November 2023

ଲଘୁଚାପ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁହେବ; ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ: ଆଇଏମ୍‌ଡି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି। ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ…

ପୁଅ ‌ଟନେଲ୍‌ରୁ ଉଦ୍ଧାର ହେବା ଆଗରୁ ମାନସିକ ଉଦ୍‌ବିଗ୍ନତାରେ ପ୍ରାଣ ହରାଇଲେ ବାପା

ରାଞ୍ଚି: ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡ ଅନ୍ତର୍ଗତ ସିଲ୍‌କ୍ୟାରା ସୁଡ଼ଙ୍ଗ ପଥ ମଧ୍ୟରେ ଫସି ରହିଥିବା ପୁଅକୁ ଉଦ୍ଧାର କରାଯିବା ଆଗରୁ ଝାଡ଼ଖଣ୍ଡରେ ଥିବା ତାଙ୍କ ୭୦ ବର୍ଷିୟ ବାପା ମାନସିକ ଉଦ୍‌ବିଗ୍ନତା ଯୋଗୁଁ ପ୍ରାଣ ହରାଇଥିବା କଥା ତାଙ୍କ ପରିବାର ଲୋକେ…

ଭୋଟ୍‌ ଗ୍ରହଣ ଦିନ ଜନତାଙ୍କୁ ଭୋଟ୍‌ ପାଇଁ ନିବେଦନ କରିଛନ୍ତି କେ. କବିତା: କଂଗ୍ରେସର ଅଭିଯୋଗ

ହାଇଦ୍ରାବାଦ: ଆଜି ମତଦାନ ଦିନରେ ବି ‘ଭାରତ ରକ୍ଷା ସମିତି’ (ବିଆର୍‌ଏସ୍‌) ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କ ଝିଅ କେ. କବିତା ତାଙ୍କ ଦଳକୁ ଭୋଟ୍‌ ଦେବା ଲାଗି ଭୋଟର୍‌ମାନଙ୍କୁ ନିବଦେନ କରିଥିବା କଥା ‘କଂଗ୍ରେସ’ ନିର୍ବାଚନ କମିସନ୍‌ ନିକଟରେ…

‘ଟି-ସିରିଜ୍‌’ର ମାଲିକ ଭୂଷଣ କୁମାରଙ୍କ ବିରୋଧରେ ଚାଲିଥିବା ଦୁଷ୍କର୍ମ ଓ ଠକେଇ ଅଭିଯୋଗ ଖାରଜ କଲେ ଅଦାଲତ

ମୁମ୍ବାଇ: ମୁମ୍ବାଇ ପୁଲିସ ଫାଇଲ୍‌ କରିଥିବା ‘ବି- ସମରି ରିପୋର୍ଟ’କୁ ଗ୍ରହଣ କରି ଆଜି ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍‌ କୋର୍ଟ ‘ଟି-ସିରିଜ୍‌’ର ମାଲିକ ଭୂଷଣ କୁମାରଙ୍କ ବିରୋଧରେ ଚାଲିଥିବା ଦୁଷ୍କର୍ମ ଓ ଠକାଇ ଅଭିଯୋଗକୁ ଖାରଜ କରିଛନ୍ତି। ଏହି ରିପୋର୍ଟରେ ପୁଲିସ…

ସ୍ବିଜର୍‌ଲାଣ୍ଡ୍‌ର ଜ୍ୟୁରିକ୍‌ ସହର ବିଶ୍ବର ସବୁଠୁ ବ୍ୟୟବହୁଳ ସହର

ହଂକଂ: ଚଳିତ ବର୍ଷ ସିଙ୍ଗାପୁର ଓ ସ୍ବିଜର୍‌ଲାଣ୍ଡ୍‌ର ଜ୍ୟୁରିକ୍‌ ସହର ବିଶ୍ବର ସବୁଠୁ ବ୍ୟୟବହୁଳ ସହର ମାନ୍ୟତା ପାଇଥିବା କଥା ଆଜି ‘ଦି ଇକୋନମିଷ୍ଟ୍‌ ଇଣ୍ଟେଲିଜେନ୍‌ସ୍‌ ୟୁନିଟ୍‌’ (ଇଆଇୟୁ) କହିଛି। ଏହି ବ୍ୟୟବହୁଳ ସହର ତାଲିକାରେ ଉପରୋକ୍ତ ଦୁଇଟି ସହର ପଛକୁ…

ଏବେ ଅଞ୍ଜୁ କୁଆଡ଼େ ଯିବେ?

ନୂଆଦିଲ୍ଲୀ: ୬ ମାସ ତଳେ ନିଜ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ସ୍ବାମୀ ଓ ପିଲାଙ୍କୁ ପର କରି ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁ ବୁଧବାର ନିଜ ଦେଶକୁ ଫେରିଛନ୍ତି। ପ୍ରଥମେ ସେ ୱାଘା ସୀମାରେ ପହଞ୍ଚିଥିଲେ। ସେଠାରେ ଆଇବି…

‘ଏହା ଭାରତର ନୀତି ନୁହେଁ’ ପନ୍ନୁ ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତି ଅଭିଯୋଗ ଉପରେ କହିଲା ଭାରତ

ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କ ବିରୋଧରେ ମାମଲା ରୁଜୁ ହେବା ଭାରତ ସରକାରଙ୍କ ନୀତିର ବିପରୀତ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମ୍ଇଏ) ଚିନ୍ତାଜନକ…

ମୃତ ମା’ ସହ ବର୍ଷେ, ରେଜେଇ ତଳେ ଲୁଚାଇଥିଲେ ଶବ

ବାରାଣସୀ : ଦୁଇ ବର୍ଷ ତଳେ ବାପା ଘର ଛାଡ଼ି ଚାଲିଗଲେ। ଏହାର ବର୍ଷେ ପରେ ହଠାତ୍‌ ଦୁନିଆ ଛାଡ଼ିଦେଲେ ଅସୁସ୍ଥ ମା’। ଘରେ ଦୁଇ ଝିଅ। କ’ଣ କରିବେ କିଛି ବୁଝି ପାରିଲେନି। ମା’ର ଅନ୍ତିମ ସଂସ୍କାର କରିବାକୁ ବି…

ବିଷାକ୍ତ ଆୟୁର୍ବେଦିକ ସିରପ୍‌ ପିଇ ୫ ମୃତ, ୨ ଗୁରୁତର

ଅହମ୍ମଦାବାଦ : ଆୟୁର୍ବେଦିକ ସିରପ ନେଲା ଜୀବନ। ବିଷାକ୍ତ ଆୟୁର୍ବେଦିକ ସିରପ୍‌ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ ଜଣ ଗୁରୁତର ହୋଇଛନ୍ତି। ଗୁଜରାଟର ଖେଡ଼ା ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ସୂଚନା ମୁତାବକ, ଗୁଜରାଟର ଖେଡା…

ବାୟୁସେନା ଲାଗି ୯୭ ତେଜସ ଓ ୧୫୬ ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ : ଥରିବେ ଶତ୍ରୁ ପକ୍ଷ। ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ସାମିଲ ହେବ ଆଉ ୯୭ଟି ଲଢ଼ୁଆ ବିମାନ ତେସଜ। ସେହିପରି ୧୫ଟି ପ୍ରଚଣ୍ଡ ଆଟାକ୍‌ ହେଲିକପ୍ଟରକୁ ମଧ୍ୟ ସାମିଲ କରାଯିବ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏସବୁ ଲଢ଼ୁଆ…