ନିର୍ଦ୍ଦେଶକ ସଞ୍ଜୟ ଗଢ଼ବିଙ୍କ ପରଲୋକ
ନୂଆଦିଲ୍ଲୀ: ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିର୍ଦ୍ଦେଶକ ସଞ୍ଜୟ ଗଢ଼ବିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରାତଃ ଭ୍ରମଣ ସମୟରେ ସଞ୍ଜୟଙ୍କ ହୃଦପିଣ୍ଡରେ ଯନ୍ତ୍ରଣା ହୋଇଥିଲା। ତାଙ୍କ ସହିତ ଥିବା କିଛିଲୋକ ନିର୍ଦ୍ଦେଶକଙ୍କୁ ସଙ୍ଗେସଙ୍ଗେ…
