ…

ଫାଇଲିନ ଯିବାର ୧୦ ବର୍ଷ ବିତିଗଲାଣି, ଇଙ୍ଗିନାଠି ପଞ୍ଚାୟତର ଏକର ଏକର ଚାଷ ଜମିରୁ ଉଠିପାରନି ବାଲି

ବ୍ରହ୍ମପୁର : ବାତ୍ୟା ‘ଫାଇଲିନ’ ଯିବାର ୧୦ ବର୍ଷ ବିତିଗଲାଣି। କିନ୍ତୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତର ୭ଟି ଗାଁରେ ଦେଢ଼ ଶହ ଏକରରୁ ଅଧିକ ଜମିରେ ଏଯାଏଁ ଚାଷ କରିପାରୁ ନାହାନ୍ତି ଚାଷୀ। କାରଣ ଜମିଗୁଡ଼ିକରେ ପ୍ରାୟ…

ଘରୋଇ ହିଂସା ମାମଲାରେ ବର୍ଷାଙ୍କୁ ଜେରା ଅଧା: ‘ସାମାଜିକ ଗଣମାଧ୍ୟମରେ ଅନୁଭବ ଅପପ୍ରଚାର କରୁଛନ୍ତି’

କଟକ: ସାମାଜିକ ଗଣମାଧ୍ୟମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂସଦ ତଥା ଅଭିନେତା ଅନୁଭବ ଅପପ୍ରଚାର କରୁଛନ୍ତି। ଆପତ୍ତିଜନକ ଟିପ୍ପଣୀ ଦେଇ ତାଙ୍କ ସମ୍ମାନହାନି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ଏଭଳି ପୋଷ୍ଟ ଦ୍ୱାରା ତାଙ୍କର ଚରିତ୍ର ସଂହାର କରାଯାଉଛି। ତୁରନ୍ତ…

ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା: ଅଭିଯୁକ୍ତ ଡ୍ରାଇଭର ଗିରଫ

ବ୍ରହ୍ମପୁର: ଗୋଷାଣୀନୂଆ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ସୌଦାମିନୀ ରଥଙ୍କୁ ହତ୍ୟା ଘଟଣାରେ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ପୁଲିସ ସୂଚନା ଦେଇଛି। ‌ତେବେ କେଉଁ କାରଣରୁ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଛି,…

ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ: ମୁଖ୍ୟମନ୍ତ୍ରୀ

ମାଲକାନଗିରି/ଭୁବନେଶ୍ବର: ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ ଯୋଜନାର ପ୍ରଥମ…

ରାଜ୍ୟରେ ଦୁର୍ନୀତିର ଇଡି ଏବଂ ସିବିଆଇ ତଦନ୍ତ ନେଇ ଆଲୋଚନା ହେବ: ବିରୋଧୀ ଦଳ ନେତା

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଜେପି ବିଧାୟକ ଦଳ। ଏଯାଏ ତାରିଖ ସ୍ଥିର ହୋଇ ନଥିବା ବେଳେ ଖୁବ ଶୀଘ୍ର ଯିବା ନେଇ ସୂଚନା ରହିଛି। ଏହି ଗସ୍ତ ଅବସରରେ…

ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନିର୍ଦେଶ ଦିଆଯାଇ ନାହିଁ: ରାଜ୍ୟ ନୋଡାଲ ଅଫିସର

ଭୁବନେଶ୍ବର: ଏପର୍ଯ୍ୟନ୍ତ ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନିର୍ଦେଶ ନାହିଁ ବୋଲି ରାଜ୍ୟ ନୋଡାଲ ଅଫିସର,ପିଏମ ପୋଷଣ(ମଧ୍ୟାନ୍ନ ଭୋଜନ) ରଘୁରାମ ଆର. ଆୟର କହିଛନ୍ତି। ସେ କହିଛନ୍ତି, ବିଦ୍ୟାଳୟରେ ସପ୍ତାହକୁ ଦୁଇ ଥର ଅଣ୍ଡା ଦିଆଯାଉଛି। ବର୍ଷକୁ ଥରେ…

ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କୁ ହତ୍ୟା ଧମକ

ଗୁଆହାଟୀ,୧୨।୧୦: ଆସାମର କାମରୂପ ଆଗ୍ୟାଥୁରୀ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ପୋଷ୍ଟର ଲଗାଯାଇଛି। ଏଥିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। କିଏ ଏହି ଅଞ୍ଚଳରେ ପୋଷ୍ଟର ରଖିଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବରପାଇ ଦାଦ୍ରା ପୋଲିସ ଉକ୍ତ…

ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ

ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ ୫୨୧.୬୯…