November 2023

ରେସ୍କ୍ୟୁରେ ସାମିଲ ହେବ ସେନା, ଆସିଲା ପ୍ଲାଜମା କଟର୍‌

ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା। ଶ୍ରମିକଙ୍କୁ ଟନେଲ ଭିତରକୁ ବାହାର କରିବା ପାଇଁ ଆଗେଇ ଆସିଛି ଭାରତୀୟ ସେନା। ଅନ୍ୟ ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି। ପ୍ରଥମେ ଟେକନିସିଆନମାନେ ଫଶି…

ଡମ୍ଫର-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା, ପିକଅପ ଚାଳକ ମୃତ

ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫର ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପିକଅପ୍‌ ଭ୍ୟାନ୍ ଡ୍ରାଇଭର । ଏହି ଦୁର୍ଘଟଣାଟି ଆଜି…

ପ୍ରେମିକାକୁ ୩୧ ଖଣ୍ଡ କରି କାଟିବା ଘଟଣା, ଅଭିଯୁକ୍ତ ପ୍ରେମିକ ଓ ପତ୍ନୀ ଗିରଫ

ନବରଙ୍ଗପୁର : ନବରଙ୍ଗପୁରରେ ପ୍ରେମିକାକୁ ୩୧ ଖଣ୍ଡ କରି କାଟି ହତ୍ୟା ଘଟଣାରେ ଦମ୍ପତି ଗିରଫ । ପୋଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ବେଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରକୀୟା ପ୍ରୀତିରୁ ଯୁବତୀଙ୍କୁ…

ଶ୍ରୀମନ୍ଦିରରେ ଆଜି ହେବନାହିଁ ମହାପ୍ରଭୂଙ୍କର ରାତ୍ର ପହୁଡ: ବିଳମ୍ବିତ ରାତି ଯାଏଁ ଚାଲିବ ଦର୍ଶନ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କାରଣ ଆଜି…

ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍‌ ନିଷ୍ପତ୍ତିକୁ ରଦ୍ଦ କରାଯାଉ: ସାଂସଦ ଜୁଏଲ ଓରାମ୍

ଭୁବନେଶ୍ବର: ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍‌ ନିଷ୍ପତ୍ତିକୁ ସ୍ଥଗିତ ରଖାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ସେ କହିଛନ୍ତି, କ୍ୟାବିନେଟ୍ ର ନିଷ୍ପତ୍ତିକୁ କ୍ୟାବିନେଟ୍ ରେ ରଦ୍ଦ କରାଯିବା ଦରକାର। ଏହାକୁ…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଜନସାଧାରଣ ଟ୍ରେନ

ଭୁବନେଶ୍ଵର: ରାତି ପାହିଲେ କାର୍ତ୍ତିକ ପୁର୍ଣ୍ଣିମା । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଧର୍ମ ମାସ କାର୍ତ୍ତିକ ମାସ ପାଇଁ ମାସ ସାରା ଜଗନ୍ନାଥ ଧାମରେ ଭକ୍ତଙ୍କ ଗହଳି ଲାଗିଛି । ସେପଟେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବାରୁ…

ବାଲିଯାତ୍ରା ପାଇଁ ସଚେତନତା: ଛୋଟ ପିଲାଙ୍କ ପକେଟରେ ରଖନ୍ତୁ ଫୋନ ନମ୍ବର

କଟକ : ଛୋଟ ପିଲାଙ୍କ ପକେଟରେ ରଖନ୍ତୁ ଫୋନ ନମ୍ବର। ପିଲା ହଜିଗଲେ ଖୋଜିବାରେ ସହାୟକ ହେବ ଯୋଗାଯୋଗ ନମ୍ବର। ବାଲିଯାତ୍ରା ବୁଲିବାକୁ ଯୋଜନା କରିଥିବା ଅଭିଭାଵକମାନଙ୍କ ଉଦେଶ୍ୟରେ ଏଭଳି ଅପିଲ କରିଛନ୍ତି କଟକ ଡିସିପି। ଅତ୍ୟଧିକ ଭିଡ଼ ଥିଲେ ଅତି…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ୭ ପୁଲିସକର୍ମୀ ନିଲମ୍ବିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ସରକାର ବଡ଼ ଆକ୍ସନ ନେଇଛନ୍ତି। ଜଣେ ଏସ୍‌ପି, ଦୁଇ ଜଣ ଡିଏସ୍‌ପିଙ୍କ ସମେତ ୭ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୁଲିସକର୍ମୀଙ୍କ ବିରୋଧରେ…

କାର୍ତ୍ତିକ ପୂର୍ଣ୍ଣମୀ ପ୍ରସ୍ତୁତି: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ…

କେନ୍ଦ୍ର ମନ୍ତ୍ରୀ ପୁଅଙ୍କ କାର୍‌ ଦୁର୍ଘଟଣା, ୩ ଆହତ

ଦୁର୍ଘଟଣାଗ୍ରସ୍ତ ହେଲା କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ କାର୍‌। ଅଟୋକୁ ଧକ୍କା ଦେଇଛି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ପୁଅଙ୍କ ଫର୍ଚୁନର୍‌ କାର୍‌। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ଗଡ଼ା ଥାନା ଅନ୍ତର୍ଗତ ମେଡିକାଲ ୟୁନିର୍ଭସିଟି ନିକଟରେ ଏହି ଦୁର୍ଘଟଣା…